ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ହରଭଙ୍ଗା ବ୍ଲକ ବଡ଼ବନ୍ଧ କନ୍ୟାଶ୍ରମ ରେ ମହୁ ମାଛି ଆକ୍ରମଣ ରେ ଜଣେ ଶିକ୍ଷକ ଙ୍କ ସମେତ ୬ ଜଣ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି l ସୂଚନା ମତେ ଗୁରୁବାର ଦିନ ଲୁଣିବାହାଲ ସିଆରସିସି ସତ୍ୟ ନାୟକ ଆଶ୍ରମ କୁ ମନିଟରିଙ୍ଗ ଯାଇ ଫେରୁଥିବା ସମୟ ରେ ନିକଟସ୍ତ ଆମ୍ବ ଗଛ ରୁ ଦଳେ ମହୁ ମାଛି ଉଡି ଆସି ଆକ୍ରମଣ କରିଥିଲେ l ଫଳରେ ଶିକ୍ଷକ ସତ୍ୟ ନାୟକ ଙ୍କ ସମେତ କନ୍ୟାଶ୍ରମ ର ୬ ଜଣ ଛାତ୍ରୀ ଆହତ ହୋଇଥିଲେl ତୁରନ୍ତ ସମସ୍ତଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା ପରେ ବିଦ୍ୟାଳୟ କୁ ପଠାଇ ଦେଇଥିବା ଜଣାପଡିଛି ଘଟଣା ରେ କେହି ବି ଛାତ୍ରୀ ଗୁରୁତର ହୋଇ ନାଇଁ ସାମାନ୍ୟ ଆହତ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଅଲିଭା ଦାସଙ୍କଠୁ ସୂଚନା ମିଳିଛି l
Breaking News
Related Post
ସ୍ପ୍ରେଡ ହେପିନେସ ଫାଉଣ୍ଡେସନ ତରଫରୁ ବିଶ୍ବ ପରିବେଶ ଦିବସ ପାଳନ ଏବଂ ବୃକ୍ଷରୋପଣ
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଶନିବାର ବିଶ୍ବ ପରିବେଶ ଦିବସ ପାଳନଅବସରରେ ପ୍ରମୁଖ ଅଗ୍ରଣୀ ସ୍ବେଚ୍ଛାସେବୀ ତଥା ବେସରକାରୀ ଅନୁଷ୍ଠାନ ସ୍ପ୍ରେଡ ହେପିନେସ ଫାଉଣ୍ଡେସନ,ପୁନେ ମହାରାଷ୍ଟ୍ରର ଓଡିଶା ଶାଖା…
ଖରାଦିନେ ମରୁଡି ଏବଂ ବର୍ଷାଦିନେ ଲଗାଣ ବର୍ଷା ଧୋଇରେ ଚାଷୀକୂଳ ସର୍ବସ୍ୱାନ୍ତ
ଯାଜପୁର ଅଫିସ:ଯାଜପୁର ଜିଲ୍ଲାର ଧର୍ମଶାଳାରେ ପ୍ରତିବର୍ଷ ଖରାଦିନେ ମରୁଡି ଏବଂ ବର୍ଷାଦିନେ ଲଗାଣ ବର୍ଷାରେ ଧୋଇରେ ଚାଷୀକୂଳ ସର୍ବସ୍ୱାନ୍ତ ହୋଇ ପଡିଛନ୍ତି । ଗୋଟିଏ ପଟରେ ଜଳକର…
ନୂତନ ସମିତି ସଭ୍ୟ ସଭା ଗୃହ ଉଦ୍ଘାଟନ
କାଶୀପୁର :(ଅଞ୍ଜନ କୁମାର ନାଏକ )ପଞ୍ଚାଚୟତ ସମିତି କାର୍ଯ୍ୟଳୟ ନିକଟରେ ନୂତନ ପଞ୍ଚାୟତ ସମିତି ସଭାଗୃହ ର ଶୁଭ ଉଦ୍ଘାଟନ ହେଇଯାଇଛି ।ଏହି ଅବସରରେ ବିଧାୟକ ଶ୍ରୀ…
ନିୟମଗିରି ସୁରକ୍ଷା ସମିତି ତରଫରୁ ବିଜୟ ଦିବସ ପାଳିତ
ମୁନିଗୁଡା;(ରାମାକାନ୍ତ ପୋଢାଳ)ସମତା ଲଢେଇର ଆହ୍ୱାନ ଓ ୧୮୧୮ ମସିହା ଭୀମକୋରେ ଗାଁ ବିଜୟ ଦିବସରେ ଶୋଷଣ ଓ ବିସମତା ବିରୋଧରେ ସଂକଳ୍ପ ସମାରୋହ ପାଳନ ଅବସରରେ ରାୟଗଡା…
ଲେବଲ-ଭି ଏକ୍ସକ୍ୟାଡ଼ର ସଂଘ ବୌଦ୍ଧ ବ୍ଲକର ବୈଠକ
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ବୌଦ୍ଧ ଜିଲା ସଦର ବ୍ଲକର ଲେବଲ-ଭି ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ଆଜି ମୁଣ୍ଡିପଦର ହାଇସ୍କୁଲ ଠାରେ ବ୍ଲକ ସଭାପତି ସରୋଜ…
ବଡ ଖବର
- ଜିଲ୍ଲାରୁ ରାଜ୍ୟକୁ ଗଲା ୨୫,୯୫,୦୪୧ ଟଙ୍କା ରେଡକ୍ରସ ପାଣ୍ଠି
- ଖଡ଼ିଆଳରୁ ନିର୍ବାଚନ ଲଢ଼ିବେ ଶ୍ରୀକାନ୍ତ ଚାଟାର୍ଜୀ
- ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ
- ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟକୁ ମିଳିଲା ପ୍ରଥମ କୁଳପତି। ଡା. ଦତ୍ତେଶ୍ବର ହୋତା ହେଲେ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି। କୁଳାଧିପତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା
- ନିକୁଞ୍ଜ ବିହାରୀ ଧଳ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା
- ଯାଜପୁର କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
- ଚିତାଳୋ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ଦାୟୀତ୍ୱ ଗ୍ରହଣ
- ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସ୍ବାସ୍ଥ୍ୟ ସେବା ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କଲେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ
- ନାନ୍ଦୁପଲା ଗାଁ ର ଏକ ଗଭୀର ନଳକୂପ ରୁ ବାହାରୁଛି ସୁନା ଭଳି ପଦାର୍ଥ ସୁନା ଖଣି ନେଇ ଚର୍ଚ୍ଚା, ଘଟଣା ସ୍ଥଳରେ ପ୍ରଶାସନ
- ଗଂଜେଇ ଜବତ