ଟିପିଏନଓଡ଼ିଏଲ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସାଳୟ ଉଦଘାଟିତ 

60 0

ଯାଜପୁର:ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟିପିଏନଓଡ଼ିଏଲ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସାଳୟ ଉଦଘାଟିତ ହୋଇଯାଇଛି। ଯାଜପୁର ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଦିବ୍ୟ ଲୋଚନ ମହାନ୍ତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ଉଦଘାଟନି କାର୍ଯ୍ୟକ୍ରମରେ ଟାଟା ପାୱାରର ସିଏସଆର ହେଡ ଦିଲ୍ଲୀପ କୁମାର ସାହୁ,ଏସଇ ବିଭୁ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଭ୍ରାମ୍ୟମାଣ ଚିକିତ୍ସାଳୟଟି ଜିଲ୍ଲାର ତିନୋଟି ଯୋନ ଅନ୍ତର୍ଗତ ସମସ୍ତ ଗ୍ରାମାଞ୍ଚଳରେ ବୁଲି ବୃଦ୍ଧ,ଅସହାୟ ଏବଂ ଗରିବଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ମାଗଣା ଔଷଧ ବଣ୍ଟନ କରିବ।

Related Post

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମନୁପାଲି, କୁ ମୋ ସ୍କୁଲ ରେ ସାମିଲ

Posted by - November 1, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ)ସକାଳ ୧୦ ଘଣ୍ଟା ସମୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମନୁପାଲି ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ବୃନ୍ଦ,…

” ହମ ” ଗ୍ରୁପ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

Posted by - April 23, 2020 1,108
ଅନୁଗୋଳ : ୨୩/୦୪(ମହେଶ ଭୋମରାଜ)ମହାମାରୀ କରୋନା ଦିନକୁ ଦିନ ଯେତେ ଭୟାବହ ହେବାକୁ ଲାଗିଛି, ସେତିକି ସଚେତନତା କାର୍ଯ୍ୟକ୍ରମ ମାନ ସରକାରଙ୍କ ତରଫରୁ ହାତକୁ ନିଆଯାଉଛି ।…

ତଳଗାଁରେ ମେଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ

Posted by - July 25, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଂଗାବ୍ଲକ ଉପାନ୍ତ ବଣପାହାଡଘେରା ଘେରା ତଳ ଗାଁ, ପଂଚାୟତ ରହିଛି ୪୨ଟି ଛୋଟ ବଡଗ୍ରାମ ହେଲେ ଏଠାରେ ମ୍ୟାଲେରିଆ ର ପ୍ରାଦୁର୍ଭାବ ଯଥେଷ୍ଟ…

ବରୀରେ ସି.ଏସ୍‌.ସି. ଦିବସ ପାଳନ

Posted by - July 16, 2020 3
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକର ବାଲିଆପାଳ ଛକ ସ୍ଥିତ ଜନ ସେବା କେନ୍ଦ୍ର ରେ ଆଜି ସି.ଏସ୍‌.ସି. ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଭଅଁରା…