ଅଧିକ ଯୌତୁକ ପାଇଁ ଗର୍ଭବତୀ କୁ ହତ୍ୟା ଅଭିଯୋଗ

90 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଅଧିକ ଯୌତୁକ ପାଇଁ ଗର୍ଭବତୀ କୁ ହତ୍ୟା ଅଭିଯୋଗ । ଯୌତୁକ ଲୋଭି ଶାଶୁ ଘର ଲୋକେ ବୋହୁ କୁ ଜୁସ ରେ ବିଷ ଦେଇ ହତ୍ୟା କରିଥିବା ନେଇ ବାପ ଘର ଲୋକେ ଅଭିଯୋଗ କରିବା ପରେ ପୋଲିସ ହାତ ବାନ୍ଧି ବସିଛି। ଯାଜପୁର ବିଂଝାରପୁର ଥାନା ଗୁହାଳି ପଦାସାହି ଗାଁର ବ୍ରଜ ଯେନାଙ୍କ ଝିଅ ମିଲି କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପୂର୍ବରୁ ମିଲି ଦେଇଥିବା ବୟାନ ର ଭିଡିଓ ଭାଇରାଲ ହୋଇଛି।

ତଥାପି ପୋଲିସ କାହା ଚାପ ରେ ଅଭିଯୁକ୍ତ ସ୍ୱାମୀ,ଶ୍ବଶୁର,ନଣଦ ଙ୍କୁ ଗିରଫ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ। ଏ ନେଇ ଗ୍ରାମବାସୀ ଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି ଅଭିଯୁକ୍ତ ପରିବାର ଲୋକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରପଂ କରାନଗଲେ ସପରିବାର ଧାରଣା ଦେବେ ବୋଲି  ଚେତାବନୀ ଦେଇଛନ୍ତି l

Related Post

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମଣିଷର ସେବା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆନ୍ତରିକ ଧନ୍ୟବାଦ

Posted by - March 22, 2020 572
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ବିରୋଧରେ ଯୁଦ୍ଧ ଲଢ଼ୁଛି ସାରା ବିଶ୍ୱ । ଭାରତରେ ମଧ୍ୟ କୋରୋନା ବିରୋଧରେ ଲଢ଼େଇ ଜାରି ରହିଛି । ଆଜି ଦିନ…

ନବରଙ୍ଗପୁର ରେ ମହିଳା ମାଓବାଦୀର ଆତ୍ମ ସମର୍ପଣ

Posted by - December 11, 2021 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ )ଛତିଶଗଡ଼ ମେନପୁର ଡିଭିଜନର ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ କମଲେଶ୍ୱରୀ ମରେଇ ଓରଫ ଅମିଲା ଆତ୍ମସମର୍ପଣ କରିଥିବା ଜଣାଯାଇଛି। ସେ ଦକ୍ଷିଣାଞ୍ଚଳ ଡିଆଇଜି…

ଗାଡି ସାଇଡ କରିବାକୁ ନେଇ ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ରଞ୍ଜିତ ପ୍ରଧାନଙ୍କୁ ପିଟିପିଟି ହତ୍ୟା

Posted by - June 6, 2021 0
ବାଲେଶ୍ବର:କପ୍ତିପଦା ଥାନା ନୂଆସାହି କୁସୁମପୁର ଛକ ନିକଟରେ ଗତକାଲି ରାତି ପ୍ରାୟ୧୦ରେ ଘଟିଛି ଏହି ଅଘଟଣ।ମୃତକ ଜଣଙ୍କ ହେଉଛନ୍ତି ବାଲେଶ୍ବର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ରଞ୍ଜିତ…

ଡାକଘର ତାଲା ପଡ଼ିଥିବାରୁ ଜନ ଅସନ୍ତୋଷ

Posted by - October 21, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମ|ଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଜୋର ଗ୍ରାମର ଡାକ ଘରରେ ସବୁବେଳେ ତାଲା ପଡ଼ିଥିବା ନେଇ ଅଭିଯୋଗ ହୋଇଛି |ଗବଜୋର ଡାକଘର…

୫ଟି ଯୋଜନା ରେ ରୂପାନ୍ତରିତ ୧୦୦ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Posted by - June 8, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସମଗ୍ର ରାଜ୍ୟ ରାଜ୍ୟରେ ୫ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ୫ ଟି ଜିଲ୍ଲାର୪୯୦ ଅତ୍ୟାଧୁନିକ ସ୍କୁଲ କୁ ଉଦଘାଟନ…