Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ବିଳମ୍ବିତ ରାତିରେ ଗୁଳିମାଡ – ଜଣେ ଆହତ

328 0

ଛେଣ୍ଡିପଦା:(ମହେଶ ଭୋମରାଜ)ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗୁଳିମାଡ ହୋଇଛି । ଗୁଳିମାଡରେ ପାତ୍ରପଡା ଗ୍ରାମର ଧରଣୀ ଧର ସାହୁ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ଦୁଇଟି ଗାଡିରେ ୯ରୁ ୧୦ ଜଣ ଯୁବକ ଧରଣୀ ଧର ସାହୁ ଘରେ ନଥିବା ବେଳେ ତାଙ୍କ ଘର ଆଗକୁ ଆସି ମାରଣାସ୍ତ୍ର ଧରି ପାଟିତୁଣ୍ଡ କରୁଥିଲେ । ଏହା ଦେଖି ଧରଣୀଙ୍କ ସ୍ତ୍ରୀ ତିଳତମା ଧରଣୀଙ୍କ ଫୋନ କରି ଜଣାଇଥିଲେ । ଫୋନ ପାଇ ଧରଣୀ ଘର ଆଗରେ ପହଞ୍ଚିବା ପରେ ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ସେଥିରୁ ଗୋଟିଏ ଗୁଳି ଧରଣିଙ୍କ ଡାହାଣ ଜଙ୍ଘରେ ବାଜିଥିଲା।

ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ଧରଣୀଙ୍କ ଗୁରୁତର ଅବସ୍ଥାରେ ପରିବାର ଲୋକମାନେ ପ୍ରଥମେ ଛେଣ୍ଡିପଦା ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

Facebook Notice for EU! You need to login to view and post FB Comments!

Related Post

କୁଶଙ୍ଗ ଅଂଚଳର ଅପହୃତ ନାବାଳିକା ପୁରୀ ଜିଲ୍ଲାରୁ ଉଦ୍ଧାର

Posted by - July 20, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଁ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମ ପଞ୍ଚାୟତର ଏକ ଗ୍ରାମରୁ ଅପହରଣ ହୋଇଥିବା ଜଣେ ନାବାଳିକାକୁ ହରଭଙ୍ଗା ପୋଲିସ ପୁରୀ ଜିଲ୍ଲା ଗୋପ ଅଂଚଳରୁ…

ବକେୟା ଟଙ୍କା ଅସୁଲ ପାଇଁ ମାଲିକ ଉପରେ ଚାପ ସୃଷ୍ଟି ନିମନ୍ତେ ସୁରକ୍ଷା କର୍ମୀଙ୍କୁ ଅପହରଣ

Posted by - March 20, 2021 0
ବାରିପଦା: ବକେୟା ଟଙ୍କା ଅସୁଲ ପାଇଁ ମାଲିକ ଉପରେ ଚାପ ସୃଷ୍ଟି ନିମନ୍ତେ ସୁରକ୍ଷା କର୍ମୀଙ୍କୁ ଅପହରଣ। ବାରିପଦାରୁ ‌ନେଇଗଲେ ପଶ୍ଚିମବଙ୍ଗର ମାଲ୍‌ଦା। ଆଉ ମୁଣ୍ଡ ଜାମିନ…

ଯାଜପୁର ଜିଲ୍ଲା ଦୌରାଜର୍ଜ କୋର୍ଟ ରେ ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

Posted by - February 15, 2019 0
ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସୋଲପାଟ ଗ୍ରାମରେ ଏକ ନବବଧୂ ହତ୍ୟା ମାମଲାର ବିଚାର କରି ଯାଜପୁର ଜିଲ୍ଲା ଦୌରାଜର୍ଜ ଆଜି ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ…

ଯାଜପୁର ଥାନା ବୈଦ୍ୟରାଜପୁର ଗାଁରେ ବଧୁ ହତ୍ୟା ଅଭିଯୋଗ

Posted by - March 20, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଥାନା ବୈଦ୍ୟରାଜପୁର ଗାଁରେ ବଧୁ ହତ୍ୟା ଅଭିଯୋଗ । ଗାଁର ମନୋରଂଜନ ସ୍ୱାଇଁ ଙ୍କ ପତ୍ନି ଲକ୍ଷ୍ମୀପ୍ରିୟାଙ୍କୁ ଶାଶୁ ଘର ଲୋକେ ହତ୍ୟା…

ମୁନିଗୁଡା ପୋଲିସ ଦ୍ୱାରା ୫୫ କିଲୋ ୧୦୦ଗ୍ରାମ ଗଞ୍ଜେଇ ସହ ଅଟୋ ଜବତ,ତିନି ଗିରଫ

Posted by - November 17, 2021 0
ମୁନିଗୁଡା:(ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ସଫଳତା 55କିଲୋ 100ଗ୍ରାମ ଗଞ୍ଜେଇ ସହ ଅଟୋ ଯବତ କରି ତିନି ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ…

Leave a comment

Your email address will not be published.