Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ସୁବର୍ଣ୍ଣପୁର ଜିଲ୍ଲାକୁ ଯୋଗ ମୟ କରିବାକୁ ସଙ୍କଳ୍ପବଦ୍ଧ ମନୋଜ ପଣ୍ଡା

34 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ପତଞ୍ଜଳି ଯୋଗପୀଠ ହରିଦ୍ୱାର ଠାରେ ତିନିଦିନ ବ୍ୟାପି ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଯୋଗର ପ୍ରଚାର ପ୍ରସାର ମୁଖ୍ୟ ମାଧ୍ୟମ ବୋଲି ବୈଠକରେ ଆଲୋଚନା ହୋଇଥିଲା l ପୂର୍ବ କାଳରେ ମୁନି ଋଷି ମାନେ ଯୋଗ କରି ସମସ୍ତ କାର୍ଯ୍ୟରେ ସଫଳ ହେଉଥିଲେ l ସୁବର୍ଣ୍ଣପୁର ଜିଲ୍ଲାରେ ଯୋଗ କାର୍ଯ୍ୟକ୍ରମ ସମ୍ପର୍କରେ ଯୁବା ଭାରତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପଣ୍ଡାଙ୍କ ସହିତ ଆଲୋଚନା କରିଥିଲେ ଯୋଗ ଗୁରୁ ସ୍ଵାମୀ ରାମଦେବ ।

ଭାରତୀୟ ଶିକ୍ଷା ବୋର୍ଡ଼ ମାଧ୍ୟମରେ ଶିକ୍ଷାର ବିକାଶ ଏବଂ ଯୋଗ, ଯଜ୍ଞ, ପ୍ରାକୃତିକ ଚିକିତ୍ସା ଓ ଆୟୁର୍ବେଦ ମାଧ୍ୟମରେ ଶରୀରକୁ ସୁସ୍ଥ ନିରୋଗ ରଖିପାରିବା ବୋଲି ପ୍ରକାଶ କରିଥିଲେ l ଜିଲ୍ଲାରେ ବିଭିନ୍ନ ଗ୍ରାମ ଓ ଶିକ୍ଷାନୁଷ୍ଠାନରେ ଯୋଗର ପ୍ରସାର ହୋଇପାରିଛି l ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୈନିକ ଯୋଗାଭ୍ୟାସ କରାଯାଉଛି l ଚଳିତ ବର୍ଷ 200ଟି ସ୍ଥାନରେ ଯୋଗକେନ୍ଦ୍ର ଖୋଲିବା ପାଇଁ ସ୍ୱାମୀଜୀଙ୍କ ପ୍ରସ୍ତାବକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ l

ଜିଲ୍ଲାରେ ରକ୍ତଦାନ ଶିବିର କୁ ବ୍ୟାପକ କରାଯାଇ ରକ୍ତ ଅଭାବ କୁ ଦୂର କରାଯିବ l ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ରାଧାମାଧବ ବହିଦାର, ଗିରିଜା ଦେବୀ, ସ୍ୱୟଂ ପ୍ରକାଶ ମହାପାତ୍ର, ଅମୃତାଂଶୁ ପ୍ରଧାନ, କ୍ଷିତୀଶ ପଟ୍ଟନାୟକ, ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥା, ସୁନୀଲ ଶର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ ରଞ୍ଜନ ଦାସ, ବିଭୁ ପ୍ରସାଦ, ସୀତାକାନ୍ତ ପଣ୍ଡା, ନିବେଦିତା ପତିଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରଭାରୀ ଉପସ୍ଥିତ ରହିଥିଲେ ।

 

Related Post

ରଥ ନିର୍ମାଣର ପରମ୍ପରା ଓ ଶୈଳୀ ଶାସ୍ତ୍ର ଓ ରଥ ସଂହିତା

Posted by - July 12, 2021 0
ବଡ଼ଦାଣ୍ଡ ଜନସମୁଦ୍ର । ସବୁରି ଦୃଷ୍ଟି ସିଂହଦ୍ୱାର ଉପରେ । ଘଣ୍ଟ ମାଦଳ ଧ୍ୱନିକୁ କାନ । ଉତ୍କଣ୍ଠିତ ଚିତ୍ତରେ କାଳିଆ ସାଆନ୍ତକୁ ଅପେକ୍ଷା । ଚକାଆଖିରେ…

ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ୩ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

Posted by - August 17, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ ଲାଲ ବାହାଦୂର ଷ୍ଟାଡିଅମ ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ୭୬ ତମ ସ୍ୱାଧୀନତା…

ସାମାଜିକ ଅନୁଷ୍ଠାନ “ପରିବର୍ତନ ଫାଉଣ୍ଡେସନ” ପକ୍ଷରୁ ସେବା କାର୍ଯ୍ୟ ଜାରି

Posted by - September 6, 2021 0
ଭୁବନେଶ୍ବର: ସମଗ୍ର ଦେଶ ରେ କୋଭିଡ- ୧୯ ର ମହାମାରୀ ଦ୍ୱିତୀୟ ପର୍ଯ୍ୟାୟରେ ଭୟବହତା ଯୋଗୁଁ ସରକାରଙ୍କ ଦ୍ୱାରା ଲକଡାଉନ ଘୋଷଣା ହୋଇଥିଲାI ଏହି ସମୟରେ ରେ…

ଆପଣ ଜାଣନ୍ତି କି, ମହାଦୀପ ଉଠିଲା ବେଳେ ମନ୍ଦିର ଚୂଡ଼ାରେ କ’ଣ କୁହନ୍ତି ସେବକ ?

Posted by - February 21, 2020 2
ଭୁବନେଶ୍ୱର:ଆଜି ହେଉଛି ପବିତ୍ର ଜାଗର ବା ମହାଶିବରାତ୍ରୀ । ଭଗବାନ ଶିବ ଶଙ୍କରଙ୍କ ଉପାସନାର ପ୍ରମୁଖ ଦିନ। ଏହିଦିନ ଯେଉଁମାନେ ଉପବାସ ପୂର୍ବକ ଭଗବାନ ଶିବଙ୍କୁ ପୂଜା…

ସଡକ ସୁରକ୍ଷା ସପ୍ତାହ ଅବସରରେ ହେଲମେଟ ବଣ୍ଟନ

Posted by - January 24, 2021 0
ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଠାରେ ଆଜି ପୁଲିସ ଏବଂ ଆଞ୍ଚଳିକ ପରିବହନ ତରଫରୁ ମିଳିତ ଭାବେ ସଡକ ସୁରକ୍ଷା ସପ୍ତାହ ଅବସରରେ ହେଲମେଟ ଯାଞ୍ଚ…