ନଳାରେ ବିଷ ମିଶିଥିବା ପାଣି ପିଇ ୨୦ ଛେଳି ମୄତ

22 0

ସମ୍ବଲପୁର: ୧୮/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକ ଡଙ୍ଗରପଡା ପଞ୍ଚାୟତ ବନ୍ଧପଡା ଭୁତେଲ ନାଲାରେ ବିଷ ମିଶିଥିବା ପାଣି ପିଇ ୨୦ ଟି ଛେଲିର ମୄତ୍ୟୁ ହୋଇଛି । ସୁଚନା ଅନୁସାରେ ଡଙ୍ଗରପଡା ଗ୍ରାମର ମହେନ୍ଦ୍ର ମିଦ୍ଧା ଙ୍କ ଛେଲି ଗୁଡିକ ଆଜି ଚରୁଥିବା ସମୟରେ ବନ୍ଧପଡା ଭୁତେଲ ନାଲାରେ ବିଷ ମିଶିଥିବା ପାଣି ପିଇବାରୁ ୨୦ ଟି ଛେଲି ର ମୄତ୍ୟୁ ହୋଇଛି ।

ଆଜି ଏହି ଘଟଣାଟି ଦିନ ୨ ଟା ସମୟରେ ଘଟିଥିବା ଜଣାପଡିଛି । ବନ୍ଧପଡା ଭୁତେଲ ନାଲାରେ କିଛି ଅଜଣା ଦୁର୍ବୁତ ମାନେ ମାଛ ମାରିବା ପାଇଁ ନାଲ ପାଣିରେ ବିଷ ମିଶାଇ ଥିବା ଅଭିଯୋଗ ହୋଇଛି । ତେବେ ସେହି ପାଣି ପିଇ ଛେଲିର ମୄତ୍ୟୁ ହୋଇଥିବା ଜଣାପଡିଛି । ତେବେ ଘଟଣା ସ୍ଥଳକୁ ଡଙ୍ଗରପଡା ସରପଞ୍ଚ ଅୟସକାନ୍ତ ବଡପଣ୍ଡା ଯାଇ ମୄତ ଛେଲି ର ମାଲିକ ମହେନ୍ଦ୍ର ମିଦ୍ଧା ଙ୍କ ସହ ଘଟଣା ନେଇ ଆଳୋଚନା କରିବା ସହ ସ୍ଥାନୀୟ ଜୁଯୋମୁରା ଥାନା କୁ ଏ ବାବଦରେ ଜଣାଇଥିବା କହିଛନ୍ତି

Related Post

ବେଆଇନ୍ ବାଲି ଡିପୋ ଉପରେ ଚଢାଉ

Posted by - July 17, 2021 0
ବୌଦ୍ଧ:( ଚିତ୍ତରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗା ତହସିଲ୍ ଅନ୍ତଗତ  ବାଇସ୍ପଡା ନିକଟରେ ଜଣେ ବାଲି ମାଫିଆ ବେଆଇନ୍ ଭାବେ ବାଲି ଡିପୋ କରିଥିବାନେଇ ବୌଦ୍ଧ ଏଡିଏମ୍ ଏନ୍ସି…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଗଜପତି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ପରେ ରଥ ଯାତ୍ରା ନିଷ୍ପତ୍ତି

Posted by - April 24, 2020 0
ପୁରୀ:(ସମୀର ରଞ୍ଜନ ନାୟକ )ଆଜି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକଜିଲ୍ଲା ଆପତ କାଳିନ ନିୟ ନ୍ତ୍ରଣ କେନ୍ଦ୍ର ସଭା ଗୃହରେ ଭିଡ଼ିଓ କଂଫେରନେସିଙ୍ଗ  ମଧ୍ୟମ ରେ…

ପଲାସାହି ଅଞ୍ଚଳରେ ବଧୁ ହତ୍ୟା ଅଭିଯୋଗ 

Posted by - November 18, 2022 0
ଯାଜପୁର ଜିଲା ମଙ୍ଗଳପୁର ଥାନା ମନ୍ଦାରଖଣ୍ଡ ଅଞ୍ଚଳରେ ବଧୁ ହତ୍ୟା ଅଭିଯୋଗ । ଗାଁର  ପ୍ରଫୁଲ୍ଳ ପଣ୍ଡାଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ ଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମନ୍ଦାରଖଣ୍ଡ ଗ୍ରାମର ଅକ୍ଷୟ ପଣ୍ଡା ଙ୍କୁ ଜ୍ୟୋତ୍ସାରାଣିଙ୍କୁ ବିବାହ କରିବା ପରେ ଶାଶୁ ଘର ଲୋକେ ନାନା ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଅକ୍ଷୟ ସୁଦୂର ଚେନ୍ନାଇ ସହରରେ କାର୍ଯ୍ୟ କରୁଥିବାରୁ ଜ୍ୟୋତ୍ସ୍ନାରାଣୀଙ୍କୁ ସାଙ୍ଗରେ ନେଇ ସେଠାରେ ରଖିଥିଲେ । ହଠାତ୍ ଚଳିତମାସ ୧୫ ତାରିଖ ବିଳମ୍ବିତ ରାତ୍ରିରେ ଜ୍ୟୋତ୍ସାରାଣୀଙ୍କ ମୃତ୍ୟୁ ହୋଇଥିବା ଖବର ଦେଇଥିଲେ ଅକ୍ଷୟ ସେ ପତ୍ନିଙ୍କ ଶବକୁ ନିଜ ଗାଁକୁ ଆଣିବା ପରେ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ପରିବାର ଲୋକେ ମଂଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗକୁ ଭିର୍ତ୍ତିକରି ମଙ୍ଗଳପୁର ପୁଲିସ୍ ଜ୍ୟୋତ୍ସ୍ନାରାଣୀଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ  ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

ମହାନଦୀରେ ଭାସୁଥିବା ଯୁବକ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

Posted by - September 18, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ଭରା ନଇରେ ଭାସୁଥିବା ଏକ ଯୁବକଙ୍କୁ ଆଜି ସ୍ଥାନୀୟ ଲୋକେ ସୂଚନା ଦେବା ପରେ ସୋନପୁର ଅଗ୍ନିଶମ ବିଭାଗ କର୍ମଚାରୀ ଦୀର୍ଘ ଚାରି ଘଣ୍ଟା…

ଆଦିବାସୀଙ୍କ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ସଶସ୍ତ୍ର ବିକ୍ଷୋଭ

Posted by - January 6, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଜିଲ୍ଲା ଆଦିବାସି କଲ୍ୟାଣ ସଂଘ ଟିଟିଲାଗଡ଼ ଶାଖା ତରଫରୁ ରାଜ୍ଯ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ ସହ…