ନୂଆଁପାଲି ହାଇସ୍କୁଲରେ ନୂତନ ଶ୍ରେଣୀଗୃହ ଉଦଦ୍ଘାଟିତ

46 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ କୁଲୁତାଯୋର ପଞ୍ଚାୟତ ସ୍ଥିତ ନୂଆଁପାଲି ଆଦିବାସୀ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅବସରରେ ମୋ ସ୍କୁଲ ତରଫରୁ ନିର୍ମାଣ ଶ୍ରେଣୀ ଗୃହକୁ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀମହିଧର ରଣା ମୂଖ୍ୟ ଅତିଥିଭାବେ ଯୋଗଦେଇ ଅନ୍ୟ ଅତିଥିମାନଙ୍କ ଗହଣରେ ଅନୁଷ୍ଠାନିକଭାବେ ଉଦ୍ ଘାଟନ କରିଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ହେଉଥିବା ଶ୍ରେଣୀଗୃହର ଆବଶ୍ୟକତା ଦୂର ହୋଇ ପାରିବ ।

ଅନ୍ୟତମ ଅତିଥି ଭାବେ କଣ୍ଟାମାଳ ତହସିଲଦାର ଶ୍ରୀକର୍ଣ୍ଣ ମଲିକ, କଣ୍ଟାମାଳ ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ରଣା, ଘଣ୍ଟାପଡ଼ା ଫାଣ୍ଡି ଅଧିକାରୀ ଶ୍ରୀ ଗଣନାଥ ଥନାପତି, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚୁମୁକି ଭୋଇ, ବ୍ଲକ୍ ମିଳିତ ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ, ମୋ ସ୍କୁଲ ଅଭିଯାନର ସଭାପତି ପ୍ରେମରାଜ ରଣା, ପରିଚାଳନା କମିଟିର ସଭାପତି ବିବତ୍ସ ଭୋଇ, ପ୍ରଧାନଶିକ୍ଷକ ଅନନ୍ତ କ୍ଷେତି ପ୍ରମୁଖ ଉପସ୍ଥିତ ରହିଥିଲେ।

Related Post

ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ବିଭିନ୍ନ ଗ୍ରାମରେ ବିଜେଡି ର ସାଂଗଠନିକ ସଭା

Posted by - November 20, 2021 0
ପାଟଣାଗଡ଼: ୨୯/୧୧( ତାପସ ରଞ୍ଜନ ବେହେରା ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ର କର୍ଲାକୁଟୁନା , ମହୁରୁଣ୍ଡି , ଗୁର୍ଜିଭଟା , କୁରୁଲୁମାଲ…

ଅଙ୍ଗନୱାଡି କେନ୍ଦ୍ର ରେ ସୋପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - December 22, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର ଖଟଖଟିଆ.୨ଅଙ୍ଗନୱାଡି କେନ୍ଦ୍ର ରେ ସୋପାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏହି ସଭାରେ କଣ୍ଟାମାଳ ବିଧାୟକ ମହୀଧର…

ବିପର୍ଯୟ ପ୍ରଶମନ ତାଲିମ ଶିବିର ଅନୁଷ୍ଠିତ

Posted by - April 13, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅଧିନସ୍ଥ ସରସରା ଗ୍ରାମ ପୋଖରୀରେ ରାଷ୍ଟ୍ରୀୟ ବିପର୍ଯୟ ପ୍ରଶମନ ଦଳ, ମୁଣ୍ଡଳୀ, କଟକ ଓଡ୍ରାଫ ଟିମ, ବୌଦ୍ଧ, ଅଗ୍ନିଶମ ସେବା…