Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ରାସ୍ତା ପାର୍ଶ୍ଵରେ ଅଚିହ୍ନା ଯୁବକର ମୃତଦେହ

309 0

ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ବାଲିସାହି ତଥା ବଳରାମପ୍ରସାଦ କେନ୍ଦୁଢିପ ପାଖରେ ଅଜଣା ଯୁବକର ମୃତଦେହ ଠାବ ହୋଇଛି। ଗିରାଙ୍ଗ – ବଳରାମପ୍ରସାଦ ରାସ୍ତା ପାର୍ଶ୍ଵରେ ମୃତଦେହଟି ପଡିରହିଛି। ପାଖରେ ଏକ କଳା ରଙ୍ଗର ଆଭେଞ୍ଜର (OD 19 M 2157) ବାଇକ ପଡି ରହିଛି। ମୃତ ବ୍ୟକ୍ତିଙ୍କୁ କିଛି ସ୍ଥାନୀୟ ଲୋକ ଦେଖି ପୋଲିସ କୁ ଖବର ଦେଇଥିଲେ। ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ! ଘଟଣା ସ୍ଥଳରେ ନାଲକୋ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Related Post

ଟାଟା ପାୱାର ନର୍ଦନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ର ଏକ ତାଲିମ ଶିବିର ଅନୁଷ୍ଠିତ 

Posted by - September 21, 2021 0
ଯାଜପୁର ବିରଜା କଲ୍ୟାଣମଣ୍ଡପ ପରିସରରେ ଟାଟା ପାୱାର ନର୍ଦନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛିI ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭଵ ପ୍ରସାଦ ଦାସ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଧରଣୀଧର ସାହୁଙ୍କ ସଭାପତିତ୍ଵରେ ଯାଜପୁର ବିଦ୍ୟୁତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ବିଭୁ ପ୍ରସାଦ ସାହୁ ମୁଖ୍ୟ ଅତିଥି,ଯାଜପୁର ବିଦ୍ୟୁତ ବିଭାଗ ମୁଖ୍ୟ ଦେବବ୍ରତ ପଣ୍ଡା , ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇ ଗ୍ରାହକ ଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ।ବିଦ୍ୟୁତ ବିଭାଗ ଭଳି ଗୁରୁତ୍ୱ ପୂର୍ଣ ବିଭାଗ ରେ ଗ୍ରାହକ ସେବା କୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଥିଲା। Facebook Notice for EU! You need to login to view and post FB Comments!

ଜେଜେଙ୍କ ଦଶାହ ଘାଟରେ ପୋଖରୀ ରେ ବୁଡି ଯାଇ ନାତି ର ମୃତ୍ୟୁ। ଅଞ୍ଚଳ ରେ ଶୋକ ର ଛାୟା!

Posted by - January 30, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ମୃତ୍ୟୁ ବି ଏମିତି ଆସେ। ଜେଜେଙ୍କ ଦଶାହ କାର୍ଯ୍ୟକୁ ଯାଇ ପୋଖରୀ ରେ ବୁଡି ଯାଇ ନାତି ର କରୁଣ ମୃତ୍ୟୁ । ସୂଚନା ଅନୁଯାୟୀ,…

ସଞ୍ଜୟ କୁମାର ଦାସ ବର୍ମାଙ୍କ ଖାଦ୍ୟ ସାମଗ୍ରୀ ବଣ୍ଟନ

Posted by - April 27, 2020 0
ପୁରୀ:(ସମୀର ରଞ୍ଜନ ନାୟକ)ପୁରୀ ସଦର ବ୍ଲକ କେରାଣ୍ଡି ପୁର ପଂଚାୟତ ସ୍ଥିତ ଦ୍ରୌପଦୀ ମହିଳା ସମିତି ଦ୍ୱାରା ପରିଚାଳିତ ଓଁ ସାଇ ବଳାଶ୍ରମର ଅନାଥ ପିଲାମାନଙ୍କୁ ରାଜ୍ୟ…

ଦୁର୍ନୀତି ହଟାଇ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇ ଦେବା ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ

Posted by - September 23, 2019 272
ଅନୁଗୋଳ – ସମାଜର ପ୍ରତ୍ୟେକ ସ୍ତରରୁ ଦୁର୍ନୀତି ହଟାଇ ଲୋକ ମାନଙ୍କ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇ ଦେବା ପାଇଁ ସରକାର ଓଡିଶା ଲୋକଯୁକ୍ତ ଅଧିନିୟମ ୨୦୧୪କୁ ଗତବର୍ଷ…

There are 1 comments

Leave a comment

Your email address will not be published.