ପରିବେଶକୁ ନଷ୍ଟ କରୁଥିବା ପଲିଥିନକୁ ସଦବ୍ୟବହାର କରୁଛି ଯାଜପୁର ପୌରପାଳିକା

92 0

ଯାଜପୁର : ପରିବେଶକୁ ନଷ୍ଟ କରୁଥିବା ପଲିଥିନକୁ ସଦବ୍ୟବହାର କରୁଛି ଯାଜପୁର ପୌରପାଳିକା । ପୌରାଚଂଳରୁ ବାହାରୁଥିବା ପଲିଥିନକୁ ରାଜଗାଂଗପୁର ର ସିମେଂଟ କାରଖାନାକୁ ପଠାଇ ସହରକୁ ସପାଂ କରୁଛି ପୌରପାଳିକା । ସେଠାରେ ଏହି ପଲିଥିନକୁ ଇନ୍ଧନ ଭାବେ ବ୍ୟବହାର କରାଯାଉଛି । ବର୍ତମାନ ସୁଦ୍ଧା ଯାଜପୁର ସହରରୁ ୬୦ଟନ ରୁ ଉର୍ଦ୍ଧ ପଲିଥିନ ପଠାଯାଇଥିବା ଜଣାପଡିଛି । ଅନ୍ୟପଟେ ଯାଜପୁର ସହରରେ ପଲିିଥିନ କୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ।

 

https://drive.google.com/file/d/1C3PVcY0ryzX0zrriX7ns5zIsDwwPqiWs/view?usp=drivesdk

ସୂର୍ଯ୍ୟମଣୀ ପାଟ୍ଟଯୋଶୀ,କାର୍ଯ୍ୟନିର୍ବାହୀ ଅଧିକାରୀ ଯାଜପୁର ପୋୖରପାଳିକା

Related Post

ଡହଳ ବିକଳ ହିତାଧିକାରୀ, ତିନି ମାସ ହେଲା ମିଳି ନାହିଁ ବାର୍ଦ୍ଧକ୍ୟ ଭତ୍ତା

Posted by - May 17, 2022 0
ରାୟଗଡା:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ତଥା କାଶୀପୁର ହେଡକୁଆଟର ରେ ପ୍ରାୟ ତିନି ମାସ ରୁ ଚାରି ମାସ ପାଖା ପାଖି ହେବ…

ନୂଆପଡ଼ା ଗସ୍ତରେ ଅସିତ୍ ତ୍ରିପାଠୀ, ଖଡିଆଳଠାରେ ଟାଉନ୍ ହଲ୍ ଓ ଅଡିଟୋରିଅମର ଶିଳା ନ୍ୟାସ

Posted by - June 2, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଦୁଇ ଦିନିଆ ନୂଆପଡ଼ା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ…

ଅବକାରୀ ବିଭାଗରେ ପଶିଲା କରୋନା ,ସିଲ ହେଲା କାର୍ଯ୍ୟାଳୟ

Posted by - July 23, 2020 25
ଅନୁଗୁଳ :(ମହେଶ ଭୋମରାଜ) ଅନୁଗୁଳ ଜିଲ୍ଲାରୁ ଗତକାଲି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଅବକାରୀ ଅଧୀକ୍ଷକଙ୍କ ସମେତ ୩ ଜଣ କରୋନା…

ଅଧିକାଂଶ କରୋନା ଆକ୍ରାନ୍ତ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ସଂକ୍ରମଣ ସହ ସମ୍ପୃକ୍ତ, ବମିଖାଲର ସମସ୍ତେ ଗୋଟିଏ ପରିବାରର

Posted by - April 6, 2020 0
ଭୁବନେଶ୍ୱର ୦୬।୦୪: ଭୁବନେଶ୍ବରରେ କରୋନା ସଂକ୍ରମଣ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା  ମିଳିଛି । ଭୁବନେଶ୍ୱରରେ ପ୍ରାୟ ୩୦ଟି ସକ୍ରିୟ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ…

ସରକାରଙ୍କ ଭୁଲନୀତି ଯୋଗୁଁ ପଛୁଆ ବର୍ଗ ନିଜ ଅଧିକାରରୁ ବଞ୍ଚିତ : ରାଜ୍ୟ ଓବିସି ମଞ୍ଚ

Posted by - January 18, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲନୀତି ଯୋଗୁଁ ପଛୁଆ ବର୍ଗ ଆଜି ତାର ସାମ୍ବିଧାନିକ ନାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇଛି ବୋଲି ରାଜ୍ୟ ଓବିସି…