ଆସନ୍ତାକାଲି ଯାଜପୁରରେ ଗୋଟିଏ ଜିଲାପରିଷଦ ଆସନ,୨ଟି ୱାର୍ଡମେମ୍ବର,ସମିତିସଭ୍ୟ ଏବଂ ସରପଂଚ ପଦବୀ ପାଇଁ ଉପ ନିର୍ବାଚନ

603 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତାକାଲି ଯାଜପୁରରେ ଗୋଟିଏ ଜିଲାପରିଷଦ ଆସନ,୨ଟି ୱାର୍ଡମେମ୍ବର,ସମିତିସଭ୍ୟ ଏବଂ ସରପଂଚ ପଦବୀ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବାର ଅଛି ।  ସୁକିନ୍ଦା ନିର୍ବାଚନ ମଣ୍ଡଳୀର ୮ ନମ୍ବର ଜୋନ ଜିଲାପରିଷଦ ଜୋନ ପାଇଁ ମଧ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଗତକାଲି ଠାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଆଜି ନିର୍ବାଚନକୁ ସୁପରିଚାଳନା ପାଇଁ ଏକ ପ୍ରସ୍‌ୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତାକାଲି ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଜିଲାର ୧୩୭ଟି ବୁଥରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ କୁ ଅବାଧ ରେ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ଗଣମାଧ୍ୟମ ବିରୋଧରେ କଂଗ୍ରେସ ନେତ୍ରୀଙ୍କ ମନ୍ତବ୍ୟକୁ, ଦୃଢ ନିନ୍ଦା କଲା ଧର୍ମଶାଳା ପ୍ରେସ୍ କ୍ଲବ

Posted by - March 17, 2020 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଗଣମାଧ୍ୟମ ବିରୋଧରେ ଧର୍ମଶାଳା କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହିଙ୍କ ହୀନ ମନ୍ତବ୍ୟକୁ ଦୃଢ ନିନ୍ଦା କରିଛି ଧର୍ମଶାଳା ପ୍ରେସ କ୍ଲବ୍ । ବିଛାଖଣ୍ଡି…

ନାଲମାଲିକ ପାଟଣା ଗ୍ରାମରେ ଗଣେଷ ପୂଜା କୁ ନେଇ ବିବାଦ

Posted by - September 11, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଗ୍ରାମ ପଂଚାୟତ ନାଲମାଲିକ ପାଟଣା ଗ୍ରାମରେ ରେ ଗଣେଷ ପୂଜା କୁ ନେଇ ଦେଖା ଦେଇଛି…

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ସହାୟତା ରାଶି ପ୍ରଦାନ

Posted by - October 18, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ବୁଟୁପାଲି ADB ଷ୍ଟେଟବ୍ୟାଙ୍କ ଅନ୍ତର୍ଗତ ବୁରକଟା ଗ୍ରାମର ପଣ୍ଡିତ କଅଁର ଙ୍କୁ ଆଜି ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା…

ଉପଖଣ୍ଡ ମାନ୍ୟତା ଦାବୀରେ ଏମ୍ ରାମପୁର ର ବାର ଘଣ୍ଟିଆ ବନ୍ଦ ଡାକରା

Posted by - December 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଏମ୍ ରାମପୁର, କର୍ଲାମୁଣ୍ଡା, ନର୍ଲା, ଏବଂ କେସିଙ୍ଗା ବ୍ଳକର ନଅ ଗୋଟି ପଞ୍ଚାୟତ କୁ ନେଇ ଏକ ସ୍ଵତନ୍ତ୍ର ରାଜସ୍ବ ସବ୍…

Leave a comment

Your email address will not be published.