Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ପ୍ରଶାସନ ପକ୍ଷରୁ ପଲିଥିନ ଧରପଗଡ଼ ୭୭  ହଜାର  ୫ ଶହ ଟଙ୍କା  ଜରିମାନା ଆଦାୟ

176 0

ଧର୍ମଗଡ :  (ହେମନ୍ତ କୁମାର ମାଝୀ) ଧର୍ମଗଡ ସହର  କୁ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ କରିବା ପାଇଁ ଧର୍ମଗଡ ଉପଜିଲ୍ଲାପାଳ ତଥା ଧର୍ମଗଡ ବିଜ୍ଞାପିତ ପରିଷଦ ପ୍ରସାନିକ ଅଧିକାରୀ ବେଦ ଭୂଷଣ ଙ୍କ ନେତୃତ୍ୱରେ ଏକ ଏନଫୋର୍ସ ମେଣ୍ଟ ଟିମ ଧର୍ମଗଡ ସହର ରେ ଥିବା ବହୁ ଦୋକାନ ଓ ଠେଲା ଦୋକାନ ଉପରେଗତ କାଲି ସନ୍ଧ୍ୟାରେ ଚଢ଼ାଉ କରିଥିଲେ। ଚଢାଉ ସମୟରେ ବିଭିନ୍ନ ଦୋକାନ ରୁ  ୬୮ କେଜି ର ପଲିଥିନ ଜବତ କରି ମୋଟ ୭୭ ହଜାର ୫ଶହ ଟଙ୍କା  ଜରିମାନା ଆଦାୟ କରିଥିଲେ। ଏହି ଟିମ ରେ ଧର୍ମଗଡ ତହସିଲଦାର ହରେ କୃଷ୍ଣ ବରିହା, ସହଯୋଗୀ ଜିଲ୍ଲା ପାଳ ଚିନ୍ମୟ କୁମାର ନାୟକ, ଙ୍କ  ସମେତ  ଧର୍ମଗଡ ଏନଏସି କର୍ମଚାରୀ ମାନେ ସାମିଲ ହୋଇଥିଲେ।

ଧର୍ମଗଡ ସହରକୁ ସମ୍ପୂର୍ଣ୍ଣ  ପଲିଥିନ ମୁକ୍ତ କରିବା ପାଇଁ ପ୍ରଶାସନ କୁ ସହଯୋଗ କରି ଦୋକାନୀ, ଓ ଉଠା ଦୋକାନି ମାନେ ନିଜ ପାଖରେ ଥିବା ପଲିଥିନ କୁ ବିକ୍ରୟ ରେ ବ୍ୟବହାର ନ  କରି  ଏନଏସି ର ବର୍ଜ୍ୟବସ୍ତୁ ନେଉଥିବା ଗାଡି ମାନଙ୍କ ରେ ଦେବା ସହିତ ଗ୍ରାହକ ମାନଙ୍କୁ କପଡା ତିଆରି ବେଗ ସାଙ୍ଗରେ ଆଣି ସାମଗ୍ରୀ ନେଵାକୁ ସଚେତନ କରିବାକୁ ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ ସ୍ଥାନୀୟ ଦୋକାନି ଓ ସହର ବାସୀ ଙ୍କୁ ଅନୁରୋଧ କରିବା ସହିତ ଆସନ୍ତା ରବିବାର ପରେ ଯେଉଁ ଦୋକାନି ଙ୍କ ଠାରୁ ପଲିଥିନ ମିଳିବା ସୂଚନା ମିଳିବ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଉପଜିଲ୍ଲାପାଳ ତାଗିଦ କରିଛନ୍ତି।ତେବେ ଗତକାଲି ରାତିର ଧରପଗଡ଼ ପରେ ଆଜି ଧର୍ମଗଡ ସହର ର ସାନ ଓ ବଡ଼ ଦୋକାନ ସମେତ ପଥ ପ୍ରାନ୍ତ ଦୋକାନି ମାନେ ପଲିଥିନ ରେ ସାମଗ୍ରୀ ଦେବା ବନ୍ଦ କରିବା ସହିତ ଗ୍ରାହକ ମାନେ ବେଗ ଧରି ଆସିବାକୁ କହୁ ଥିବା ଦେଖିବାକୁ ମିଳିଥିଲା। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ

Related Post

ଯାଜପୁର ବାଳାଶ୍ରମ ପଡିଆରେ ସର୍ବଭାରତୀୟ ସୁନି ଇଜତେମା

Posted by - March 1, 2020 1,838
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବାଳାଶ୍ରମ ପଡିଆରେ ସର୍ବଭାରତୀୟ ସୁନି ଇଜତେମା । ଏହି ଧର୍ମ ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ମୁସଲମାନ ଧର୍ମାବଲମ୍ବୀ…

ଜିଲ୍ଲାପାଳ ନବରଙ୍ଗପୁର ଙ୍କ କାର୍ଯ୍ୟାଳୟର ଅଶୋକ ମେହେଟା ସଭା ଗୃହରେ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ

Posted by - October 30, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଜିଲ୍ଲାପାଳ ନବରଙ୍ଗପୁର ଙ୍କ କାର୍ଯ୍ୟାଳୟର ଅଶୋକ ମେହେଟା ସଭା ଗୃହରେ ସରକାରଙ୍କ ନିର୍ଦ୍ଧେଶ କ୍ରମେ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ ଜିଲ୍ଲା…

ଖପ୍ରାଖୋଲ ବ୍ଲକ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Posted by - September 7, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।…

ରାଜ୍ୟସ୍ତରୀୟ ଜାତୀୟ ହସ୍ତ ତନ୍ତ ଦିବସ ପାଳିତ

Posted by - August 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆଜି ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ଜାତୀୟ ହସ୍ତ ତନ୍ତ ଦିବସ । ଏ ପରିପେକ୍ଷିରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର କହିଛନ୍ତି…

ବିଷାକ୍ତ ସାପ କୁମୁଡାରେ ମୃତ୍ୟୁ

Posted by - August 15, 2021 0
ବୌଦ୍ଧ :(ଚିତ୍ତରଂଜନସିଂ) ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ବଡ଼ବନ୍ଧ ଗ୍ରାମର ସୁରେଶ ମୁଣ୍ଡା(୧୮) ନାମକ ଯୁବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମହାଳିକପଡା ଗ୍ରାମ ପଞ୍ଚାୟତର ଜାବର୍…