ନୂତନ ଚାଷୀ ସଂଗଠନ ଗଠିତ

28 0

ସମ୍ବଲପୁର ୨୦/୧୧ (ରମାକାନ୍ତ ବିଶ୍ବାଳ) ଆଜି ସମ୍ୱଲପୁର ଜିଲ୍ଲା ର ମାନେଶ୍ୱର ବ୍ଲକ ଅନ୍ତର୍ଗତ ତବଲା ମାର୍କେଟ ୟାଡ ପରିସର ରେ ଶ୍ରୀ ଶାନ୍ତନୁ ପ୍ରଧାନ ଙ୍କ ସଭା ପତିତ୍ଵ ରେ ଏକ ଚାଷୀ ମାନଙ୍କର ସାଧାରଣ ସଭା ଆୟୋଜନ ହୋଇଥିଲା ।

ଓ ପୂର୍ବ ନିୟମ ଅନୁଯାୟୀ ନୂତନ କମିଟି ଗଠନ କରାଗଲା ,ସର୍ବ ସମ୍ମିତି କ୍ରମେ ଶ୍ରୀ ସୁବ୍ରତ ପଧାନ ସଭାପତି ,ଶ୍ରୀ ସୁଧାଂଶୁ ପଧାନ ସମ୍ପାଦକ ,ଶ୍ରୀ ରୁପଶ୍ ପୁରୋହିତ ଶ୍ରୀ ପ୍ରତାପ ପଧାନ କୋଷାଧ୍ୟକ୍ଷ ମନୋନୀତ ହେଲେ ଓ ପୱନ୍ ଅଗ୍ରୱାଲ , ଜିଗ୍ନେଶ ବାରିକ ଓ ଶାନ୍ତନୁ ପ୍ରଧାନ ଙ୍କୁ ଜିଲ୍ଲା ସଂଗଠନ କୁ ମନୋନୀତ ହେଲେ ।

ସଭାରେ ଶ୍ରୀକାନ୍ତ ପ୍ରଧାନ ରାଜେଶ ପ୍ରଧାନ ବରିଷ୍ଟ ଚାଷୀ ସନତ ବାବୁ,ଶିବ ଖଡିଆ ରଞ୍ଜନ ଭୋଇ ବାବୁଲା ବାରିକ ଆକାଶ ସାହୁ ପ୍ରଭୁତି ବହୁ ଚାଷୀ ଉପସ୍ଥିତ ଥଲେ ,ଶ୍ରୀ ଦେବେନ୍ଦ୍ର ପଧାନ ନୂତନ କମିଟି କୁ ସ୍ବାଗତ କରିବା ସହିତ ଉତ୍ସାହିତ କରି ଚାଷୀ ହିତ ରେ କାମ କରିବା ପାଇଁ ଅନୁରୋଧ କରିଛନ୍ତି ଜୟ କିସାନ ।

Related Post

ବେଳପଡା ରେ ବ୍ଲକ ସ୍ତରୀୟ ଜନଶୁଣାଣୀ ତିନି ଶହ ଦିନ ପୁରଣ କରିଥିବା ଶ୍ରମିକଙ୍କୁ ସମ୍ବର୍ଦ୍ଧିନା

Posted by - April 8, 2022 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା)ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଳପଡା ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ…

ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗଦେଲେ ନୂତନ ଡ.ଅଞ୍ଚଳ ଲୋକଙ୍କ ମଧ୍ୟରେ ଖେଳିଲା ଖୁସିର ଲହରୀ

Posted by - July 26, 2022 0
ସମ୍ବଲପୁର/ ବରଗଡ଼ / ଭଟଲି:ଆଜି ବରଗଡ଼ ଜିଲ୍ଲା ଭଟଲି ଠାରେ ସ୍ଥିତ ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡ. ଭାବରେ ଯୋଗଦେଲେ ଡ. ରଶ୍ମିରଞ୍ଜନ ସାହୁ ।…

ଦ୍ୱିତୀୟ ସଂଧ୍ୟାରେ ଯାଜପୁର ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତି ଉତ୍ସବ

Posted by - January 7, 2020 0
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁଯାଜପୁର ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତି ଉତ୍ସବ ମହାସମାରୋହରେ ଜାରି ରହିଛି । ମହୋତ୍ସବର…

ଜନସଂଖ୍ୟା ଆଇନ ପ୍ରଣୟନ ଦାବୀ ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

Posted by - December 24, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଦେଶରେ ଏକ ଦୃଢ ଜନସଂଖ୍ୟା ଆଇନ ପ୍ରଣୟନ ଦାବୀ ରେ ଜିଲ୍ଲା ସଭାପତି ଶ୍ରୀ କେଦାର…