ସଡ଼କ ସୁରକ୍ଷା ସପ୍ତାହ ପାଳନ

26 0

ବେଲଗୁଣ୍ଠା:୧୩/୦୧(ସୁଶାନ୍ତ କୁମାର ବେହେରା ),କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡ଼କ 34ତମ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଯୁବରେଡ଼କ୍ରସ ଏବଂ ଜାତୀୟ ସେବା ଯୋଜନା ସ୍ବେଛାସେବୀ ଯୋଗ ଦେଇଥିଲେ |

ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ସଚେତନତା ଆଲୋଚନାରେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ |କନିଷ୍ଟ ଯାନବାହାନ ନିରୀକ୍ଷକ ନେତ୍ର|ନନ୍ଦ ମିଶ୍ର ଯୋଗ ଦେଇ କାର୍ଯ୍ୟାଳୟ ଦ୍ୱାରା ଗାଡି ଯାଞ୍ଚ ସମ୍ପର୍କରେ କହିଥିଲେ |ଅବୈତନିକ ବନ ତତ୍ୱାବଧାରକ ଶୁଳପାଣି ଶତପଥି ସଚେତନତା ବାର୍ତ୍ତା ଦେଇଥିଲେ |

ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ |ଏହି ଅବସରରେ ସଡ଼କ ସୁରକ୍ଷା ସଚେତନତା ସିନେମା ପ୍ରଦର୍ଶନ କରାଯାଇଥିଲା |ଯୁବ ରେଡ କ୍ରସ ଉପଦେଷ୍ଟା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ |ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଦିପୁ ଭୂୟାଁ ଧନ୍ୟବାଦ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ସ୍ୱରୂପା ରାଣୀ ବିଶ୍ୱାଳ, ପିଙ୍କି ପଲାଇ ସ୍ନିଗ୍ଧା ରାଣୀ ଗୌଡ଼, ରୁପାଲୀ ବିଷୋଇ, ଦେଵେଶ ଚନ୍ଦ୍ର ମହାପାତ୍ର, ସଞ୍ଜୟ ସାହୁ, ମହେଶ୍ୱର ରାଉତ, ପି ଦୀପକ ରାଓ ସନ୍ତୋଷୀ ପରିଡା ରମେଶ ରାଉତ ସହଯୋଗ କରିଥିଲେ |

Related Post

ମୟୂରଭଞ୍ଜରେ ଲୋକାର୍ପିତ ହେଲା କୋଭିଡ ହସ୍ପିଟାଲ

Posted by - April 15, 2020 395
ମୟୁରଭଞ୍ଜ:( ସୀତାରାମ ଦିକ୍ଷୀତ) ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳ ଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସରେ ପ୍ରସ୍ତୁତ ହୋଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ ଆଜି ଲୋକାର୍ପିତ…

ଜିଲ୍ଳା ପରିବହନ ଓ ପୋଲିସ ବିଭାଗ ତରଫରୁ ରାତ୍ରି କାଳୀନ ସ୍ୱତନ୍ତ୍ର ଯାଞ୍ଚ

Posted by - June 17, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଓଡିଶା ସରକାରଙ୍କ ପରିବହନ କମିଶନର ତଥା ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ ମତେ ଗତରାତ୍ରି ରେ ସୁବର୍ଣ୍ଣପୁର ଜିଲ୍ଲାରେ…

ଦୁଇ ନାବାଳିକା ଙ୍କୁ ଉଦ୍ଧାର କଲା ଜିଲ୍ଳା ଶିଶୁ ମଙ୍ଗଳ କମିଟି

Posted by - July 7, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହ କୁ ସମ୍ପୂର୍ଣ୍ଣ ବନ୍ଦ କରିବା…

ଭାଲୁ ଡୁଙ୍ଗୁରି ଗାଁରେ ଦୁଗ୍ଧ ଚାଷୀଙ୍କ ସହ ଦିନଟିଏ କାର୍ଯ୍ୟକ୍ରମ, ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧନା

Posted by - September 19, 2022 0
ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ ଭାଲୁଡ଼ୁଙ୍ଗୁରି ଗାଁ ରେ ପ୍ରାଣୀ ସମ୍ପଦ ବିଭାଗ ଓ ଓମଫେଡ ର ମିଳିତ ଆନୁକୁଲ୍ୟରେ…

ଆଇସେକ୍ଟ ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ୨୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - January 8, 2023 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହରର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ଆଇସେକ୍ଟ ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ୨୪ ତମ ବାର୍ଷିକ ଉତ୍ସବ ଟିଟିଲାଗଡ଼ ଏସସିଡି ସେଣ୍ଟର ପରିସରରେ…