Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଖପ୍ରାଖୋଲ ରେ ଜାଲ ନୋଟ କାରବାରରେ ଜଣେ ଗିରଫ, ସଛଅ ହଜାର ପାଞ୍ଚଶହ ଜାଲ ନୋଟ ଜବତ , ପୋଲିସ ର ତଦନ୍ତ ଜାରି

60 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଜାଲ ନୋଟ କାରବାର ରେ ଜଣକୁ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଲାଠୋର ଥାନା ପିପଲବାହାଲ ଗାଁ ର ବ୍ରହ୍ମା ମେହେର ( ୩୨) ବୋଲି ପୋଲିସ ସୂଚନା ଦେଇଛି। ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ରବିବାର ଅପରାହ୍ନ ରେ କପସିପାଲି ଓ ଖପ୍ରାଖୋଲ ରେ ଜାଳ ନୋଟ ଦେଇ ସଉଦା କିଣିବା କୁ ଉଦ୍ୟମ କରୁଥିବା ବେଳେ ଖପ୍ରାଖୋଲ ପୋଲିସ ସୂଚନା ପାଇ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲେ ।

ଅଭିଯୁକ୍ତ ଠାରୁ ୮ ଖଣ୍ଡ ପାଞ୍ଚଶହ ଟଙ୍କିଆ , ୭ ଖଣ୍ଡ ଦୁଇଶହ ଟଙ୍କିଆ , ୧୧ ଖଣ୍ଡ ଶହେ ଟଙ୍କିଆ ଜାଳ ନୋଟ ଜବତ କରିଥିବା ପୋଲିସ ସୂଚନା ଦେଇଛି। ତଦନ୍ତ ସମୟରେ ଅଭିଯୁକ୍ତ ର ଘରୁ ଜାଲ ନୋଟ ସହ ନଗଦ ୩୧ ହଜାର ୭୦୦ ଟଙ୍କା ଜବତ କରିଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୩୩/୨୩ ରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇ ଥିବା ଥାନା ଏସ ଆଇ ଗୋପିନାଥ ମହାକୁଡ ପ୍ରକାଶ କରିଛନ୍ତି। ତଦନ୍ତ ର ନେତୃତ୍ୱ ପାଟଣାଗଡ ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା ନେଇଥିବା ବେଳେ ଜାଲ ନୋଟ୍ କାରବାର ର ଚେର ଖୋଜୁଥିବା ଜଣାଯାଇଛି।

Related Post

ମଙ୍ଗଳପୁର ଥାନା କମାରଡିହି ପଂଚାୟତ ଇଟାପଡା ଗ୍ରାମର ଅକ୍ଷୟ ମୃତ୍ୟୁ ଘଟଣାର ଶୀଘ୍ର ତଦନ୍ତ ପାଇଁ ଦାବି ପତ୍ର

Posted by - July 13, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମଙ୍ଗଳପୁର ଥାନା କମାରଡିହି ପଂଚାୟତ ଇଟାପଡା ଗ୍ରାମର ଅକ୍ଷୟ ମୃତ୍ୟୁ ଘଟଣା ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି। ଏହି ମାମଲାରେ…

ଡ୍ରେନ ଭିତରୁ ମୄତଦେହ ଉଦ୍ଧାର

Posted by - January 6, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଚେରୁଆପଡା ସ୍ଥିତ ଏକ ଡ୍ରେନମଧ୍ୟରୁ ଜଣେ ବ୍ୟକ୍ତି ର ମୄତ ଦେହ ଉଦ୍ଧାର କରାଯାଇଛି । ମୄତଦେହ ଟି ଡ୍ରେନ ମଧ୍ୟରେ ଅଧା ଭାସୁଥିବା…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ

Posted by - July 9, 2022 0
ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା) ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷା ସଂଯୁକ୍ତା ଡ.ସଂଯୁକ୍ତା…

ଦଶରଥପୁର ବ୍ଲକ ବନପୁରରେ ୨୦୦ତମ ଦୋଳ ମହୋତ୍ସବ ଅନୁଷ୍ଠିତ

Posted by - March 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଦଶରଥପୁର ବ୍ଲକ ବନପୁରରେ ୨୦୦ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଦିଲୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି…

ବିଧାୟକଙ୍କ ଦ୍ୱାରା ବେଲଗୁଣ୍ଠାରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ

Posted by - May 26, 2022 0
ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା) ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ କରିଛନ୍ତି I ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ…