Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବୁର୍ଲା ଭିସୁଟରେ ରାଗିଂ ରୁମ୍ ଭିତରେ ପଶି ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ପିଟିଲେ ଶେଷ ବର୍ଷର ଛାତ୍ର

17 0

ସମ୍ବଲପୁର: ୨୪/୧୧ (ରମାକାନ୍ତ ବିଶ୍ବାଳ)ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ। ଭିସୁଟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ର ଜଣକ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ବୁର୍ଲା ପୋଲିସ ଅଭିଯୋଗ ପାଇବା ପରେ ଏନେଇ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁସାରେ, ଭିସୁଟରେ ଜଣେ ଦ୍ଵିତୀୟ ବର୍ଷର ଛାତ୍ର ହଷ୍ଟେଲ ରୁମରେ ଶୋଇଥିବାବେଳେ କିଛି ଚତୁର୍ଥ ବର୍ଷର ଛାତ୍ର ରୁମ କୁ ପଶି ଆସିଥିଲେ। ଏହାପରେ ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିବା ସହ ରାଗିଂ କରିଥିଲେ।

ଏନେଇ ଛାତ୍ର ଜଣଙ୍କ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ପରେ ଅଭିଯୋଗ ଆଧାରରେ ଏବେ ତଦନ୍ତ ଆରମ୍ଭ କରିଛି ପୋଲିସ। ତେବେ ଏନେଇ ରାଗିଂ ର ଶିକାର ହୋଇଥିବା ଅଭିଯୋଗ କାରି ଛାତ୍ର ଙ୍କ ଅଭିଯୋଗ ଉପରେ ଭିସୁଟ କୂଳପତି କହିଛନ୍ତି ଯେ ଛାତ୍ର ଜଣକ ରାଗିଂ ଅଭିଯୋଗ ନେଇ ଥାନାରେ ଅଭିଯୋଗ କରିଛି । ତେଣେ ଛାତ୍ରଙ୍କ ଅଭିଯୋଗ ନେଇ ଭିସୁଟ ତରଫରୁ ଅଭିଯୋଗ ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରଯିବ । ଏଥିସହ ତଦନ୍ତ ରିପୋର୍ଟ ଆସିବା ପରେ ଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଳି ଭିସୁଟ ର କୂଳପତି ପ୍ରଫେସର ବଂଶିଧର ମାଝୀ କହିଛନ୍ତି ।

Related Post

ବୃଦ୍ଧା ମା ସରକାରୀ ଗୃହରୁ ବଂଚିତ ଜିଲ୍ଲା ପ୍ରଶାସନ ଦୃଷ୍ଟି ପଡୁଛି କେବେ

Posted by - July 8, 2021 0
ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚାଟିଗୁଡା ପଞ୍ଚାୟତ ରେ ସ୍ତିତ ଆରୋତି ହଉଲଦାର ବୟସ ଷାଠିଏ ବର୍ଷ !ଝାଟି ମାଟି ଭଙ୍ଗା ଦୋଦୋ୍ରା ଘରେ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ର ଉନ୍ନତି କରଣ ପାଇଁ ଶୁଭ ଦେଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ

Posted by - November 14, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ସୁଜନପୁର ଠାରୁ କାକୁଡିକୁଦ ଗ୍ରାମ୍ୟ ଉନ୍ନୟନ ରାସ୍ତା ର ଉନ୍ନତି କରଣ ପାଇଁ ଶୁଭ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ…

ବାରୁଣୀ ସ୍ନାନ ଉପଲକ୍ଷେ ଶ୍ରଦ୍ଧାଳୁ ଙ୍କ ପାଇଁ ସାମାଜିକ ସଂଗଠନର ମାଗଣା ଦହି ସର୍ବତ ବିତରଣ

Posted by - March 30, 2022 0
ବାଲେଶ୍ଵର:ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କଷାଫଳ ସାରଙ୍ଗ ଶ୍ରୀକ୍ଷେତ୍ର ବେଳାଭୂମି ରେ ଆଜି ବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଉଛି l ଏହି ସ୍ନାନ ଯାତ୍ରାରେ…

ଲଘୁଚାପ ଜନିତ ବର୍ଷା ରେ ଭୁଷୁଡି ପଡିଲା କାନ୍ଥ ଅଳ୍ପକେ ବର୍ତିଲେ ପରିବାର

Posted by - August 18, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ) ଲଘୁଚାପ ଜନିତ ଲଗାଣ ବର୍ଷା,ସାତ ତାରିଖ ରୁ ଲାଗିଛି ବର୍ଷା ଥମିବାର ନା ଧରୁନି,ଫଳ ରେ ଛାନିଆଁ ଫସିଛି ଝାଟି ମାଟି ର ଘରେ ରହୁଥିବା…