ମା ଭୈରବୀ କିନର ମହାସଂଘ, ବୌଦ୍ଧ ର କମଳ ବଣ୍ଟନ କାର୍ଯ୍ୟକ୍ରମ

15 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ଗତକାଲି ସନ୍ଧ୍ୟା 6 ଘଣ୍ଟା ସମୟରେ ନାରାୟଣପୁର ସ୍ଥିତ ଅନ୍ଧ ମୁକ ବଧିର ସ୍କୁଲ ଠାରେ ମା ଭୈରବୀ କିନ୍ନର ମହାସଂଘ, ବୌଦ୍ଧ ର ପ୍ରିୟବ୍ରତ ବେହେରାଙ୍କ ତତ୍ୱା ବଧାନରେ କିନ୍ନର ମହାସଂଘ କମଳ ବଣ୍ଟନ କରିଥିଲେ l

କମଳ ମତି ଦିବ୍ୟାଙ୍ଗ ଶିଶୁ ମାନଙ୍କ ଦୁଃଖକୁ ଉପଲବ୍ଧି କରି ସମାଜ କଲ୍ୟାଣ ଉଧେଶ୍ୟରେ ଆଗେଇଆସି ୩୦ ଜଣ ଶିଶୁଙ୍କୁ ନିଜ ହାତରେ ଶୀତ ବସ୍ତ୍ର ବଣ୍ଟନ କରିଥିଲେ l

ଏମାନଙ୍କ ମଧ୍ୟରେ କିନ୍ନର ଦୀପିକା, ମୌନବତୀ, ଦୁର୍ଗା, ଲଷ୍ମୀ, ଚୁମକି, ଅନିତା, ଅର୍ଚିତା ବିଳାସିନୀ ଓ ପୁରୁଷ ଭାଇମାନେ ହେଲେ କାଲି ପ୍ରସାଦ ମିଶ୍ର, ସୌମ୍ୟରଞ୍ଜନ ପ୍ରଧାନ ଦେବୀପ୍ରସାଦ ମିଶ୍ର ଓ ଶୁଦ୍ର ରଂଜନ ପଟ୍ଟନାୟକ ପ୍ରମୁଖ କମଳ ବଣ୍ଟନରେ ସହଯୋଗ କରିଥିଲେ l

Related Post

ବରିଷ୍ଠ ନାଗରିକ ମଞ୍ଚ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ

Posted by - October 28, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ବରିଷ୍ଠ ନାଗରିକ ମଞ୍ଚ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ସାଧାରଣ ବୈଠକ ଚାରିଛକ କେଦାରେଶ୍ୱର…

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର 

Posted by - January 8, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ପଣସା ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଅନ୍ୱେଷଣ ଥିଏଟର ଗ୍ରୁପ…

ପୌରପାଳିକା ସପେଂଇ କର୍ମଚାରୀଙ୍କ ମନୋବଳ ବଢାଇଲେ ଯାଜପୁର ଜିଲାପାଳ

Posted by - April 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ସମୟରେ ପୌରପାଳିକା ସପେଂଇ କର୍ମଚାରୀ ସେମାନଙ୍କ ସପେଂଇ କାମ ଜାରି ରଖିଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଯାଜପୁର ଜିଲାପ୍ରଶାସନ ଉଦ୍ୟମ…

ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

Posted by - June 18, 2020 56
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ରତ୍ନଗିରି ଠାରେ ରତ୍ନଗିରି ଷ୍ଟେଟ୍ ବ୍ୟାଙ୍କର ଏକ ନୂତନ ଗ୍ରାହକ ସେବା କେନ୍ଦ୍ର ଆଜି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥିଭାବେ…

ଭାଲୁ କାମୁଡାରେ ସନୁ ବୁରୁଡି ଆହତ

Posted by - October 31, 2021 0
ମାଥିଲି (ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡା ପଞ୍ଚାୟତ ଅନ୍ତର୍ଗତ ଡାଇଗୁଡ଼ା ଗ୍ରାମର ସନୁ ବୁରୁଡି ବୟସ 37 ବର୍ଷ ପ୍ରତ୍ୟେକ ଦିନ ଭଳି…