ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଜିଲାପାଳ ଙ୍କ ନିକଟରେ ଅଭିଯୋଗ

92 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଜିଲାପାଳ ଙ୍କ ନିକଟରେ ଅଭିଯୋଗ। ଯାଜପୁର ବିଂଝାରପୁର ବ୍ଲକ ମଇଁନ୍ଦା-ଅରେଇରାସ୍ତାର ମଧ୍ୟବର୍ତି ଅଞ୍ଚଳରେ ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଆଜି ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀରେ ଏହି ଅଭିଯୋଗ କରାଯାଇଛି। ଏହି ଅଂଚଳରେ ପ୍ରସିଦ୍ଧ ବରୁଣେଶ୍ୱର ମନ୍ଦିର,ବରୁଣେଶ୍ୱର ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ ରହିଛି।

କାର୍ତିକ ଚନ୍ଦ୍ର ଧଳ,ସରପଞ୍ଚ

ତେଣୁ ମଦ ଦୋକାନ ଖୋଲା ଗଲେ ଏହି ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ତେଣୁ ଏହାକୁ ବାତିଲ କରିବା ପାଇଁ ଦାବି କରି ନିକଟବର୍ତୀ ତିନୋଟି ପଂଚାୟତର ପ୍ରତିନିଧି ମଣ୍ଡଳୀ ଅଭିଯୋଗ କରିଛନ୍ତି। ବାତିଲ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।

Related Post

ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ନବରଙ୍ଗପୁର ଜ଼ିଲ୍ଲା ତରଫରୁ ଏକ ସାଧାରଣ ସଭା

Posted by - October 5, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ନବରଙ୍ଗପୁର ଜ଼ିଲ୍ଲା ତରଫରୁ ଏକ ସାଧାରଣ ସଭା ବେଥେଲ କେମ୍ପସ ମାଝୀଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ…

କାର୍ତ୍ତିକେଶ୍ୱର କ୍ଲବ ର କୋରନା ସମ୍ପର୍କିତ ସଚେତନତା ଅଭିଯାନ

Posted by - April 16, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ଗମୁ ଗ୍ରାମର କାର୍ତ୍ତିକେଶ୍ଵର କ୍ଲବ ର ସଦସ୍ୟ ମାନେ ଏକ ବିରଳ ଚିନ୍ତା ଧାରା ନେଇ ସ୍ୱଚ୍ଛ|କୃତ ଭାବେ ଗ୍ରାମର…

ଓଡିଶା ମିଲେଟ ମିଶନ ରେ ଅନିୟମିତତା, ୱାସନ ନିୟନ୍ତ୍ରଣ କରୁଛି କଳାହାଣ୍ଡି କୃଷି ବିଭାଗ

Posted by - June 13, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି କୃଷି ବିଭାଗର ବ୍ୟାପକ ଅନିୟମିତତା ଯୋଗୁଁ ଭିଜିଲାନ୍ସ ଚଢାଉ ହୋଇସାରିଥିଲେ ହେଁ ଏ ଯାବତ୍ ପଶିନାହିଁ ବିଭାଗ…

ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ବତନ୍ତ୍ର ପରିମଳ କାର୍ଯ୍ୟକ୍ରମ

Posted by - July 20, 2022 0
କେସିଙ୍ଗା: (ପୀତେଶ ପଟେଲ) ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ମଧ୍ଯରେ ସ୍ବଚ୍ଛତା । ଆମ ପରିବେଶ ପ୍ରଦୂଷଣ ମୁକ୍ତ ରହିଲେ ଆମେ ମଧ୍ଯ ସ୍ଵସ୍ଥ ରହୁଁ। ଏଥିପାଇ…

ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ ” ର ସଂପର୍କରେ ଭରଚୁଆଲ ମିଟିଂ

Posted by - June 13, 2021 0
ନବରଙ୍ଗପୁର 🙁 ବେଣୁ ଗୋପାଳ ରାଓ) ସୁରକ୍ଷିତ ଆମେ ସୁରକ୍ଷିତ ତୁମେ ଅଭିଯାନ  ” ର ସଂପର୍କରେ ଆଜି ଭରଚୁଆଲ ରେ ନିତି ଆୟୋଗଙ୍କ ଦ୍ୱାରା ଅନୁମୋଦିତ…