ସିନର୍ଜି ଆନ୍ତର୍ଜାତୀୟ ସ୍କୁଲ ରେ କ୍ରୀଡା ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ

32 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭୋଇଗୁଡ଼ା ସ୍ଥିତ ସିନର୍ଜି ଅନ୍ତର୍ଜାତୀୟ ସ୍କୁଲରେ କ୍ରୀଡା ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ କଳାହାଣ୍ଡି ବ୍ୟାଡ଼ମୀଣ୍ଟନ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ(ବାପି ) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ I

ମଂଚାସୀନ ଅନ୍ୟ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ସଂଖ୍ୟାଲଘୁ ଜିଲ୍ଲା ସଭାପତି ତଥା ଅଭିନେତା ଅବଦୁଲ କାଦିର, ସ୍କୁଲର ମୁଖ୍ୟ ପରିଚାଳନା ନିର୍ଦେଶକ ଜନାବ ଜାହାଙ୍ଗୀର ଖାନ ଉପସ୍ଥିତି ରହିଥିଲେ I ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ତାଙ୍କର ଅଭିଭାଷଣ ରଖିବା ସହ ସମସ୍ତ ଛାତ୍ର ଛାତ୍ରୀ ତଥା ସ୍କୁଲ କତୃପକ୍ଷଙ୍କୁ ଉତ୍ସIହିତ କରିଥିଲେ I

ଏହାପରେ ପୁରସ୍କାର ବିତରଣ ଉତ୍ସବରେ ବିଭିନ୍ନ ଖେଳରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା I ପରିଶେଷରେ ମୁଖ୍ୟ ନିର୍ଦେଶକ ଜନାବ ଖାନ ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ।

Related Post

ହରଭଙ୍ଗା ବ୍ଲକ ରେ ସୌରପମ୍ପ ଶୀଘ୍ର ସ୍ଥାପନ ପାଇଁ ଚାଷୀ ଙ୍କ ଜିଲ୍ଲା ପ୍ରଶାସନ କୁ ଅଭିଯୋଗ

Posted by - September 9, 2021 0
ବୌଦ୍ଧ: ୮/୯(ଚିତ ରଂଜନ ସିଂ)ଓଡିଶା ଅକ୍ଷୟ ଶକ୍ତି ବିକାଶ (OREDA)ନିୟମ ଅନୁଯାଇ ଆବେଦନ କାରୀଙ୍କ ନିର୍ଧାରିତ କୂପରେ କାର୍ଯ୍ୟlଦେଶର ୪୫ ଦିନ ମଧ୍ୟରେ ସୋଲାର ପମ୍ପ ସ୍ଥାପନ…

ବିଜେପି ନେତାଙ୍କ ପରିବର୍ତ୍ତନ ଯାତ୍ରା

Posted by - April 15, 2022 0
ସୋନପୁର:(ଅଜିତ କୁମାର ପୂଜାରୀ ) ବିଜେପି ନେତା ବଳଦେବ ବେଦବାକ ତାଙ୍କର ସୁବର୍ଣ୍ଣପୁର ଜିଲ୍ଲା ପରିବର୍ତ୍ତନ ଯାତ୍ରା କରିଛନ୍ତି l ଏନେଇ ଆଜି ବିରାମହାରାଜପୁର ନିର୍ବାଚନ ମଣ୍ଡଳୀର…

ପ୍ରେସ ଦିବସ ଉପଲକ୍ଷେ ମେଘା ରକ୍ତଦାନ ଶିବିର

Posted by - November 19, 2019 360
ଅନୁଗୋଳ:(ମହେଶ ଭୋମରାଜ)ଜାତୀୟ ପ୍ରେସ ଦିବସ ଓ  ଫୋର୍ଥ ପିଲର ଆୱାର୍ଡ଼ ସେରିମନି ଅବସରରେ ଆଜ ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ  ଆସୋସିଏସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ…

ବିଂଝାରପୁର ମେଡିକାଲ CHC କଲୋନୀ ଅଞ୍ଚଳ କଣ୍ଟେନ୍ଟମେଣ୍ଟ ଜୋନ ଘୋଷଣା

Posted by - July 19, 2020 200
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରାଜ୍ୟ ସରକାର ଗତକାଲି ରାତିରୁ ଯାଜପୁର ଜିଲ୍ଲା ଲକଡାଉନ…

ବିଭିନ୍ନ ସ୍ଥାନ ରେ ଦୁର୍ଘଟଣା,ବାଇକ ଦୁର୍ଘଟଣା ରେ ଯୁବକ ମୃତ୍ୟୁ,କୂଅରେ ପଡି ବୃଦ୍ଧା ଙ୍କ ମୃତ୍ୟୁ ଏବଂ ଆମ୍ବୁଲାନ୍ସ ଧକ୍କା ରେ ବାଳକ ଗୁରୁତର

Posted by - October 8, 2022 0
ବୌଦ୍ଧ: 06/10( ଚିତ ରଞ୍ଜନ ସିଂ   )ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା କରୋଡାକୋଠା ଠାରେ ବାଇକ ଦୁର୍ଘଟଣାରେ ଜଣେ …