ଅନିୟମିତତାର ପ୍ରାଥମିକ ତଦନ୍ତ ଆରମ୍ଭ 

95 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ଚିତାଳୋ ମହାବିଦ୍ୟାଳୟ +୩ ବିଭାଗରେ ବିଭିନ୍ନ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ମହାବିଦ୍ୟାଳୟକୁ ଗସ୍ତକରି ଅନିୟମିତତାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତୁ ।

ବିଭିନ୍ନ ସମୟରେ +୩ ବିଭାଗରେ ବ୍ୟାପକ ଅନିୟମିତତା ହୋଇଥିବା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହେବା ସହ ରାଜ୍ୟ ଦୁର୍ନିତୀ ନିବାରଣ ବିଭାଗ ଓ ରାଜ୍ୟ ଅପରାଧ ଶାଖା ନିକଟରେ ନିରପେକ୍ଷ ତଦନ୍ତ କରିବାକୁ ଅଭିଯୋଗ ହୋଇଥିଲା ।

ଏପିରିକି +୩ ଡିଗ୍ରି ମହାବିଦ୍ୟାଳୟର ୩୬ ଗୋଟି ଅନିୟମିତତା ହୋଇଥିବାର ରାଜ୍ୟ ଉଚ୍ଚ ନ୍ୟାଳୟରେ ଅଭିଯୋଗ ହେବା ସହ ଏହାର ତଦନ୍ତ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଅପିଲ୍ କରାଯାଇଥିଲା । ଏହିସବୁ ଅଭିଯୋଗକୁ ଆଧାର କରି ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ମହାବିଦ୍ୟାଳୟ ପରିସରରେ ପହଂଚି +୩ ଡିଗ୍ରୀ ମହାବିଦ୍ୟାଳୟ ଅନିୟମିତତା ଉପରେ ତଦନ୍ତ ଆରମ୍ଭ କରିଛନ୍ତି ।

 

Related Post

ଜୋର ଜବରଦସ୍ତ ମନ୍ଦିର ଖୋଲିବାକୁ ଚେତାବନୀ ଦେଲେ ସେବାୟତ

Posted by - November 17, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟ ସରକାର ମନ୍ଦିର ସେବାୟତ ମାନଙ୍କ ଧର୍ଯ୍ୟ ର ପରୀକ୍ଷା କରୁଛନ୍ତି। ରାଜ୍ୟରେ କୋରୋନା ନିୟନ୍ତ୍ରଣ କୁ ଆସିଥିବା ବେଳେ ମନ୍ଦିର…

କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା

Posted by - November 27, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋଭିଡ ନିୟମ ଉଲଙ୍ଘନ କରି ଦୋକାନ ଖୋଲିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯାଜପୁର ପୌରପାଳିକା । କୋରୋନା କଟକଣାକୁ…

ସମ୍ବଲପୁର ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି କେ ପାଣ୍ଡିଆନ

Posted by - August 25, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଭିସୁଟ ପାଇଁ ହଜାରେ କୋଟି ର ଅନୁଦାନ ପ୍ରସ୍ତାବ । ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ଆଜି ସମ୍ବଲପୁର ଗସ୍ତ ଅବସରରେ…

ରାଜସ୍ୱ ମନ୍ତ୍ରୀ ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ

Posted by - November 27, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ରେ, ସ୍ମାର୍ଟ କାର୍ଡ ବଣ୍ଟନ ପ୍ରକ୍ରିୟା, ସମଗ୍ର ରାଜ୍ୟରେ…