ଆରମ୍ଭ ହେବାକୁ ଯାଉଛି ଜିଲା ମହୋତ୍ସବ ଯଯାତି ଏବଂ ପଲ୍ଲିଶ୍ରୀ ମେଳା 

206 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା  ତାରିଖରୁ ଯାଜପୁର ବାଳାଶ୍ରମରେ ଆରମ୍ଭ ହେବାକୁ ଯାଉଛି ଜିଲା ମହୋତ୍ସବ ଯଯାତି ଏବଂ ପଲ୍ଲିଶ୍ରୀ ମେଳା ସଙ୍ଗମ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ ଲାଇନ ମାଧ୍ୟମରେ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି I ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ଜିଲା ମହୋତ୍ସବ ଅବସରରେ ସାହିତ୍ୟ ,ସଂସ୍କୃତି ,କୃଷି ସଂପର୍କିତ ଆଲୋଚନା ଚକ୍ର  ପ୍ରଦର୍ଶନି ମେଳା ଅନୁଷ୍ଠିତ ହେବ I ସବୁଠାରୁ ମୁଖ୍ୟ ଆକର୍ଷଣ ହେଉଛି ପ୍ରତିଦିନ ଆୟୋଜିତ ହେବ ବଲିଉଡ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ  ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ଟ୍ରାପିଂକ ଆୟୋଜନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି 

ଆସନ୍ତା  ତାରିଖରୁ ଯାଜପୁର ବାଳାଶ୍ରମ ପଡିଆରେ ଝୁମିବେ ଦର୍ଶକ I ରାଜ୍ୟ  ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ  ଯାଜପୁର ଜିଲା ମହୋତ୍ସବ ଯଯାତି ଏବଂ ପଲ୍ଲିଶ୍ରୀ ମେଳା ସଂଗମ କୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏଥିସହିତ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ,ରାଜସ୍ୱମନ୍ତ୍ରୀ ପ୍ରମିଳା ମଳ୍ଲିକ,ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଂଜନ ଘଡାଇଙ୍କ ସମେତ ଜିଲାର ସମସ୍ତ ବିଧାୟକ  ସାଂସଦ ମାନେ ଉପସ୍ଥିତ ରହିବେ I ଉଦଘାଟନି ସଂଧ୍ୟାକୁ ରଂଗିନ କରିବା ପାଇଁ ବଲିଉଡ କଣ୍ଠଶିଳ୍ପୀ ସୁନିଧି ଚୌହ୍ୱାନ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି,କୋଭିଡ କଟକଣା ପରେ ଚଳିତ ବର୍ଷ ଭବ୍ୟ ଆୟୋଜନ ପାଇଁ ଜିଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି 

 ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବରେ ପ୍ରତିଦିନ ଓଲିଉଡ  ବଲିଉଡ କଳାକାର ମାନେ ସେମାନଙ୍କ କଳା ପ୍ରଦର୍ଶିତ କରିବେ I ଏଥିସହିତ ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ  ୧୫୦ରୁ ଉର୍ଦ୍ଧର୍ ଷ୍ଟଲ ଖୋଲାଯିବ Iଜିଲା ସଂସ୍କୃତି ବିଭାଗ  ଜିଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ଏହି ମହୋତ୍ସବକୁ ଉପଭୋଗ କରିବା ପାଇଁ ଜିଲା  ଜିଲା ବାହାରର ଲକ୍ଷାଧିକ ଦର୍ଶକଙ୍କ ଭିଡ ହେବାର ସମ୍ଭାବନା ରହିଛି  ଏଥିପାଇଁ ଜିଲାପାଳ  ଏସପି  ବାଳାଶ୍ରମ ପଡିଆ ଯାଇ ଆୟୋଜନ ନେଇ ସମୀକ୍ଷା କରିଛନ୍ତି  ବିଶେଷକରି ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଟ୍ରାପିଂକ ଆୟୋଜନ ମଧ୍ୟ କରାଯାଇଛି 

ଚକ୍ରବର୍ତ୍ତୀ ସିଂ ରାଠୋରଯାଜପୁର ଜିଲାପାଳ

 ଦିନ ଧରି ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଜିଲାର କଳା,ସଂସ୍କୃତି  ପର୍ଯ୍ୟଟନ  ପ୍ରଚାର ପ୍ରସାର କରାଯିବା ସହିତ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି 

Related Post

ଭୀମକୁଣ୍ଡ ସାଜିଛି ମୃତ୍ୟୁକୁଣ୍ଡ 

Posted by - December 26, 2019 2
କରଞ୍ଜିଆ:୨୬/୧୨/୨୦୧୯.ମୟୁରଭଞ୍ଜ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର ଭୀମକୁଣ୍ଡ ।ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପିକନିକ ଋତୁରେ ପର୍ଯ୍ୟଟକଙ୍କ ସୁୟ ଛୁଟିଥାଏ ହେଲେ ଭୀମକୁଣ୍ଡର ସୁରକ୍ଷା ବ୍ୟବସ୍ଥାକୁ ନେଇ…

କୋରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି 

Posted by - September 9, 2020 0
ଯାଜପୁର(ଆନନ୍ଦଚନ୍ଦ୍ରସାହୁ)ଯାଜପୁର ଜିଲାରେ ଆସିଥିବା ବନ୍ୟା ପରେ କୋରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଛିବିଶେଷକରି ଯାଜପୁର,ଦଶରଥପୁର,ବିଂଝାରପୁର,ବରୀ ଏବଂ ରସୁଲପୁର ବ୍ଲକରୁ ଅଧିକରୁ ଅଧିକ ସଂଖ୍ୟକ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେଥିପାଇଁ ଏହି ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କୋଭିଡ ନିୟମକୁ କଡାକଡି ଭାବେ ଲାଗୁ କରିବାକୁ ଜିଲାପ୍ରଶାସନ ନିଷ୍ପତି ହୋଇଛି । ବନ୍ୟା ସମୟରେ କୋରୋନା କଟକଣାକୁ କୋହଳ କରାଯାଇଥିଲା କିନ୍ତୁ ଏବେ ପୁଣି ମାସ୍କ ପିନ୍ଧିବାକୁ କଡାକଡି କରାଯିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବିଭିନ୍ନ ଦୋକାନ ଓ ବ୍ୟବସାୟୀ ମାନେ ଗ୍ରାହକଙ୍କୁ କୋଭିଡ ନିୟମ ପାଳନ କରିବାକୁ ବାଧ୍ୟ କରିବା ଆବଶ୍ୟକ ବୋଲି ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଂଚଳରେ ଘରକୁ ଘର ବୁଲି ସାମ୍ପୁଲ ପରିକ୍ଷା କରାଯିବ ଓ ଏଥିରେ ସମସ୍ତେ ସହଯୋଗ କରିବାକୁ ଜିଲାପାଳ ନିବେଦନ କରିଛନ୍ତି ।

ଟିଟିଲାଗଡ଼ର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ତିନି ମନ୍ତ୍ରୀ

Posted by - September 13, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ସୋମବାର ଦିନ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀଙ୍କ ଦ୍ଵାରା ଟିଟିଲାଗଡ ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ

Posted by - February 11, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ । ଏଥିପାଇଁ ମାଙ୍କୁ ଦର୍ଶନ କରିବା ଓ…

ଭିଜନ “କ୍ଲିନ ସୋନପୁର ” ସଚେତନତା ବୈଠକ

Posted by - July 19, 2022 0
ସୋନପୁର:( ଅଜିତ କୁମାର ପୂଜାହାରୀ)ସୋନପୁର ପୌରପରିଷଦ ତରଫରୁ ଭିଜନ କ୍ଲିନ ସୋନପୁର ପରିପ୍ରେକ୍ଷୀ ରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ସୋନପୁର…