Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

କୁରସୁଡ ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ, କୃତି ପ୍ରତିଯୋଗୀଙ୍କୁ କରାଗଲା ପୁରସ୍କୃତ

193 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ କୁରସୁଡ ସରପଞ୍ଚ ଶ୍ରୀମତି ସଙ୍ଗୀତା ବେହେରା, ସମ୍ମାନୀତ ଅତିଥି ଭାବରେ ବୋର୍ଡା ବ୍ୟାଙ୍କ ଅଫ ଇଣ୍ଡିଆର ବ୍ରାଞ୍ଚ ମ୍ୟାନେଜର ଶ୍ରୀଯୁକ୍ତ ବୈକୁଣ୍ଠ ପ୍ରଧାନ, ଭିଏମଡିଶି ସଦସ୍ୟ ଶ୍ରୀଯୁକ୍ତ ନିମାଇଁ ଚରଣ ବେହେରା ଓ ଖେଳ ପରିଚାଳକ ଶ୍ରୀଯୁକ୍ତ ଜୟଦେବ ପାଢ଼ୀ, ସ୍କୁଲ ଅଧ୍ୟକ୍ଷ ଶ୍ରୀ ଯଶୋବନ୍ତ ସାହୁ ମଞ୍ଚାସିନ ଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ବାର୍ଷିକ କ୍ରୀଡାକୁ ପରିଚାଳନା କରିବାରେ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ।

 

Related Post

କୁସଙ୍ଗରେ ପ୍ରାଣୀପାଳନର ଆତ୍ମ ନିଯୁକ୍ତି ତାଲିମ ଶିବିର

Posted by - September 14, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ କୁସଙ୍ଗ ଠାରେ ଗ୍ରାମୀଣ ସ୍ୱରୋଜଗାର  ତାଲିମ ସଂସ୍ଥା ବୌଦ୍ଧ ପକ୍ଷରୁ କୃଷି ଉଦ୍ୟମ କାର୍ଯ୍ୟକ୍ରମ ଟି ପଞ୍ଚାୟତ କାର୍ଯ୍ୟାଳୟ…

ମନମୁଣ୍ଡା ରେ ବୁଦ୍ଧ ପାର୍କ ପାଇଁ ଚିହ୍ନଟ ଜାଗା ପରିଦର୍ଶନ କଲେ ଜିଲ୍ଲାପାଳ ଏବଂ ବିଧାୟକ

Posted by - August 7, 2021 0
ବୌଦ୍ଧ(ଚିତ୍ତରଂଜନସିଂ)- ମନମୁଣ୍ଡା ରେ ବୁଦ୍ଧ ପାର୍କ ପାଇଁ ଆଜି ଜାଗା ଚିହ୍ନଟ କରାଯାଇଛି। ଭଗବାନ ବୁଦ୍ଧ ଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲା ରେ ତାଙ୍କ ସ୍ମୃତି…

ରାମଗଡ ରେ ବର୍ଷା ଅଭାବରୁ ଅନାବୃଷ୍ଟି ହୋମ ଯଜ୍ଞ ଅନୁଷ୍ଠିତ

Posted by - September 9, 2021 0
ବୌଦ୍ଧ୮/୯(ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ରେ ଚଳିତ ବର୍ଷ ବର୍ଷା ଅଭାବରୁ ସଂପୂର୍ଣ ମରୁଡି ଆଶଙ୍କା ଦେଖାଦେଇଛି!ବର୍ଷା ଋତୁରେ ବୈଶାଖୀ ର ପ୍ରଭାବ ରେ ଚାରିଆଡେ…

ସ୍ତ୍ରୀ କୁ ମାରଣାନ୍ତକ ଆକ୍ରମଣ ପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ବାମୀ

Posted by - November 3, 2022 0
ସୁବର୍ଣ୍ଣପୁର : (ଅଜିତ କୁମାର ପୂଜାହାରୀ)  ସ୍ତ୍ରୀ କୁ ମାରଣାନ୍ତକ ଆକ୍ରମଣ ପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ବାମୀ l ଏଭଳି ଏକ ବିଭତ୍ସ ଘଟଣା…