Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଦଶରଥପୁର ବ୍ଳକ କାର୍ଯ୍ୟାଳୟ ନିକଟରେ ଦଶରଥପୁର ବିଜେଡି ପକ୍ଷରୁ ପ୍ରତିବାଦ ସଭା

67 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କେନ୍ଦ୍ର ସରକାର ଗରିବ ହିତାଧିକାରୀଙ୍କ ରାସନ ସାମଗ୍ରୀ କୁ କାଟିବା ପ୍ରତିବାଦ ରେ ଦଶରଥପୁର ବ୍ଳକ କାର୍ଯ୍ୟାଳୟ ନିକଟରେ ଦଶରଥପୁର ବିଜେଡି ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ଯୋଗ ଦେଇ ଲୋକଙ୍କୁ ହତାଦର କରୁଥିବା ବିଜେପି ସରକାର ବିରୋଧ ରେ ଗର୍ଜିଥିଲେ ।

ଏହି ପ୍ରତିବାଦ ସଭାରେ ଦଶରଥପୁର ବ୍ଳକ ଅନ୍ତର୍ଗତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,ସରପଂଚ,ସମିତି ସଭ୍ୟ ଏବଂ ଛାମୁଆ ନେତା ମାନେ ଯୋଗ ଦେଇ ପ୍ରତିବାଦ କରିବା ସହ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।

Related Post

ହାଜତ ମୃତ୍ୟୁ ଘଟଣା କୁ ନେଇ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର

Posted by - October 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ବରଗଡ଼ ଜିଲ୍ଲା ତୋରା ଅଞ୍ଚଳର ଗୋବିନ୍ଦ କୁମ୍ଭାର ହଜାତ ମୃତ୍ୟୁ ଘଟଣା କୁ ନେଇ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କଲା ବିଜେପି…

ଯାଜପୁର ଜିଲା ଦଶରଥପୁର ବ୍ଳକ ଅକରପଡ଼ା ପଂଚାୟତରେ ରାଜନୈତିକ ମାହୋଲ ସରଗରମ

Posted by - February 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଳକ ଅକରପଡ଼ା ପଂଚାୟତରେ ରାଜନୈତିକ ମାହୋଲ ସରଗରମ । ପ୍ରଚାର ମୈଦାନ କୁ ଓଲ୍ହାଇଲେ ପୂର୍ବତନ ଦଶରଥପୁର…

ଶଙ୍ଖ ଛାଡି ହାତ ଧରିଲେ ପୂର୍ବତନ ବିଜେଡି ସମ୍ପାଦକ,ସହ ସହ କର୍ମୀଙ୍କୁ କଂଗ୍ରେସରେ ମିଶାଇଲେ

Posted by - January 17, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ )ରାୟଗଡା ଜିଲ୍ଲା ଅମ୍ବାଦଳା ପଞ୍ଚାୟତରେ ଗଜମନ କରକରିଆ ଙ୍କ ନେତୃତ୍ୱରେ ବହୁ ବିଜେଡି ବିଜୁ ଜନତା ଦଳ ଛାଡି କଂଗ୍ରେସ ରେ ମିସିଥିବା…

ଯାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି କାର୍ଯ୍ୟକର୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

Posted by - March 7, 2020 40
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବିରଜା କଲ୍ୟାଣ ମଣ୍ଡପ ପରିସରରେ ଯାଜପୁର ନିର୍ବାଚନ ମଣ୍ଡଳୀର ବିଜେଡି କାର୍ଯ୍ୟକର୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ବିଜେଡି…

ଆରଏମସି ରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ବିଜେପିର ଦାବୀ ପତ୍ର

Posted by - July 27, 2021 0
ଯାଜପୁର :(ଅନାଣ୍ଡ ଚନ୍ଦ୍ର ସାହୁ )ଯାଜପୁର ନିୟନ୍ତ୍ରୀତ ବଜାର କମିଟି ବା ଆରଏମସି ରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ବିଜେପି ପକ୍ଷରୁ ଜିଲାପାଳଙ୍କୁ ଏକ ଦାବୀ ପତ୍ର…