Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ନିଜ ଜାଲରେ ନିଜେ ଶିକାର,ଇଲେକ୍ଟ୍ରକ ରେ ଶିକାର କରିବା ନିଜ ପାଇଁ ହେଲା କାଳ

42 0

ହରଭଙ୍ଗା :୧୦/୦୨( ଚିତ୍ତରଞ୍ଜନ ସିଂ)ଇଲେକ୍ଟ୍ରିକ ରେ ଶିକାର କରିବା ଶିକାରୀକୁ ହେଲା କାଳ!ଶିକାର କରିବାକୁ ଯାଇ ଶିକାରୀ ନିଜେ ଶିକାର!ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ସାନ ଭୁର୍ତା ଗ୍ରାମରେ!ବେଆଇନ ଇଲେକ୍ଟ୍ରିକ ସଂଯୋଗ କରି ମାଛ ମାରିବାକୁ ଯାଇ ଶିକାରୀ ନିଜେ ମୃତ!ସୂଚନା ମତେ ଏହି ଦୁର୍ଗମ ଅଞ୍ଚରେ ବେ ଆଇନ ଇଲେକ୍ଟ୍ରିକ ସଂଯୋଗ କରି ପ୍ରତିଦିନ ଜଙ୍ଗଲ ଯିବ ଜନ୍ତୁ ଶିକାର ଓ ମାଛ ମାରିବା ଘଟଣା ବହୁ ଚର୍ଚ୍ଚା ରେ ଥିବା ବେଳେ ଗତ କାଲି ଦିନ ୧୦ ଘଣ୍ଟା ସମୟରେ ସାନ ଭୁର୍ତା ଗ୍ରାମର ପ୍ରସନ୍ନ ଯାନୀ ନିକଟ ବର୍ତ୍ତୀ ଗ୍ରାମ ପତକା ବାଲି ଗ୍ରାମର କିଛି ସାଙ୍ଗ ମାନଙ୍କ ସହିତ ନିକଟରେ ଯାଉଥିବା ନlଳକୁ ଇଲେକଟ୍ରିକ ସାହାଯ୍ୟରେ ମାଛ ମାରିବା ପାଇଁ ଯାଇଥିଲେ ଓ ବିଦ୍ୟୁତ ସଂସ୍ପର୍ଶ ରେ ଆସି ସେ ମୃତ ହୋଇଥିଲେ!

ସାଙ୍ଗରେ ଯାଇଥିବା ଅନ୍ୟ ବ୍ୟକ୍ତି ମାନେ ଭୟରେ ସଙ୍ଗେ ସଙ୍ଗେ ମୃତ୍ୟୁ ଘଟଣା ଖବର ନ ଦେଇ ଅପରାହ୍ନ ସମୟରେ ପ୍ରସନ୍ନ ଙ୍କ ସ୍ତ୍ରୀକୁ ଖବର ଦେଇ ଫେରାର ହୋଇଯାଇଥିଲେ!ଘର ଲେlକେ ସବ ଚିହ୍ନିବା ପରେ ଫେରାର ହୋଇଥିବା ବ୍ୟକ୍ତି ଙ୍କୁ ନିଜ ସ୍ୱାମୀ ମୃତ୍ୟୁ ର ଆସାମୀ ବୋଲି ହରଭଙ୍ଗା ଥାନାରେ କେଶ ଦାଏର କରିଥିଲେପ୍ରସନ୍ନ ଙ୍କ ପତ୍ନୀ !ଖବର ପାଇ ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବଦ କରି ପୋଷ୍ଟ ବଟମ ପାଇଁ ବୌଦ୍ଧ କୁ ପଠାଇ ପରେ ଏହି ମାମଲାରେ ud 2ଧାରାରେ ଏକ କେଶ ଦାଏର କରିବା ସହିତ ଘଟଣାର ଅଧିକ ତଦନ୍ତ ଚାଲୁ ରଖିଥିବା ଥାନା ଅଧିକାରୀ ପୁର୍ଣଚନ୍ଦ୍ର କିସାନ ସୂଚନା ଦେଇଛନ୍ତି!

 

Related Post

ଚଲଣାପାଳ ଆଦିବାସୀ ସାହି ରେ ଜଳ ସଙ୍କଟ,ନୀଳଗିରି ବି. ଡି. ଓ. ଙ୍କୁ ଘେରିଲେ ଶତାଧିକ ମହିଳା

Posted by - September 23, 2020 0
ନୀଳଗିରି:(ସୌମ୍ୟାସାଇ ବାରିକ) ଜଳ ଗହଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ପ୍ରବଳ ବର୍ଷା ହେଲେ ବନ୍ୟା, ବର୍ଷା ନ ହେଲେ ମରୁଡି। ଉଭୟରେ କ୍ଷତି ହୁଏ…

ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗଦେଲେ ନୂତନ ଡ.ଅଞ୍ଚଳ ଲୋକଙ୍କ ମଧ୍ୟରେ ଖେଳିଲା ଖୁସିର ଲହରୀ

Posted by - July 26, 2022 0
ସମ୍ବଲପୁର/ ବରଗଡ଼ / ଭଟଲି:ଆଜି ବରଗଡ଼ ଜିଲ୍ଲା ଭଟଲି ଠାରେ ସ୍ଥିତ ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡ. ଭାବରେ ଯୋଗଦେଲେ ଡ. ରଶ୍ମିରଞ୍ଜନ ସାହୁ ।…

ସମ୍ବଲପୁର ବସ୍ତିବାସିନ୍ଦା ଙ୍କୁ ଅଧିକାର ଦେବା ପାଇଁ ଡ୍ରୋନ ସର୍ଭେ କାର୍ଯ୍ୟ ଆରମ୍ଭ

Posted by - November 11, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ସହରରେ ବର୍ଷ ବର୍ଷ ଧରି ନିଜେ ବାସ କରୁଥିବା ଜମିରେ ବସ୍ତିବାସିନ୍ଦା ଙ୍କୁ ଅଧିକାର ଦେବା ପାଇଁ ସରକାର ପ୍ରୟାସ…

ଅଷ୍ଟ ପ୍ରହରୀ ବ୍ରହ୍ମ ନାମ ସହିତ ଉଦଯାପିତ ହେଲା ତୃତୀୟ ବିଶ୍ଵଶାନ୍ତି ମହାଯଜ୍ଞ ମହିମା ବାଲ୍ୟଲୀଳା 

Posted by - March 17, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ପୋଲାମ ର ଗୁହିରାଟିକିରାଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ  ବିଶ୍ଵଶାନ୍ତି ମହାଯଜ୍ଞ ମହିମା ବାଲ୍ୟଲୀଳା ଶୁକ୍ରବାର ଉଦଯାପିତ ହୋଇଯାଇଛି।ବୁଧବାର…