TOP NEWS ଯାଜପୁର ରେ ଶୌର୍ଯ୍ୟ ଦିବସ ପାଳନ କରିବ ବଜରଙ୍ଗ ଏବଂ ବିଶ୍ୱ ହିନ୍ଦୁ ପରିଷଦ Posted on December 6, 2022 at 8:32 pm by Aei Odisha 83 0 ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ରେ ଶୌର୍ଯ୍ୟ ଦିବସ ପାଳନ କରିବ ବଜରଙ୍ଗ ଏବଂ ବିଶ୍ୱ ହିନ୍ଦୁ ପରିଷଦ। ଏଥିପାଇଁ ଜିଲା ରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଅରବିନ୍ଦ ଦାସ ଏଥିରେ ଜିଲାର ହଜାର ହଜାର ବଜରଙ୍ଗ ଓ ବିଶ୍ୱ ହିନ୍ଦୁ କାର୍ଯ୍ୟକର୍ତା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଜାଉଁଳି ବନ୍ଧ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି।
ଭିଜିଲାନ୍ସ ଦ୍ବାରା ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଚେର ଲମ୍ବିଛି ବହୁ ଦୂରକୁ Posted by Aei Odisha - November 29, 2020 0 ଭୁବନେଶ୍ବର :ବହୁକୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଚେର ଗଞ୍ଜାମକୁ ଲମ୍ବିଛି। ଅଭୟକାନ୍ତ ଏବଂ ତାଙ୍କ ପୁଅ…
ପବିତ୍ର ମହାଳୟାରେ ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ Posted by Aei Odisha - September 18, 2020 0 ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀଙ୍କ ମାଁ ସମଲେଶ୍ଵରୀ ଙ୍କ ପବିତ୍ର ମହାଳୟା ତିଥି ରେ ଧବଳମୁଖୀ ହୋଇଛନ୍ତି । ମାଁ ସମଲେଶ୍ଵରୀ ବର୍ଷ ତମାମ ସିନ୍ଦୂର…
ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଉଛନ୍ତି ଅମାନିଆ Posted by Aei Odisha - June 28, 2021 0 ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ଧିରେ ଧିରେ କମିବାରେ ଲାଗିଛି। ଅନେକ କଷ୍ଟ ପରେ ଏବେ ଧିରେ ଧିରେ ସୁଧୁରୁଛି ପରିସ୍ଥିତି। ହେଲେ ଏବେ ବି…
ବ୍ରଜରାଜନଗର ନିର୍ବାଚନରେ ମହାନଦୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘେରିବ ବିଜେଡି Posted by Aei Odisha - May 15, 2022 0 ଭୁବନେଶ୍ଵର :ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେପି ତାର ୪୦ ଜଣ ପ୍ରଚାରକଙ୍କ ନାଁ ଘୋଷଣା କରିଛି। ବିଜେପି ପ୍ରାର୍ଥୀଙ୍କ ପାଇଁ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡ଼ର ପ୍ରମୁଖ…
କଳାହାଣ୍ଡି ରେ ତୃତୀୟ ପର୍ଯ୍ଯାୟ ଭୋଟ ଗ୍ରହଣ ସମାପ୍ତ, ଭୋଟ ବକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ Posted by Aei Odisha - February 21, 2022 0 କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି।ତୃତୀୟ ପର୍ଯ୍ୟାୟରେ ଧର୍ମଗଡ଼, କୋକସରା, ଜୟପାଟଣା ବ୍ଲକରେ ମତଦାନ ସରିଛି। ଜୟପାଟଣା ବ୍ଲକ ରେ ୭୭.୩୩%…