Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ରାଇଜିଙ୍ଗ ଷ୍ଟାର ଅଫ କଳାହାଣ୍ଡି ଆୱାର୍ଡ-୨୦୨୨’ ପାଇଲେ , ଯୁବ କଳାକାର ଓଁମ ପ୍ରକାଶ ମାଝୀ

23 0

ନର୍ଲା : (ଅମିୟ କୁମାର ଦାସ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିବେକ କଂଫେରେନ୍ସ ହଲ ଠାରେ ଅନୁଷ୍ଠିତ ଆୟୋଜିତ ‘ମୁଁ ବି କଳାକାର ହେବି’ଏକ ସ୍ୱତନ୍ତ୍ର ସଭା ରେ ଓଁମ ପ୍ରକାଶ ମାଝୀ ଙ୍କୁ ‘ରାଇଜିଙ୍ଗ ଷ୍ଟାର ଅଫ କଳାହାଣ୍ଡି ଆୱାର୍ଡ ୨୦୨୨’ କଳାହାଣ୍ଡି ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ପ୍ରଦାନ କରାଯାଇଛି। ଓଁମ ପ୍ରକାଶ ମାଝୀ ଲାଞ୍ଜିଗଡ ବ୍ଲକ କମର୍ଦା ଗ୍ରାମ ନିଵାସୀ ନିଜ ପ୍ରଚେଷ୍ଟା ଓ କଠୋର ଉଦ୍ୟମ ରେ ନିଜକୁ ଏକ ସ୍ୱତନ୍ତ୍ର ଯୁବ କଳାକାର ରୂପେ ଗଢ଼ି ତୋଳିଛନ୍ତି ନିଜ ଉଦ୍ୟମ ବଳରେ ନିଜ ସ୍ଵପ୍ନକୁ ସାକାର କରିବା ସହ କଳାହାଣ୍ଡି ମାଟିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏକ ଗର୍ବ ଓ ଗୋୖରବ ର ବିଷୟ ବୋଲି ବୋଲି ଡ଼. ଶିବରାମ ନାୟକ ବିବେକ ସେନାର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜ ବକ୍ତବ୍ୟ ରେ କହିଛନ୍ତି।

ଶିକ୍ଷାବିତ ପ୍ରଭାସ ମିଶ୍ର, ନାଟ୍ୟକାର ଡ. ଉମେଶ ଶତପଥି, ପ୍ରଦୀପ ଧଙ୍ଗଡ଼ାମାଝୀ, ରିୟାଜ ଅଲି, ନାଟ୍ୟ ନିଦ୍ଧେର୍ଶକ ଶଙ୍କର ନାୟକ,ବିରଞ୍ଚି କୁମାର ମୁଣ୍ଡ, ବ୍ୟଙ୍ଗକାର ସୁଶାନ୍ତ ମିଶ୍ର, ଶିକ୍ଷାବିତ ଡ଼ା. ସୁମନ ରଥ ଓ ମୁକୁନ୍ଦ ରେଡ୍ଡୀ ସଂମ୍ମାନୀତ ଅତିଥି ରୂପେ ଯୋଗଦେଇ ଥିଲେ। ସୁଶାନ୍ତ ନାଏକ, ବୃଷଭ ଦାସ ସହଯୋଗ କରିଥିବା ବେଳେ ବିବେକସେନା ବରିଷ୍ଠ ସଦସ୍ୟା ମିକୁମିକ୍ସ ନାୟକ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣଥିଲେ। ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଓଁମ ପ୍ରକାଶ ମାଝୀ ଙ୍କୁ ସମ୍ମାନିତ କରାଯାଇଥିଲା।

Related Post

ରାଜ୍ୟ ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଆୟୋଜିତ

Posted by - December 19, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ଜିଲ୍ଲାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆସନ୍ତା 17 ଡିସେମ୍ବରରୁ 19 ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଆୟୋଜିତ…

ପୂର୍ବତନ ମନ୍ତ୍ରୀ ଙ୍କ ବିୟୋଗ ରେ ଶୋକସଭା

Posted by - March 28, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା କଂଗ୍ରେସ ନେତା ରିପୁନାଥ ସେଠ ଙ୍କ ହୃଦଘାତ ରେ ପରଲୋକ ହୋଇଯାଇଛି l ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ…

ନବରଙ୍ଗପୁର ର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

Posted by - June 22, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ସମଗ୍ର ବିଶ୍ୱରେ ଆଜିର ଦିନ ରେ ଯୋଗ ଦିବସ ରୂପେ ପାଳନ କରାଯାଏ! ୨୦୧୫ ମସିହା ଠାରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

Posted by - August 31, 2021 0
ବରୀ 🙁 ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତ୍ନଗିରି ମଠାସହିରୁ ଆସିଛି ଏକ ବଧୁହତ୍ୟl ର ଅଭିଯୋଗ । ସୂଚନା ଅନୁଯାୟୀ ରାଜକନିକା ବ୍ଲକ…

ଥାଲାସେମିୟା ରୋଗୀ ମାନଙ୍କ ପାଇଁ ଅଶୋକ ଦାସ ଫାଉଣ୍ଡେସନ ର ରକ୍ତ ଦାନ ଶିବିର

Posted by - August 4, 2019 0
ଯାଜପୁର ରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଲଳିତେଶ୍ୱରରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଯାଜପୁର ବିଧାୟକ…