Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଜ୍ୟୋତିଷ ବିଶାରଦ ପଣ୍ଡିତ ଗଦାଧର ମହାପାତ୍ରଙ୍କୁ ସମ୍ବର୍ଦ୍ଧନା

94 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିରଜା ମଣ୍ଡଳ ଗଣକ ମଣ୍ଡଳି ଓ ପଣ୍ଡିତ ସଭା ପକ୍ଷରୁ ବର୍ଷିଆନ୍ ଜ୍ୟୋତିଷ ବିଶାରଦ ପଣ୍ଡିତ ଗଦାଧର ମହାପାତ୍ରଙ୍କୁ ବରାହ ମନ୍ଦିର ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ନୃସିଂହ ମହାରଣ୍ୟଙ୍କ ଆବାହକତ୍ତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପୁର୍ବତନ ପୈାରପାଳ ଭବପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ପଣ୍ଡିତ ଭୂପତି ଭୂଷଣ ମିଶ୍ର

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଏହି ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ଗଣକ ମଣ୍ଡଳି ପ୍ରତି ସରକାର ସଚେତନ ଅଛନ୍ତି ବୋଲି ମତବ୍ୟକ୍ତ କରିବା ସହିତ ସଂଘର ସାମୁହିକ ବିକାଶ ନିମନ୍ତେ ଯାହା ଆବଶ୍ୟକତା ରହିଛି ତାହା ପୂରଣ କରିବା ପାଇଁ ସଂକଳ୍ପବଧ ବୋଲି ସୂଚନା ଦେବା ସହିତ ଗଦାଧର ବାବୁଙ୍କ ଦୀର୍ଘାୟୁ କାମନା କରିଥିଲେ ।

Related Post

୧୬ ଫୁଟ୍‌ର ତାରଜାଲି ଡେଇଁ ଖସିଗଲା ବାଘୁଣୀ ସୁନ୍ଦରୀ

Posted by - July 20, 2020 0
ଅନୁଗୁଳ:(ମହେଶ ଭୋମରାଜ)୧୬ ଫୁଟ୍‌ର ତାରଜାଲି ଡେଇଁ ଖସିଗଲା ବାଘୁଣୀ ସୁନ୍ଦରୀ । ସାତକୋଶିଆ ଅଭୟାରଣ୍ୟ ଇଲାକାରେ ମୁକ୍ତ ଭାବରେ ବିଚରଣ କରୁଥିବା ଏକମାତ୍ର ମହାବଳ ବାଘୁଣୀ ବହୁଦିନ…

ନଦୀ ପଠା ରୁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତି ଓ କୀର୍ତିରାଜି

Posted by - December 21, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ନଦୀ ପଠା ରୁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତି ଓ କୀର୍ତିରାଜି। ଯାଜପୁର ବ୍ଲକ କୁଞ୍ଜ ବିହାରୀ ପୁର ନିକଟରୁ ବୈତରଣୀ…

ଉପାନ୍ତ ଅଞ୍ଚଳର ବିକାଶର ଧୁଆଁବାଣ, ଚିକିତ୍ସା ପାଇଁ ଖଟରେ ୧୦ କିଲୋମିଟର ଯାତ୍ରା

Posted by - March 6, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଚକ୍ରବ୍ୟୁହ ରେ ଛନ୍ଦି ହେଉଥିବା କଳାହାଣ୍ଡି ଜନତା ସ୍ଵାଧୀନତା ର ଦୀର୍ଘ ଦଶନ୍ଧି…