ରମଣା କୁପୁଲି ଠାରେ ମେରିଆ ପର୍ବ ପାଳିତ

101 0

ମୁନିଗୁଡା:(ରମାକାନ୍ତ ପୋଢାଳ)ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟରା ଗଡ ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ରମାଣା କୁପୂଲି ଠାରେ ମେରିଆ ପର୍ବ ଅନୁଷଠିତ ହୋଇଯାଇଛି।ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଅଟେ। ଏହି ଜିଲ୍ଲା ରେ ଆଦିବାସୀ ଭାଈ ମାନେ ଏକ ନିଆରା ପରମ୍ପରା ଅନୁଯାୟୀ ଏହି ପର୍ବ ପାଳନ କରିଥାନ୍ତି। ଆଖୁ ଦଣ୍ଡା ନଚିବା, ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ନିଜ ଭାଗ୍ୟ କୁ ଆଦୋରି ନିଜ କୂଳ ର ବନ୍ଧୁ ମାନଙ୍କ ଡାକି ଥାଆନ୍ତି।

ଗ୍ରାମରେ ଦିଶାରି ମଧୁବନ ପୀଡି କାକା, ମଣ୍ଡଳ ନାୟକ ତିରୁପତି ପିଡ଼ିକକା , ସନ୍ତୁ, ପୀଙ୍କୁ, କୁମୁଟି ପିଦିକାକା, ସୁଦ୍ରସନ୍, ଶଙ୍କର, ଶ୍ରୀଧର ପିଡିକକା, ନରେନ୍ଦ୍ର ପିଡି କାକା, ଘଷିରାମ ପିଡ କାକା, ଡମ୍ବରୁ, ଜାନି ଭାରତ, ଗିରି, ପ୍ରତାପ, ଦିସାରି ଶ୍ରୀମାଜି, ଚିନ୍ତାମଣି, ଦଳବନ୍ଦୁ, ଆର୍ଯୁ, କୁଞ୍ଜ ବନ୍ , ହିରାଧର ଜଗରଙ୍ଗା , ସଭାପତି ଗୋପୀନାଥ ୱାଦକା, ଛତ୍ରପତି ୱାଦକ, ଅନନ୍ତ ଚିନ୍ତାମଣି ଆଦିବାସୀ ସାମାଜିକ ସାଙ୍ଗ ର ସଭାନେତ୍ରୀ ଶ୍ରୀମତୀ ଅନିତା ପିଡି କାକା ଓ ୱାଡ଼ର୍ ମେମ୍ବର ଗୌରୀ ପିଡି କାକା, ଶ୍ରୀମତୀ ପିଦିକକା, ଲକ୍ଷ୍ମୀ, ଭୂଦେବୀ, ମଦନ, ଇଛବତି, ଅମି, କବିତା, ରେଣୁକା,ଜନ୍ମତି , ସ୍ନିହା, ସଞ୍ଜନା, ଶ୍ରୀନାଥ କାଣ୍ଡ ମକା, ସୋନା ପୁର ପି ଡି କାକା, ଭଗବାନ, ରାଜୀବ ପ୍ରସ୍କା, ଗୋପୀ କଦ୍ରକା, ଲମ୍ଭାଧର କଡରକା, ସୁନ୍ଦର , କାମନା ଏବଂ ଗ୍ରାବାସୀମାନଙ୍କ ମିଳି ମିଶି ଅତି ସୁନ୍ଦର ଭାବରେ ପଦକ୍ଷେପ ଗ୍ରହଣ କରି ଶାନ୍ତି ଶୃଙ୍ଖଳା ରେ ପର୍ବ ପାଳନ କରିଛନ୍ତି।

Related Post

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଦର ମହକୁମା ନିକଟରୁ ଏ.ଟି ଏମ ଭାଙ୍ଗି ବ୍ୟାଟେରୀ ଚୋରି

Posted by - June 10, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଉଲୁଣ୍ଡା ସଦର ମହକୁମା ମୁଖ୍ୟ ବଜାର ନିକଟରୁ ଏ.ଟି ଏମ ଭାଙ୍ଗି ବ୍ୟାଟେରୀ ଚୋରି ।…

ହରିଦ୍ଵାର ଠାରେ ମାଟିଲଗ୍ନା ରାଷ୍ଟ୍ରୀୟ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

Posted by - March 28, 2022 0
ମାଲକାନଗିରି :(ଅବଦୁଲ ଗନି)ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହୋଇଥିବା ମାଟିଲଗ୍ନା ସାହିତ୍ୟ ପରିବାର ତରଫରୁ ଆଜି ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ରାଜଧାନୀ ହରିଦ୍ଵାର ଠାରେ ସର୍ବଭାରତୀୟ ସାହିତ୍ୟ ସମ୍ମିଳନୀ ଅନୁଷ୍ଠାନ…

ହରଭଙ୍ଗା ବ୍ଲକ ସବୁ ଶୈବ ପୀଠରେ ମକର ମେଳା ମହା ଆଡମ୍ବର ରେ ପାଳିତ

Posted by - January 16, 2023 0
ହରଭଙ୍ଗା :୧୪/୦୧(ଚିତ୍ତରଞ୍ଜନ ସିଂ)ପୁନ୍ୟ ମାଘ ମାସ ମକର ସଂକ୍ରାନ୍ତି ହିନ୍ଦୁଧର୍ମlବଲମ୍ବୀ ପାଇଁ ଏକ ପୁଣ୍ୟ ତିଥି!ଏହି ତିଥିରେ ସବୁ ଶିବlଳୟ, ରାଧାକୃଷ୍ଣ ପୀଠ ଗୁଡିକରେ ମକର ଯାତ୍ରା…

ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭା ଯାତ୍ରା

Posted by - August 17, 2022 0
ସମ୍ବଲପୁର/ରେଙ୍ଗାଲି ୧୪/୦୮(ରମାକାନ୍ତ ବିଶ୍ବାଳ)ସ୍ୱାଧୀନତା ର ୭୫ତମ ପୂର୍ତ୍ତି ତଥା ଅଜାଦି କା ଅମୃତ ମହୋତ୍ସବ ଅବସର ରେ ବରିଷ୍ଠ ନାଗରିକ ପରିଷଦ ସଭାପତି ଶ୍ରୀ ବସନ୍ତ କୁମାର…

ନୂଆପଡା ଜିଲ୍ଲା ଗସ୍ତରେ ପୋଲିସ ଡିଜି

Posted by - January 16, 2022 0
ନୂଆପଡ଼ା:(ମେଘନାଦ ନାଏକ )ନୂଆପଡ଼ା ଜିଲ୍ଲା ଦିନିକିଆ ଗସ୍ତରେ DGP ସୁନୀଲ କୁମାର ବଂଶଲ। ଜିଲ୍ଲାରେ ମାଓ ମୁକାବିଲା ଓ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଇନ ଶୃଙ୍ଖଳା…