ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମୂଖ୍ୟ ଅତିଥି ଭାବେ କୁରସୁଡ ସରପଞ୍ଚ ଶ୍ରୀମତି ସଙ୍ଗୀତା ବେହେରା, ସମ୍ମାନୀତ ଅତିଥି ଭାବରେ ବୋର୍ଡା ବ୍ୟାଙ୍କ ଅଫ ଇଣ୍ଡିଆର ବ୍ରାଞ୍ଚ ମ୍ୟାନେଜର ଶ୍ରୀଯୁକ୍ତ ବୈକୁଣ୍ଠ ପ୍ରଧାନ, ଭିଏମଡିଶି ସଦସ୍ୟ ଶ୍ରୀଯୁକ୍ତ ନିମାଇଁ ଚରଣ ବେହେରା ଓ ଖେଳ ପରିଚାଳକ ଶ୍ରୀଯୁକ୍ତ ଜୟଦେବ ପାଢ଼ୀ, ସ୍କୁଲ ଅଧ୍ୟକ୍ଷ ଶ୍ରୀ ଯଶୋବନ୍ତ ସାହୁ ମଞ୍ଚାସିନ ଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ବାର୍ଷିକ କ୍ରୀଡାକୁ ପରିଚାଳନା କରିବାରେ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ।