ଭଗବାନ ସତ୍ୟସାଇ ବାବା ଙ୍କ ୯୭ ଜନ୍ମ ଜୟନ୍ତୀ ପାଳିତ

28 0

ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣ ରେ ଭଗବାନ ସତ୍ୟସାଇ ବାବା ଙ୍କ ୯୭ ଜନ୍ମ ଜୟନ୍ତୀ ମହାସମାରୋହ ରେ ପାଳିତ ହୋଇଯାଇଛି।ଆଜି ପ୍ରାତଃ ୪.୩୦ ରେ ଓଁ କାର,ସୁପ୍ରଭାତମ ଓ ନଗର ସଂକୀର୍ତ୍ତନ କରାଯାଇଥିଲା।ସତ୍ୟସାଇ କମିଟି ର ଜିଲ୍ଲା ସଭାପତି କେ.ମାର୍କଣ୍ଡେୟ ସରାଫ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ପରେ ସଦପଚାର ପୂଜା, ନାରାୟଣ ସେବା କରାଯାଇଥିଲା।

ସନ୍ଧ୍ୟାରେ ୯୭ ଟି ଦୀପ ପ୍ରଜ୍ବଳନ କରାଯାଇ ଭଗବାନ ସତ୍ୟସାଇ ଙ୍କ ଭଜନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ବୋରିଗୁମ୍ମା ସତ୍ୟସାଇ ଭଜନ ମଣ୍ଡଳୀ ର କନେଭେନର ଏସ.କେ.ଦାସ ପରିଚାଳନା କରିଥିବା ବେଳେ ଏନ.ବାଲାମା, ଏନ.ଏସ.ଚେନା, ଏମ.ରାମଣା ମୂର୍ତ୍ତି, କିରଣ,କେ.ରୋଜା ,କନକ ପ୍ରମୁଖ ସହଯୋଗ କରିଥିଲେ।ଭଗବାନ ସତ୍ୟସାଇ ଙ୍କ ୯୭ ଜନ୍ମ ଜୟନ୍ତୀ ରେ ବୋରିଗୁମ୍ମା ର ବହୁ ମହିଳା ଓ ପୁରୁଷ ଭକ୍ତ ସତ୍ୟସାଇ ମନ୍ଦିର ଯାଇ ବାବା ଙ୍କୁ ଦର୍ଶନ କରିଥିଲେ।

Related Post

ବୌଦ୍ଧ ଜିଲ୍ଲା ୧୩ ଜଣ ବିଦାୟୀ ସାମୟିକ କେନ୍ଦୁପତ୍ର କର୍ମଚାରୀ ଙ୍କୁ ୧୨.୪୫ ଲକ୍ଷ ଭବିଷ୍ୟନିଧି ପ୍ରଦାନ କଲେ ପି ସି ସି ଏଫ

Posted by - April 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ଓଡିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ,କେନ୍ଦୁପତ୍ର (ପି ସି ସି ଏଫ) ଶୁଶୀଳ କୁମାର ପୋପଲି ଆଜି ବୌଦ୍ଧ ଜିଲ୍ଲା ର ୧୩…

ଜୟପାଟଣା ନିକଟସ୍ଥ ବିମଳା ଗ୍ରାମରେ ଘୃତଯଜ୍ଞ ଅନୁଷ୍ଠିତ

Posted by - October 9, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଳା ଗ୍ରାମ ଠାରେ ପରମ ପୂଜ୍ୟ ମହିମା ସାଧୁ ବ୍ରହ୍ମ୍ ଅବଧୂତ ବ୍ରହ୍ମଚାରୀ…

ଜିଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ

Posted by - January 31, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଳ୍‌ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ବାଇକ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

Posted by - September 20, 2021 0
ବୌଦ୍ଧ:( ଚିତରଂଜନ ସିଂ) ଧଳପୁର- ପୁରୁଣାକଟକ ପୂର୍ତ୍ତରାସ୍ତାର ବ୍ରାହ୍ମଣ ଗାଁ ଛକ ନିକଟରେ ସୋମୋବାର ଅପରାହ୍ନ ସମୟ ରେ ଏକ ବୁଲେଟ ଓ ବାଇକ ମଧ୍ୟରେ ମୁହାଁମୁହିଁ…