କ୍ୟାଣ୍ଡେଲ ଶୋଭାଯାତ୍ରା 

111 0

ଯାଜପୁର:ଯାଜପୁର ବ୍ଲକ ବିଚିତ୍ରପୁର ପଂଚାୟତ ଅନ୍ତର୍ଗତ ଉପେନ୍ଦ୍ର କୁମାର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଚନ୍ଦ୍ର ଶେଖର ବାରିକ (୬୨)ଙ୍କ ପରଲୋକରେ ସ୍କୁଲର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ବାଣପୁର ଅଂଚଳରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି 

ଏହି  ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ସ୍କୁଲ ପରିସର ରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା  ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଚିତରଂଜନନାୟକକେଦାର କୁମାର ନାଥକଳ୍ପନା ବେହେରାଜୋତ୍ସାରାଣୀ ସାମଲପ୍ରମୁଖ ସାମିଲ ହୋଇ ସ୍ୱର୍ଗତ ଶିକ୍ଷକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ

Related Post

ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିକାଣ୍ଡ , ପୋଲିସ ଡାକ୍ତରଖାନାରେ ପହଂଚି ଅଧିକ ଅନୁସନ୍ଧାନ କରୁଛି

Posted by - October 17, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିକାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ଘଟିଛି ଏପରି ଅଘଟଣ…

ଆର ପାରିରେ ସ୍ବେଚ୍ଛାସେବୀ ଦିବ୍ୟକିଶୋର ବେହେରା

Posted by - December 24, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ରେଙ୍ଗାଲି ପୁରୁଣାବସ୍ତି ଗ୍ରାମର ବରିଷ୍ଠ ନାଗରିକ ସ୍ବେଚ୍ଛାସେବୀ ଦିବ୍ୟକିଶୋର ବେହେରାଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଲେ ବୁର୍ଲା ଭିମସାର ଡାକ୍ତରଖାନାରେ…

ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ

Posted by - May 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଂସ୍କୃତି ଭବନ ପରିସରରେ ପ୍ରଜାପିତା ବ୍ରହ୍ମକୁମାରି ଈଶ୍ୱରୀୟ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ନୀଳଗିରି ଯୁବ କଂଗ୍ରେସର ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର

Posted by - July 6, 2020 0
ନୀଳଗିରି:୦୬/୦୭:(ସୌମ୍ୟାସାଇ ବାରିକ୍)ସମଗ୍ର ଦେଶରେ ଅହେତୁକ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଁ ସାଧାରଣ ଜନଜୀବନ ଦୁର୍ବିଶହ ହୋଇ ପଡିଥିବା ଯୋଗୁଁ, ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦେଶ…

ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ୧ମୃତ ୨ ଗୁରୁତର

Posted by - November 22, 2022 0
ମୁନିଗୁଡା :(ରମାକାନ୍ତ ପୋଢଳ)ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା କନ୍ଧ ମଞ୍ଜୁରୁକୁପା ନିକଟ ରାଜ ରାସ୍ତାରେ ଘଟିଛି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା। କୋଇଲା ବୋଝେଇ ଟ୍ରକ ଓ ଏକ…