ସମ୍ବଲପୁର ୨୦/୧୧ (ରମାକାନ୍ତ ବିଶ୍ବାଳ) ଆଜି ସମ୍ୱଲପୁର ଜିଲ୍ଲା ର ମାନେଶ୍ୱର ବ୍ଲକ ଅନ୍ତର୍ଗତ ତବଲା ମାର୍କେଟ ୟାଡ ପରିସର ରେ ଶ୍ରୀ ଶାନ୍ତନୁ ପ୍ରଧାନ ଙ୍କ ସଭା ପତିତ୍ଵ ରେ ଏକ ଚାଷୀ ମାନଙ୍କର ସାଧାରଣ ସଭା ଆୟୋଜନ ହୋଇଥିଲା ।
ଓ ପୂର୍ବ ନିୟମ ଅନୁଯାୟୀ ନୂତନ କମିଟି ଗଠନ କରାଗଲା ,ସର୍ବ ସମ୍ମିତି କ୍ରମେ ଶ୍ରୀ ସୁବ୍ରତ ପଧାନ ସଭାପତି ,ଶ୍ରୀ ସୁଧାଂଶୁ ପଧାନ ସମ୍ପାଦକ ,ଶ୍ରୀ ରୁପଶ୍ ପୁରୋହିତ ଶ୍ରୀ ପ୍ରତାପ ପଧାନ କୋଷାଧ୍ୟକ୍ଷ ମନୋନୀତ ହେଲେ ଓ ପୱନ୍ ଅଗ୍ରୱାଲ , ଜିଗ୍ନେଶ ବାରିକ ଓ ଶାନ୍ତନୁ ପ୍ରଧାନ ଙ୍କୁ ଜିଲ୍ଲା ସଂଗଠନ କୁ ମନୋନୀତ ହେଲେ ।
ସଭାରେ ଶ୍ରୀକାନ୍ତ ପ୍ରଧାନ ରାଜେଶ ପ୍ରଧାନ ବରିଷ୍ଟ ଚାଷୀ ସନତ ବାବୁ,ଶିବ ଖଡିଆ ରଞ୍ଜନ ଭୋଇ ବାବୁଲା ବାରିକ ଆକାଶ ସାହୁ ପ୍ରଭୁତି ବହୁ ଚାଷୀ ଉପସ୍ଥିତ ଥଲେ ,ଶ୍ରୀ ଦେବେନ୍ଦ୍ର ପଧାନ ନୂତନ କମିଟି କୁ ସ୍ବାଗତ କରିବା ସହିତ ଉତ୍ସାହିତ କରି ଚାଷୀ ହିତ ରେ କାମ କରିବା ପାଇଁ ଅନୁରୋଧ କରିଛନ୍ତି ଜୟ କିସାନ ।