ଯାଜପୁରସଦର  ବରିଷ୍ଠ ନାଗରିକମଞ୍ଚର ବାର୍ଷିକଉତ୍ସବ 

69 0

ଯାଜପୁର:ଯାଜପୁର ବ୍ଲକ ବରୁଆଁ ପଂଚାୟତ କୁସୁନପୁର ସ୍ଥିତ ମା ତାରାଦେବୀ ପୀଠ କଲ୍ୟାଣୀ ମଣ୍ଡପରେଯାଜପୁରସଦର ବରିଷ୍ଠ ନାଗରିକମଞ୍ଚର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଗଦାଧର ରାଉତଙ୍କ ସଭାପତିତୂରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ମୂଖ୍ୟଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ଯାଜପୁରମାଟି ସର୍ବଦା ପୂଜ୍ୟପୁଜାକୁ ଅଗ୍ରାଧିକାର ଦେଇଥିବା ବେଳେ ବରିଷ୍ଠ ନାଗରିକଙ୍କ ଉପଦେଶ,ଆଦେଶ,ନିର୍ଦ୍ଧେଶ ସମାଜକୁ ସୁଦୃଢ କରିବା ପାଇଁ ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ 

ମୂଖ୍ୟ ବକ୍ତାଭାବେ ଯାଜପୁର ପୌରପାଳିକାର ପୂର୍ବତନ ପୈାରାଧକ୍ଷ ଭବ ପ୍ରସାଦ ଦାସ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ନିର୍ଦ୍ଧେଶକୁ ପାଳନ କଲେ ଭଲ ସମାଜଟିଏ ଗଢିଉଠିବ ବୋଲି ମତ ପ୍ରକାଶ କରିଥିଲେ  ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଜିଲ୍ଲା ଉପଆରକ୍ଷୀ ଅଧିକ୍ଷକ ସରୋଜ କୁମାର ଉପାଧାୟ, ,ଜିଲ୍ଲା ସାମାଜିକ ସୂରକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ବେହେରା ପ୍ରମୂଖ ଯୋଗ ଦେଇ ବରିଷ୍ଠ ନାଗରିକ ସମାଜ  ଆଇନା ବୋଲି କହିଥିଲେ  ଏହି ଅବସରରେ ଅନୁଷ୍ଠାନର ୨୨ ଜଣ ସଦସ୍ୟଙ୍କ ପରଲୋକ ହୋଇଥିବାରୁ ତାଙ୍କ ଉଦ୍ଧେଶ୍ୟରେ  ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା

Related Post

ଟିଟିଲାଗଡ଼ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଶିଶୁଦିବସ ପାଳିତ

Posted by - November 15, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ନେହେରୁନଗର ଠାରେ ଥିବା ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଶିଶୁଦିବସ ପାଳନ ହୋଇଯାଇଅଛି। ଏଠାରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ…

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ ଓ ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ଵରେ ପଦ୍ମପୁର ଉପନିର୍ବାଚନ ଲଢ଼ିବ ବିଜେପି

Posted by - November 9, 2022 0
ସମ୍ବଲପୁର  : (ରମାକାନ୍ତ ବିଶ୍ବାଳ) ପଦ୍ମପୁର ଉପନିର୍ବାଚନରେ ବିଜେପି କିଭଳି ବାଜିମାତ୍ କରିବ ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି I ଦଳ  ୩ ବରିଷ୍ଠ ନେତାଙ୍କୁ ପଦ୍ମପୁର…

ଜଙ୍ଗଲ ଜାତ ଦ୍ରବ୍ୟରୁ ପ୍ରସ୍ତୁତ ଖାଦ୍ୟ ଏବଂ ଦେଶୀ ବିହନ,ପ୍ରୋତ୍ସାହନ ମେଲା

Posted by - February 3, 2023 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ସାପମୁଣ୍ଡ ଗ୍ରାମରେ ଆରସିଡିସି ପକ୍ଷରୁ ଜଙ୍ଗଲ ଜାତ ଦ୍ରବ୍ୟରୁ ପ୍ରସ୍ତୁତ ଖାଦ୍ୟ…

ଯାଜପୁର ଗୌରବ ଦୁଇ ଦୁଇ ଜଣ ୨୦୧୫ ମସିହା ଓଡ଼ିଆ ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ

Posted by - July 13, 2020 22
ଯାଜପୁର ଅଫିସ:୨୦୧୫ ମସିହା ପାଇଁ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବାରେ ସମ୍ମାନିତ ଯାଜପୁରର ଦୁଇ ବରିଷ୍ଠି ସାହିତ୍ୟିକ ସମ୍ମାନନୀୟ ଶ୍ରୀଯୁକ୍ତ ନିତ୍ୟାନନ୍ଦ ପଣ୍ଡା ଓ ବୀଣାପାଣି…