Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ତମାଖୁ ବିକ୍ରି ଦୋକାନରେ ଚଢ଼ାଉ

68 0

ହରଭଙ୍ଗା:୦୩/୦୨( ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ହରଭଙ୍ଗା, ଛତ୍ରଙ୍ଗ ଓ କରଂଜକଟା ବଜାରରେ ବେଆଇନ ଭାବେ ତମାଖୁ ଜାତୀୟ ସାମଗ୍ରୀ ବିକ୍ରି କରୁଥିବା ୧୫ ଦୋକାନରେ ଶୁକ୍ରବାର ଅବକାରୀ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।

ଦୋକାନୀ ମାନଙ୍କଠାରୁ ୨୮୦୦ଟଙ୍କା ଜରିମାନା ଆଦାୟ କରାଯାଇଛି। ଡ୍ରଗଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ, ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀଧର ନାୟକ,ଅବକାରୀ ଏ.ଏସ.ଆଇ ହରଭଙ୍ଗା ପବିତ୍ର କୁମାର ଜଗଦେବ ଓ ଆଲୋକ କୁମାର ମିଶ୍ର ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

Related Post

ବାପାର ତଣ୍ଟି ଚିପି ମାରିଦେଲା ପୁଅ

Posted by - November 12, 2021 0
ପାଟଣାଗଡ:(ତାପସ ରଞ୍ଜନ ବେହେରା) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲାପଡା ଥାନା ଘ।ଗୁର୍ଲି ଗ୍ରାମ ର ମହେଶ୍ୱର ମାଝୀ ବାପା ବୈକୁଣ୍ଠ ମାଝୀ କୁ ତନ୍ତି…

ବୌଦ୍ଧରେ କିଶୋର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

Posted by - January 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ ଆନୁକୂଲ୍ୟରେ କିଶୋର ମହାନ୍ତିଙ୍କ ଏକାଦଶlହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା…

ବଜ୍ରପାତରେ ଗଲା ଚାଷୀଙ୍କ ଜୀବନ; ସରକାରୀ ସହାୟତା ଦାବୀ

Posted by - September 7, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )୬/୯. ସୋମବାର ସକାଳୁ ବେଲଗୁଣ୍ଠା ସମେତ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ପବନ ଲାଗି ରହିଥିଲା।ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ…

ହରିଦ୍ଵାର ଠାରେ ମାଟିଲଗ୍ନା ରାଷ୍ଟ୍ରୀୟ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

Posted by - March 28, 2022 0
ମାଲକାନଗିରି :(ଅବଦୁଲ ଗନି)ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହୋଇଥିବା ମାଟିଲଗ୍ନା ସାହିତ୍ୟ ପରିବାର ତରଫରୁ ଆଜି ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ରାଜଧାନୀ ହରିଦ୍ଵାର ଠାରେ ସର୍ବଭାରତୀୟ ସାହିତ୍ୟ ସମ୍ମିଳନୀ ଅନୁଷ୍ଠାନ…

ଗଡୁନି ଟ୍ରାକ୍ଟର, ମିଳୁନି ବାଲି ଗୋଡ଼ି, ବାରମ୍ଵାର ଫାଇନ ଆଦାୟକୁ ନେଇ ଟ୍ରାକ୍ଟର ମାଲିକ ଅସନ୍ତୋଷ, ରାଜସ୍ବ ହାନିର ଆଶଙ୍କା

Posted by - September 8, 2022 0
ରାୟଗଡ଼ା:(ରାମାକାନ୍ତ ପୋଡାଲ) ରାୟଗଡ଼ା ଜିଲ୍ଲା ମୁନିଗୁଡା ତହସିଲ୍ ଅନ୍ତର୍ଗତ ଅମ୍ବାଦଳା ଅଞ୍ଚଳରେ ଆଜକୁ ୮ ଦିନ ହେଲାଣି ଟ୍ରାକ୍ଟର ଚାଲୁ ନଥିବାରୁ ଲୋକଙ୍କ ପାଖରେ ବାଲି ଗୋଡ଼ି…