ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

116 0

ସୁବର୍ଣ୍ଣପୁର :(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଫାଟକରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ । ମର୍ଣ୍ଣିଙ୍ଗ ୱାକରେ ଗଲାବେଳେ ଡୁଙ୍ଗୁରିପାଲି ଫାଟକରେ ଟ୍ରେନ ଧକ୍କା ଦେଇଥିବା ସୁଚନା । ମୃତ ବ୍ୟକ୍ତି ହେଲେ ପୁର୍ବତନ ବଲାଙ୍ଗିର ସାଂସଦ ବାଲଗୋପାଳ ମିଶ୍ରଙ୍କ ସାନ ପୁଅ ଅବିନାଶ ମିଶ୍ର ବୋଲି ଜଣାପଡିଛି। ଡୁଙ୍ଗୁରିପାଲି – ରାମପୁର ରୋଡ଼ ରେଳ ଫାଟକ ଠାରେ ଆଜି ଭୋର ୫ ଟାରେ ପୁରୀ – ଦୁର୍ଗ ଇଣ୍ଟେରସିଟି ଏକ୍ସପ୍ରେସ ଟ୍ରେନ ଧକ୍କା ରେ ଅବିନାଶ ମିଶ୍ର ନାମକ ଏକ ଯୁବକ ଙ୍କ ମୃତ୍ୟୁ ହୋଇଯାଇଛି l ସୂଚନା ଅନୁସାରେ ଅବିନାଶ ଆଜି ସକାଳେ ପ୍ରାତଃ ଭ୍ରମଣ ରେ ଯାଉଥିବା ବେଳେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା l ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା l ତାଙ୍କର ଦେହାନ୍ତ ହେବା ଖବର ପ୍ରଚାରିତ ହେବା ପରେ ପଶ୍ଚିମ ଓଡିଶା ରେ ଶୋକର ଛାୟା ଖେଳି ଯାଇଛି l

 

Related Post

କ୍ଵାରେଣ୍ଟଇନ ଅବ୍ୟବସ୍ଥାକୁ ନେଇ ଯାଜପୁର ଜିଲ୍ଲା କଂଗ୍ରେସର ଜିଲ୍ଲାପାଳଙ୍କୁ ସାକ୍ଷାତ

Posted by - May 5, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସାରା ପୃଥିବୀରେ କରୋନା ମହାମାରୀ ର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସଂକ୍ରମଣରୁ ଦୁରରେ ରହିବା ପାଇଁ ସରକାର ବିଭିନ୍ନ…

କଳାହାଣ୍ଡି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ନିର୍ବାଚନ

Posted by - April 8, 2022 0
କଳାହାଣ୍ଡି;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଗୋଟିଏ ପୌର ପରିଷଦ ଓ ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟକ୍ଷା/ଉପାଧକ୍ଷ ପଦବୀ ପାଇଁ…

ବିଭିନ୍ନ ଦାବୀ ନେଇ ଜାନୁଆରୀ ୬ ରେ ଆଶା କର୍ମୀ ଭୁବନେଶ୍ଵର ରେ ବିକ୍ଷୋଭ କରିବେ

Posted by - December 29, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)  ବିଭିନ୍ନ ଦାବୀ ନେଇ ଭୁବନେଶ୍ଵର ବିଧାନସଭା ସାମ୍ନାରେ ଆଶା କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଆଜି ସମ୍ବଲପୁର ଠାରେ ପଶ୍ଚିମ…

ସାମ୍ବାଦିକତା ରୁ ବ୍ଲକ ଅଧ୍ୟକ୍ଷ, ଗୋଲାମୁଣ୍ଡା ରେ ବିନ୍ଦୁ ମହାନନ୍ଦ

Posted by - March 13, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଲାହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ଗୋଲାମୁଣ୍ଡା ବ୍ଲକ ର ଅଧ୍ୟକ୍ଷ ପଦବୀ କୁ ନେଇ ଚାଲିଥିବା ବିଭିନ୍ନ କଳ୍ପନା…

କରୋନା ସଚେତନତା ପଦଯାତ୍ରା

Posted by - October 13, 2020 0
ଯାଜପୁର: ବିଜୁ ଜନତା ଦଳ ପକ୍ଷରୁ ଯାଜପୁର ପୌରପାଳିକାରେ କରୋନା ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ ଗାନ୍ଧୀ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଏହି ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେଯାଜପୁର ପୌରପାଳିକାର ଘରଘର ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନତା କରି ସହରରୁ କରୋନା ସଂକ୍ରମଣକୁ ଲୋପ କରିବା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ । ଏହି ଅବସରରେ ଲୋକମାନଙ୍କୁ ମାସ୍କ ଏବଂ ସାନିଟାଇଜର ମଧ୍ୟ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ପୌରପାଳିକାର ବରିଷ୍ଠ ବିଜେଡି ନେତା ମାନେ ସାମିଲ ହୋଇ ଓ୍ୟାର୍ଡ ସ୍ତରୀୟ କମିଟି ଗଠନ କରି ଜନସାଧାରଣଙ୍କୁ ସଚେତନ କରିଛନ୍ତି ।