ବି ଜେ ଡି ର ପଞ୍ଚାୟତ ଦିବସ କୁ କଳାଦିବସ ଭାବେ ପାଳନ କଲେ ଭାଜପା କାର୍ଯ୍ୟ କର୍ତ୍ତା

49 0

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) ବିଜେଡି ଆଜି ରାଜ୍ୟ ପଞ୍ଚାୟତ ପ୍ରତ୍ୟେକ ବ୍ଳକ ଓ ପଞ୍ଚାୟତ ପଞ୍ଚାୟତ ରାଜ ଦିବସ ପାଳିତ କରୁଥିବା ବେଳେ ଭାଜପା କାର୍ଯ୍ୟ କର୍ତ୍ତା ମାନେ କଳା କପଡା କୁ ବେକରେ ବାନ୍ଧି ଆଜି ଧର୍ମଗତ ଚାରିଛକ ଠାରେ ହାତରେ ଫ୍ଳାକ କାର୍ଡ ଧରି କେନ୍ଦ୍ର ସରକାର ଦେଉଥିବା ପାଇଖାନା ରେ ହିତାଧୀକାରୀ ଙ୍କ ଠାରୁ ଲାଞ୍ଜ ଖାଇ ଯୋଗାଉଛନ୍ତି।

ଏମ ଜି ଏନ୍ ଆର୍ ଜି ଏସ କାର୍ଯ୍ୟକୁ ଶ୍ରମିକ କରିବା କାମ କୁ ମେସିନ ଦ୍ବାରା କାମ କରି ଟଙ୍କା କୁ ଆତ୍ମ ସାତ କରିବା ସହିତ ଗରୀବ କଲ୍ୟାଣ ଯୋଜନା ଦେଉଥିବା ଚାଉଳ କୁ ଆତ୍ମ ସାତ କରିବା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇବା ବଦଳରେ ଅଯୋଗ୍ୟ ହିତାଧୀକାରୀ ଙ୍କୁ ଯୋଗାଉଥିବା ନେଇ କଳାଦିବସ ପାଳନ କରୁଥିବା ଭାଜପା କାର୍ଯ୍ୟ କର୍ତ୍ତା ଅଭିଯୋଗ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଭାଜପା ବରିଷ୍ଠ କାର୍ଯ୍ୟ କର୍ତ୍ତା ଅପ୍ରେସ ସ୍ଵାଇଁ ଜଗତ ରାମ ସାହୁ ଘନଶ୍ୟାମ ଅଗ୍ରୱାଲ ଡମ୍ବରୁଧର ଠାକୁର ଘନଶ୍ୟାମ ଭାଟି ଟିକେ ରାମ ସାହୁ ବଳ ରାମ ସା ଖଗେଶ୍ବର ସା ଲକ୍ଷ୍ମଣ ମେହେର ଚନ୍ଦନ ପାତ୍ର ହୃଷିକେଶ ପଟେଲ ଜିତୁ ଵାଗ ସମେତ ବହୁ କାର୍ଯ୍ୟ କର୍ତ୍ତା ସାମିଲ ଥିଲେ

Related Post

ନୀଳଗିରି ର ପୂର୍ବତନ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ

Posted by - October 9, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ର ପୂର୍ବତନ ବିଧାୟକ, ଚିତ୍ତରଞ୍ଜନ ଷଡ଼ଙ୍ଗୀ ଙ୍କ ଦ୍ଵାରା, ନୀଳଗିରି ସର୍କିଟ ହାଉସ ପରିସର ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି…

ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ର ଅଙ୍ଗାଳୋ ପଞ୍ଚାୟତ ରେ ଉପନିର୍ବାଚନ ଶେଷ

Posted by - November 28, 2019 10
ବରୀ-(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅଧିନସ୍ଥ ଅଗାଂଳୋ ଗ୍ରମପଞ୍ଚାୟତ ସମିତି ସଭ୍ୟ ପଦପାଇଁ ଆଜି ଉପନିର୍ବାଚନ ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହୋଇଛି ।ଏହି ଉପ…

ବେଲଗୁଣ୍ଠା ବ୍ଳକ୍ ଏବଂ ଏନଏସିର ବିଜେଡ଼ି ଡ଼ିଜିଟାଲ ସେକ୍ରେଟେରୀ ମନୋନୀତ

Posted by - July 24, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଛାତ୍ର ବିଜୁଜନତା ଦଳ ଡ଼ିଜିଟାଲ ସେକ୍ରେଟେରୀ ପଦବୀ ନିମନ୍ତେ ବେଲଗୁଣ୍ଠା ସହର ପାଇଁ ଯୁବ ସଂଗଠକ ଶିବ ପ୍ରସାଦ ମହାପାତ୍ର (ମଣ୍ଟୁ) ଓ…

୫ମ ଦିନରେ ୭ଜଣ ବିଧାୟକ ପ୍ରାର୍ଥୀ ଓ ୨ଜଣ ଯାଜପୁର ଲୋକସଭା ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ ।

Posted by - April 6, 2019 2
ଯାଜପୁର:୬/୪(ଆନନ୍ଦ ଚନ୍ଦ୍ର ସାହୁ) ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଜିଲାର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ନିର୍ବାଚନ ନିମନ୍ତେ…

ବୌଦ୍ଧ ଜିଲ୍ଲା କଂଗ୍ରେସ ଦ୍ୱାରା ନବ ସଂକଳ୍ପ ଶିବିର ଉଦଯାପିତ

Posted by - June 13, 2022 0
ବୌଦ୍ଧ : ବୌଦ୍ଧ ଜିଲ୍ଲା କଂଗ୍ରେସ ର ସଭାପତି ଶ୍ରୀଯୁକ୍ତ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ହରଭଙ୍ଗା ବ୍ଲକ ବିରନରସିଂହ ପୁର ଫରେଷ୍ଟ ନରସେରୀ ସଭାଗୃହ ଠାରେ…