ଘୁନଘୁଟି ପଡା ସମସ୍ୟା ନେଇ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବିପତ୍ର

93 0

ଭବାନୀପାଟଣା:,୧୦/୨:(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ)ସମଲେଶ୍ଵରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ନାମରେ ରାଜ୍ୟ ସରକାର ଘୁନଘୁଟି ପଡା ବାସୀଙ୍କୁ ବାସହିନ କରିବାକୁ ପ୍ରୟାସ କରୁଛନ୍ତି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ଵାର ବାସହୀନ ହେଉଥିବା ପରିବାରକୁ ସରକାରୀ ସହାୟତା ପ୍ରଦାନ ବ୍ୟବସ୍ଥାରେ ପାତର ଅନ୍ତର ନୀତି ଅବଲମ୍ବନ କରିବା ଦୁର୍ଭାଗ୍ୟଜନକ ଅଟେ।ସରକାରଙ୍କ ବିସ୍ଥାପିତ ସହାୟତା ସବୁ ବର୍ଗକୁ ସମାନ କରିବା କଥା, କିନ୍ତୁ ଦୁଃଖର ବିଷୟ ଜାତି ଆଧାରିତ କରି ବିସ୍ଥାପିତ ସହାୟତା ଦିଆଯାଇଛି ।

ଏହାକୁ ବିରୋଧ କରି ଘୁନଘୁଟି ପଡା ବାସୀ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ବେଳେ ଆଜି ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଉଦେଶ୍ୟରେ ପୃଥକ୍ ପୃଥକ୍ ଦୁଇଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଘୁନଘୁଟି ପଡା ବାସିନ୍ଦାଙ୍କ ଦାବିକୁ ଯଦି ରାଜ୍ୟ ସରକାର ଗୁରୁତ୍ବର ସହିତ ନ ନିଅନ୍ତି ଓ ତାଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରିବାକୁ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ପକ୍ଷରୁ ରାଜ୍ୟ ସରକାରକୁ ଚେତାବନୀ ଦିଆ ଯାଇଛି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ର ମହାସଚିବ ଜତିନ୍ଦ୍ର କର, ଆଇନ୍ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ଉପସଭାପତି ସୁର୍ଯ୍ୟ କୁମାର,ବିଏମପି ଜିଲ୍ଲା ସଭାପତି ମହେନ୍ଦ୍ର ଧଙ୍ଗଡା ମାଝୀ ତଥା ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Related Post

ଭୁର୍ସାଗୁଡା ପଞ୍ଚାୟତରେ ଚାପା ଉତ୍ତେଜନା

Posted by - May 9, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁର୍ସାଗୁଡା ନୁତନ ପଞ୍ଚାୟତ ଗୃହ ସ୍ଥାନ ନିରୁପଣକୁ ନେଇ ବିବାଦ ଥମିବାର ନାଁ ନଉନାହିଁ। ଗୋଟିଏ ମାସ…

ମେଗାଲିଫ୍ଟ କେନାଲରେ ଭାସିଯାଇ ଛାତ୍ର ମୃତ

Posted by - February 3, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ର ନବୀନ ଛତ୍ରୀଆ ମେଗାଲିଫ୍ଟ କେନାଲରେ ଭାସି…

କପିଳେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଦାବି ପତ୍ର

Posted by - October 20, 2021 0
ଯାଜପୁର;ଯାଜପୁର କଳିଙ୍ଗନଗର ଡୁବୁରୀ ଠାରେ ଥିବା କପିଳେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଦାବି ପତ୍ର ଜିଲା ପ୍ରଶାସନ କୁ ପ୍ରଦାନ କରାଯାଇଛି।ଏହି ମନ୍ଦିର କମିଟି ବ୍ୟବହାର କରୁଥିବା ସରକାରୀ ଜାଗା କୁ କେତେକ ବ୍ୟକ୍ତି ଜବର ଦଖଲ କରିଥିବା ଅଭିଯୋଗ ହୋଇଛିIତେଣୁ ଏହାର ତଦନ୍ତ କରି ତୁରନ୍ତ ଜବରଦଖଲ କାରୀ ଙ୍କ ବିରୋଧ ରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ

Posted by - March 17, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି…

ଗୁଞ୍ଜର କୋରନା ସଂକ୍ରମିତ ପରିବାରକୁ ସହାୟତା

Posted by - July 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ଜାତୀୟ ସ୍ତରୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜ ର ସହାୟତାରେ, ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବଣ ଧୂଳିର ଫୁଲ ଦ୍ବାରା, ନୀଳଗିରିର ଆଦିବାସୀ ଅଧୁସିତ ଅଞ୍ଚଳ,…