ଟିଟିଲାଗଡ ଧବଳେଶ୍ଵର ମନ୍ଦିରରୁ ରାତି ଅଧରେ ଦାନ ବାକ୍ସଚୋରି – ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି କଲେ ଅନୁସନ୍ଧାନ

358 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ର ପ୍ରସିଦ୍ଧ ଧବଳେଶ୍ଵର ମନ୍ଦିରରୁ ରାତି ଅଧରେ ଭିତରେ ଥିବା ଦାନ ବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ରାତିରେ ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ବରିହା ଏବଂ ସଦଳବଳ ମନ୍ଦିରକୁ ଯାଇ ସ୍ଥିତି ଅନୁଧ୍ୟାନ କରି ସାଇଣ୍ଟିଫିକ ଟିମକୁ ଡକାଇଥିଲେ ।

ସକାଳେ ସାଇଣ୍ଟିଫିକ ଟିମ କୁକୁର ସାହାଯ୍ୟରେ ମନ୍ଦିର ଭିତର ଏବଂ ବାହାରକୁ ଯାଇ ଖୋଜା ଖୋଜି କରିଛନ୍ତି, ଟିମ ସହ ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର, ଥାନାଧିକାରୀ ରଞ୍ଜନ କୁମାର ବରିହା ଏବଂ ପୋଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଚୋରି ଖବର ପାଇ ପୋଲିସ ସହର ଚାରିପଟେ ଖୋଜାଖୋଜି ଜାରି ରଖିଛି। ଚୋରକୁ ଧରିବାକୁ ବ୍ୟାପକ ସର୍ଚ ଜାରି ରହିଛି।

Related Post

ମାଓବାଦୀ ନାଁ ରେ ଚାନ୍ଦା ଆଦାୟ ଅଭିଯୋଗ, ଅଭିଯୁକ୍ତ ଗିରଫ

Posted by - May 14, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ମାଓବାଦୀ ନିଜର ସ୍ଥିତି ଜାହିର କରୁଥିବା ବେଳେ…

ଭୁବନେଶ୍ୱର ବିଚ୍ ରାସ୍ତାରେ ଛୁରାମାଡ ରେ ଯୁବକଙ୍କ ମୃତ୍ୟୁ

Posted by - January 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ Iବିଚ୍ ରାସ୍ତାରେ ଛୁରାମାଡ ରେ ଯୁବକଙ୍କ ମୃତ୍ୟୁ।ପ୍ରାପ୍ତ ସୂଚନା ଅନୁସାରେ ଭୁନେଶ୍ଵର ସହିଦନଗର ଥାନା ସୈନିକ…

ମହିଳାଙ୍କ ସାହାସିକତା ସତ୍ୱେ ଲୁଟିନେଲେ ୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା.

Posted by - September 10, 2020 0
ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଗିରାଙ୍ଗ ଗ୍ରାମରେ ଏକ ବଡ଼ଧରଣର ଲୁଟ ହୋଇଛି । ବିଳମ୍ବିତ ରାତିରେ ଚୋର ଘରେ ପଶି ୧୦ ଲକ୍ଷ…

ଅବକାରୀ ବିଭାର ର ଚଢ଼ାଉ, ଆଠ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ,ଜଣେ ମହିଳା ସମେତ ଜଣେ ୩ କୋର୍ଟ ଚାଲାଣ

Posted by - March 11, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ପୋଲିସ ଓ ଅବକାରୀ ବିଭାଗ ର ବ୍ୟାପକ ଚଡାଉ ଓ କୋଟି କୋଟି ଟଙ୍କାର ଗଞ୍ଜେଇ…

ସିରୋଲ ଗ୍ରାମର ଯମୁନା ଭରାସାଗରଙ୍କ ଘରୁ ଦିନ ବେଳା ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

Posted by - August 22, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିରୋଲ ଗ୍ରାମର ଯମୁନା ଭରାସାଗର , ସ୍ବାମୀ – ଅଲେଖ ଭରା ସାଗରଙ୍କ ଘରୁ 19 ତାରିଖ ଦିନ ଦ୍ୱିପ୍ରହର…