Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ଯାଜପୁର ରେ ଶୌର୍ଯ୍ୟ ଦିବସ ପାଳନ କରିବ ବଜରଙ୍ଗ ଏବଂ ବିଶ୍ୱ ହିନ୍ଦୁ ପରିଷଦ

83 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ରେ ଶୌର୍ଯ୍ୟ ଦିବସ ପାଳନ କରିବ ବଜରଙ୍ଗ ଏବଂ ବିଶ୍ୱ ହିନ୍ଦୁ ପରିଷଦ। ଏଥିପାଇଁ ଜିଲା ରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ।

ଅରବିନ୍ଦ ଦାସ

ଏଥିରେ ଜିଲାର ହଜାର ହଜାର ବଜରଙ୍ଗ ଓ ବିଶ୍ୱ ହିନ୍ଦୁ କାର୍ଯ୍ୟକର୍ତା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଜାଉଁଳି ବନ୍ଧ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି।

Related Post

ଭିଜିଲାନ୍ସ ଦ୍ବାରା ଗିରଫ ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଚେର ଲମ୍ବିଛି ବହୁ ଦୂରକୁ

Posted by - November 29, 2020 0
ଭୁବନେଶ୍ବର :ବହୁକୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଚେର ଗଞ୍ଜାମକୁ ଲମ୍ବିଛି। ଅଭୟକାନ୍ତ ଏବଂ ତାଙ୍କ ପୁଅ…

ପବିତ୍ର ମହାଳୟାରେ ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ

Posted by - September 18, 2020 0
ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀଙ୍କ ମାଁ ସମଲେଶ୍ଵରୀ ଙ୍କ ପବିତ୍ର ମହାଳୟା ତିଥି ରେ ଧବଳମୁଖୀ ହୋଇଛନ୍ତି । ମାଁ ସମଲେଶ୍ଵରୀ ବର୍ଷ ତମାମ ସିନ୍ଦୂର…

ବ୍ରଜରାଜନଗର ନିର୍ବାଚନରେ ମହାନଦୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘେରିବ ବିଜେଡି

Posted by - May 15, 2022 0
ଭୁବନେଶ୍ଵର :ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେପି ତାର ୪୦ ଜଣ ପ୍ରଚାରକଙ୍କ ନାଁ ଘୋଷଣା କରିଛି। ବିଜେପି ପ୍ରାର୍ଥୀଙ୍କ ପାଇଁ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡ଼ର ପ୍ରମୁଖ…

କଳାହାଣ୍ଡି ରେ ତୃତୀୟ ପର୍ଯ୍ଯାୟ ଭୋଟ ଗ୍ରହଣ ସମାପ୍ତ, ଭୋଟ ବକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ

Posted by - February 21, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି।ତୃତୀୟ ପର୍ଯ୍ୟାୟରେ ଧର୍ମଗଡ଼, କୋକସରା, ଜୟପାଟଣା ବ୍ଲକରେ ମତଦାନ ସରିଛି। ଜୟପାଟଣା ବ୍ଲକ ରେ ୭୭.୩୩%…