ଖପ୍ରାଖୋଲ ବ୍ଲକରେ ଜାତୀୟ ପ୍ରେସ ଦିବସ ପାଳିତ, ଗ୍ରାମୀଣ ବିକାଶ ପାଇଁ ଗଣ ମାଧ୍ୟମର ଭୂମକା ଗୁରୁତ୍ଵ ପୂର୍ଣ୍ଣ

43 0

ଖପ୍ରାଖୋଲ: ୧୬/୧୧ ( ତାପସ ରଞ୍ଜନ ବେହେରା ) ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ପ୍ରେସ କ୍ଲବ ଆନୁକୁଲ୍ୟରେ ଜାତୀୟ ପ୍ରେସ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି। ବରିଷ୍ଟ ସାମ୍ବାଦିକ ସଦାନନ୍ଦ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୁପେ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଲାଠୋର ଥାନା ଆଇ ଆଇ ସି ଝସକେତନ ଭୋଇ,ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଧିକାରୀ ଡ଼ା ସୁରଜ ଦୀପ , ହରିଶଙ୍କର ରେଞ୍ଜର ଗିରିଧାରୀ ନାଗ , ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର , ହରିଶଙ୍କର ସି ଆର ପି ଏଫ୍ ଆସିଷ୍ଟାଣ୍ଟ କମଣ୍ଡେଣ୍ଟ ସତବିର ସିଂ ଯୋଗ ଦେଇଥିଲେ ।

ଏହି ଅବସରରେ ବକ୍ତା ମାନେ ଗ୍ରାମୀଣ ବିକାଶ ରେ ଗଣମାଧ୍ୟମ ର ଭୂମିକା ଉପରେ ଆଲୋକ ପାତ କରିବା ସହ ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ଦ୍ଵାରା ଗ୍ରାମାଞ୍ଚଳର ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଥାନା ଏସ ଆଇ ଗୋପିନାଥ ମହାକୁଡ , ସହକାରୀ କୃଷି ଅଧିକାରୀ ସୁଜିତ ଭୋଇ , ବନପାଳ ଅରବିନ୍ଦ ଧରୁଆ , ସୁଧୀର ଜେନା , ସନ୍ଧ୍ୟାରାଣୀ ସେଠୀ, ସରପଞ୍ଚ ସଂଘ ସଭାପତି ସିମଞ୍ଚଲ ପୁରୋହିତ , ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର, ସମାଜ ସେବୀ ସତ୍ୟାନନ୍ଦ ସେନ୍ଦ୍ରିଆ, ଏ ଭି ଓ ଡ଼ା ସୁଜିତ କୁମାର ଶତପଥୀ , ଅଧ୍ୟାପକ ବଳଭଦ୍ର ଦାଶ, ପ୍ରବୀଣ ପୁରୋହିତ , ସଦାଶିବ ସରାଫ , ଉମାକାନ୍ତ ପଧାନ , ତାପସ ରଞ୍ଜନ ବେହେରା, ମନୋଜ ଦାସ , ରାସବିହାରୀ ପଧାନ , କପିଳ ସୁନା , ସରୋଜ ମିଶ୍ର , ଅବିନାଶ ବିଶ୍ଵାଳ , ରୁପେନ୍ଦ୍ର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ସାମ୍ବାଦିକ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଜ୍ୟୋତିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Related Post

କୋରୋନା ସମୟରେ ପ୍ରଧାନଶିକ୍ଷୟତ୍ରୀ ଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନ ଟଙ୍କା ହଡପ ଅଭିଯୋଗ

Posted by - August 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଛାତ୍ର ଛାତ୍ରୀ ଙ୍କ ସରକାରୀ ମଧ୍ୟାହ୍ନ ଭୋଜନ ବାବଦ ସହାୟତା ରାଶି ଟଙ୍କା କୁ ଶିକ୍ଷୟତ୍ରୀ ଙ୍କ ଲୋଲୁପ ଦୃଷ୍ଟି । ଶିକ୍ଷକ ଙ୍କ…

ନୀଳଗିରି:ଉପଖଣ୍ଡ ସ୍ତରୀୟ ଦୁଇ ଦିନିଆ କୃଷି ମେଳା ଉଦଯାପିତ

Posted by - February 15, 2021 0
ବାଲେଶ୍ଵର:(ସମରେନ୍ଦ୍ର ବାରିକ)ନୀଳଗିରି ସରକାରୀ ଡାକବଙ୍ଗଳା ପରିସରରେ, ଦୁଇ ଦିନିଆ, ଉପଖଣ୍ଡ ସ୍ତରୀୟ କୃଷି ମେଳା ଉଦଯାପିତ ହୋଇଯାଇଛି।ସୂଚନା ରୁ ଜଣା ପଡିଛି, ୧୪/୧୫ ତାରିଖ ଦୁଇଦିନ ପାଇଁ,…

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର : ୩ ଦିନ ପାଇଁ ରିଲିପଂ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Posted by - August 27, 2020 0
ଯାଜପୁର ଅଫିସ :ଜିଲ୍ଳ୍‌ାରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବାବେଳେ ଉଦ୍ଧାର ଓ ରିଲିପଂ କାର୍ଯ୍ୟକୁ ପ୍ରଶାସନ ତ୍ୱରାନ୍ୱିତ କରିଚ୍ଥି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ…

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ରେ ଶିକ୍ଷକ ଗିରଫ, ଠକିଛନ୍ତି ଲକ୍ଷାଧିକ ଟଙ୍କା

Posted by - March 19, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନିଯୁକ୍ତି ଅଭାବରୁ ଦେଶରେ ଶିକ୍ଷିତ ବେକାରୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାର ଯୁବକ ଯୁବତୀଙ୍କୁ ଚାକିରି ଯୋଗାଇବାରେ ବିଫଲ…

ପୁଣି ଭୁସୁଡ଼ିଲା ଅସ୍ଥାୟୀ ପୋଲ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନ ବାଧାପ୍ରାପ୍ତ

Posted by - September 30, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଚାରିଦିନ ହେଲା ଲଗାଣ ବର୍ଷା ଯୋଗୁଁ ଚଢ଼ିଆ ପଲ୍ଲୀ ଠାରେ ତିଆରି କରାଯାଇଥିବା ଅସ୍ଥାୟୀ ପୋଲ ଟି ବୋଡାନଦୀର ବନ୍ୟା ପାଣିରେ ଧୋଇ…