ଓଜେଏସ୍‌ ପାଇଲେ ବୁର୍ଲାର ଝିଅ ପ୍ରତିଭା ଦାଶ

25 0

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ) ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍‌) ପାଇଁ ଚୟନ ହୋଇଛନ୍ତି ବୁର୍ଲାର ଝିଅ ପ୍ରତିଭା ଦାଶ। ବୁର୍ଲା ପିଜି ଛକ ନିକଟରେ ରହୁଥିବା ପ୍ରତିଭା ଚୂଡ଼ାନ୍ତ ଚୟନ ତାଲିକାରେ ୩୧ତମ ସ୍ଥାନ ହାସଲ କରିଛନ୍ତି I ପ୍ରତିଭା ୨୦୨୦ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଆଇନ ସ୍ନାତ‌କୋତ୍ତର ପରୀକ୍ଷାରେ ‌ସ୍ବର୍ଣ୍ଣପଦକ ହାସଲ କରିଥିଲେ I ସେ ୟୁନିଭର୍ସିଟି ଲ’ କଲେଜ, ବାଣୀବିହାରରୁ ସେ ସ୍ନାତକ ଡିଗ୍ରି ହାସଲ କରିଥିଲେ।

ପ୍ରତିଭାଙ୍କ ପିତା ପ୍ରସନ୍ନ କୁମାର ଦାଶ ବିଏସ୍‌ଏଫ୍‌ରେ ଥିବା ବେଳେ ମା’ ପ୍ରିୟଦର୍ଶିନୀ ରଥ ଜଣେ ଗୃହିଣୀ I ଆଇନଗତ ସମସ୍ୟାର ସମାଧାନ ଏବଂ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିବା ପ୍ରତିଭା କହିଛନ୍ତି। ପ୍ରଥମ ଉଦ୍ୟମରେ ପ୍ରତିଭା ଏହି ସଫଳତା ହାସଲ କରି ସମ୍ବଲପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I

Related Post

ଆଜାଦି କି ଅମୃତ ମହୋତ୍ସବ ଅବସର ରେ ଏନଏଚଆଇ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 18, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଆଜାଦି କି ଅମୃତ ମହୋତ୍ସବ ଅବସରରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ବାରା ସମ୍ବଲପୁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟ କଲେ ଫାର୍ମାସିଷ୍ଟ

Posted by - June 15, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)  ରାଜ୍ୟ ଭେଷଜ ସଂଘର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଭେଷଜକ ପ୍ରଦୀପ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଝରିଗାଁ…

ଧର୍ମପ୍ରାଣା ମହିଳାଙ୍କ ଦେହାନ୍ତ

Posted by - July 9, 2020 21
ବରୀ:(ସ୍ନେହଂଶୁ ଶେଖର ମହାନ୍ତି ) ବରୀବ୍ଲକ ରଂପା ଗ୍ରାମର ଧର୍ମପ୍ରାଣା ମହିଳା ତିଳତମା ମହାନ୍ତିଙ୍କର ମଙ୍ଗଳବାର ଭୋର ୪ଟା୧୦ ମିନିଟରେ କଟକର ଏକ ଘରୋଇ ଚିକିତ୍ସାଳୟରେ ଦେହାନ୍ତ…

କେସିଙ୍ଗା ଥାନା ସମ୍ନାରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ,ଦୁଇ ଜଣେ ମୃତ ଦୁଇ ଗୁରୁତର

Posted by - May 3, 2022 0
କେସିଙ୍ଗା:(ପୀତେଶ ପଟେଲ) ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ କେସିଙ୍ଗା ଥାନା ସମ୍ନାରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l 18 ଚକିଆ ଟ୍ରକ ନମ୍ୱର୍…