Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଭାଲୁ ଆକ୍ରମଣରେ ଦୁଇ ଆହତ

952 171

କେନ୍ଦୁଝର,୧୩/୧୧,ବୁଧବାର ଅପରାହ୍ନ ୩ଘଟିକା ସମୟରେ ଜଙ୍ଗଲରେ ଛେଳି ଚରାଉଥିବା ବେଳେ ଦୁଇଜଣ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଆହୋତ ହୋଇଛନ୍ତି।

ପ୍ରାପ୍ତସୂଚ଼ନାଅନୁଯାୟୀ,ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଟିଗିରିଆ ସାହିର କୁଆଁର ମୁଣ୍ଡା(୬୫) ଓ ଲକ୍ଷ୍ମଣ ମୁଣ୍ଡା(୪୫) ଗ୍ରାମ ନିକଟସ୍ଥ ଫଗଡବୁଢା ଜଙ୍ଗଲକୁ ଛେଳି ଚଳାଇବା ପାଇଁ ଯାଇଥିଲେ।ସେଠାରୁ ଛେଳି ଗୁଡ଼ିକୁ ଚଳାଇ ଘରକୁ ଫେରୁଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଆହାତ ହୋଇଛନ୍ତି। ସେଠାରେ ଭାଲୁ ଦୁହିଁଙ୍କ ହାତକୁ ଗୁରୁତର ଆଘାତ ଦେଇଥିଲା।ଫଳରେ ସେମାନେ ଗୁରୁତର ଆହାତ ହୋଇଥିଲେ। ସେମାନଙ୍କୁ ପରିବାର ଲୋକମାନେ ସଙ୍ଗେ ସଙ୍ଗେ ଅଟୋରିକ୍ସା ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Facebook Notice for EU! You need to login to view and post FB Comments!

Related Post

ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ

Posted by - May 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଂସ୍କୃତି ଭବନ ପରିସରରେ ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ଜାଗୃତି ଫାଉଣ୍ଡେସନ ତରଫରୁ ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Posted by - March 3, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଦଶରଥପୁର ରାହାସୋଇ କାଳୀ ପଡ଼ିଆ ଠାରେ ଜାଗୃତି ଫାଉଣ୍ଡେସନ ପକ୍ଷରୁ ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ରବିନ୍ଦ୍ର କୁମାର ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଶ୍ରୀକାନ୍ତ ଗୌତମ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ୱାମୀ ତ୍ୟାଗସ୍ୱରୂପାନନ୍ଦ ସରସ୍ୱତୀ ଓ ପ୍ରଧ୍ୟାପକ ଶ୍ରୀହରି ଧଳ ପ୍ରମୂଖ ଯୋଗଦେଇôଥଲେ । ଫାଉଣ୍ଡେସନ ଇଣ୍ଡିଆର ଅଧ୍ୟକ୍ଷା ଡାକ୍ତର ଶୁଭ୍ରା ରାଉତରାୟ ଙ୍କ ତତ୍ୱାବଧାନରେ ବାର୍ଷିକ ଉତ୍ସବର ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଓ ଦ୍ୱିତୀୟ ଅଧିବେଶନରେ ବାର୍ଷିକ ସମାବର୍ତ୍ତନ ବିବରଣୀ ପାଠ ସହ ସାସ୍କୃତିକ କାର‌୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । Facebook Notice for EU! You need to login to view and post FB Comments!

ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା ମାଆଙ୍କ ର ଦେହାନ୍ତ,ଶୋକାକଳ ପରିବେଶରେ ସମଗ୍ର ଅଞ୍ଚଳବାସି

Posted by - February 25, 2022 0
ବସ୍ତା :ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସିଂଲା ଥାନା ଅନ୍ତର୍ଗତ ନାଡବଣି ଗ୍ରାମରେ ଆଜି ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର କୁମାର ଜେନାଙ୍କ…

ଅଦିନିଆ ବର୍ଷା କୁଆପଥର ବୃଷ୍ଟି ସହ କାଳବୈଶାଖୀରେ ବ୍ୟାପକ ଘର ଓ ଫସଲ ନଷ୍ଟ

Posted by - April 25, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କୋକସରା…

There are 171 comments

  1. In American pathologist Eugene Lindsay Opie who was based at Johns Hopkins University Baltimore Maryland observed that the islets of Langerhans seemed to degenerate in people who had diabetes. Zpudqa Plaquenil They evaluated the associations between depressive symptoms and MSIMI in patients with coronary heart disease. Ydefvr

  2. Siz de yalnızlıktan sıkıldıysanız ve yalnız geçen gecelerinize ışık katacak bir ses arıyorsanız, canlı sohbet hatlarını herhangi bir ücret ödemeden kullanabilirsiniz.

Leave a comment

Your email address will not be published.