ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

26 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଗୋରେଖ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଏସ୍ ପି ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ନିଶି ପୁନମ୍ ମିଞ୍ଜ୍ ଏବଂ ପଡି ଡିଆରଡିଏ ନିହାର ରଞ୍ଜନ କହଁର ଯୋଗଦେଇ ଥିଲେ।

ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ତରଫରୁ ଏ ବର୍ଷ ପ୍ରେସ ଦିବସ ଉପଲକ୍ଷେ ବାର୍ତ୍ତାଥିଲା ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା’। ଏଠାରେ ଯୋଗଦେଇ ଥିବା ଅତିଥିମାନେ ଏହା ଉପରେ ବିଷଦ ଭାବରେ ନିଜର ମତାମତ ରଖିବା ସହିତ ଉପସ୍ଥିତ ସମସ୍ତ ସାମ୍ୱାଦିକଙ୍କୁ ନିରପେକ୍ଷ ଓ ନିର୍ଭୀ କ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆହ୍ୱାନ ଦେଇଥିଲେ। ସାମ୍ୱାଦିକମାନେ ସେମାନଙ୍କ ଅଭିଜ୍ଞତା ଏବଂ ନିଜର ବିଭିନ୍ନ ଅସୁବିଧା ଜିଲ୍ଲା ପ୍ରଶାସନର ଦୃ ଷ୍ଟିକୁ ଆଣି ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୬ଟିବ୍ଲକର ଶତାଧିକ ସାମ୍ୱାଦିକ ଯୋଗଦେଇ ଥିଲେ।

 

Related Post

ରାଜ୍ୟସରକାରଙ୍କ ଚିନ୍ତାର କାରଣ ପାଲଟିଛନ୍ତି ନକଲି ଶିକ୍ଷକ,ଜୁନ୍ ମାସ ଶେଷ ସୁଦ୍ଧା ସମସ୍ତ ଶିକ୍ଷକଙ୍କ ଆଧାର ଲିଙ୍କ୍

Posted by - June 15, 2022 0
ବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାଜ୍ୟ ସରକାରଙ୍କୁ ବର୍ତ୍ତମାନ ନକଲି ଶିକ୍ଷକଙ୍କ ଚିନ୍ତା ଘାରିଛି l ରାଜ୍ୟର ସବୁ ଜିଲ୍ଲାରେ ଶିକ୍ଷକଙ୍କ ଆଧାରଲିଙ୍କ ହୋଇନ…

ବୀରମହାରାଜପୁର ରେ୧୨ଘଣ୍ଟିଆ ବନ୍ଦ ପାଳନ

Posted by - September 3, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଚାରି ଦଫା ଦାବି ନେଇ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ଜିଲ୍ଲା ଯୁବ କଂଗ୍ରେସ ଓ…

ନନ୍ଦନକାନ ଥାନା ଘେରିଲେ ଗ୍ରାମବାସୀ

Posted by - September 15, 2021 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ)ଅଭିଯୁକ୍ତଙ୍କୁ ପୋଲିସ ଘଣ୍ଟ ଘୋଡ଼ାଉଥିବା ନେଇ ଆଜି ନନ୍ଦନକାନନ ଥାନା ଘେରିଲେ ଗ୍ରାମବାସୀ।ଗଣେଶପୁଜା ଦିନ ସନ୍ଧ୍ୟାରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଗଣ୍ଡରପୁର ଛକରେ…

୨ ପୁଟର ପାଣି ମଧ୍ୟରେ ସ୍ୱାଧୀନତା ଦିବସ ପାଳନ

Posted by - August 16, 2020 0
ମାଲକାନଗିରି:(ଅବଦୁଲ ଘନି ) ଆଜି ଦେଶ ପାଳନ କରିଛି ୭୪ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରିଛନ୍ତି । କରୋନା ମହାମାରୀ ସମୟରେ ଦେଶବାସୀଙ୍କ ମନରେ ସାହସ ଭରିଛନ୍ତି । ଆତ୍ମନିର୍ଭରର…

ହଜି ଥିବା ବ୍ୟାଗ ମିଳିଲା ,ନଚେତ ଆତ୍ମହତ୍ୟା କରିଥାନ୍ତେ

Posted by - June 25, 2021 0
ମାଲକାନଗିରି:(ଅବଦୁଲ ଗନି) ଜିଲ୍ଲା ଖଇରପୁଟ ବ୍ଲକବଣ୍ଡା ଘାଟି ବଡପଡ଼ା ଗ୍ରାମର ଗୁରୁବାରୀ ସୀସା ନାମ୍ନୀ ଜଣେ ବୃଦ୍ଧା ଗତକାଲି ଖଇରପୁଟ ରେ ଟଙ୍କା ଉଠାଇବା କୁ ଆସି…