ଜେଏସପିଏଲ ଦ୍ଵାରା ଆଇନା କାର୍ଯ୍ୟକ୍ରମ ଶୁଭାରମ୍ଭ

277 0

ଅନୁଗୁଳ: (ମହେଶ ଭୋମରାଜ)ଆଜି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡପରିସରରେ ନିରାପତ୍ତା ସମ୍ବଦ୍ଧୀୟ ଏକ ଉପକ୍ରମ “:ଆଇନା” ଯାହାକି ଆଗୁଆ କାର୍ଯ୍ୟlନୁଷ୍ଠାନ ମାଧ୍ୟମରେ ଶିଳ୍ପ ପରିସରରୁ ଦୁର୍ଘଟଣାକୁ ରୋକିବlସମ୍ବଦ୍ଧୀୟ ଏକ କାର୍ଯ୍ୟକ୍ରମକୁଅନୁଗୋଳ ଫାକ୍ଟରିସ ଆଣ୍ଡ ବଏଲର୍ସ ବିଭାଗର ଉପ-ନିର୍ଦେଶକ ଶ୍ରୀ ଅବନିକାନ୍ତନାଏକ ଉଦଘାଟନ କରିଛନ୍ତିl ଏହି କାର୍ଯ୍ୟକ୍ରମଟିଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର କୋଲ ଗ୍ୟାଶିଫିକେସନପ୍ଳାଣ୍ଟ ପରିସରରେ ବିକଶିତ କରାଯାଇଅଛି l ଇତ୍ୟବସରରେ ଶ୍ରୀ ନାଏକକୋଲ ଗ୍ୟାଶିଫିକେସନ ପ୍ଳାଣ୍ଟ, କୋଲ ୱାସେରୀ, ଷ୍ଟିଲ ମେଲଟିଙ୍ଗ ସପ, ବ୍ଳାଷ୍ଟ ଫର୍ନେସ,ସିନ୍ଟର ପ୍ଳାଣ୍ଟ ଇତ୍ୟାଦି ବୁଲି ଦେଖିଥିଲେ l

  1. ଶ୍ରୀ ନାଏକଙ୍କର ଏହି ନିରୀକ୍ଷଣ ସେଣ୍ଟ୍ରାଲ ଇନ୍ସପେକସନ କୋଡିନେସନ ଗ୍ରୁପ ଓଡିଶାର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ lଜେଏସପିଏଲର ସୁରକ୍ଷା ସଂସ୍କୃତି ନିମନ୍ତେ ନିରନ୍ତର ପ୍ରୟାସକୁ ଉଚ ପ୍ରଶଂସା କରିବା ସହ କେତେଗୁଡିଏ ନୂତନ ମତାମତ ପ୍ରଦାନ କରିଥିଲେ l ଜେଏସପିଏଲ ଓଡିଶାର ମୁଖ୍ୟ ପରିଚାଳନା ଅଧିକାରୀ, ଶ୍ରୀ ପଙ୍କଜ ଗୌତମଫାକ୍ଟରିସ ଆଣ୍ଡ ବଏଲର୍ସ ବିଭାଗର ଉପ-ନିର୍ଦେଶକ ଶ୍ରୀ ଅବନିକାନ୍ତ ନାଏକଙ୍କୁ ତାଙ୍କର ପରିଦର୍ଶନ ଏବଂ ବହୁ ମୂଲ୍ୟ ମତାମତ ପାଇଁ ଧନ୍ୟବାଦ ଦେବା ସହ ଜେଏସପିଏଲ ମ୍ୟାନେଜମେଣ୍ଟ ନିରାପଦ କର୍ମ ପରିବେଶ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାଇଥିଲେ l ଆଇନା ଯାହାକି ଆଗୁଆ କାର୍ଯ୍ୟlନୁଷ୍ଠାନ ମାଧ୍ୟମରେ ଶିଳ୍ପ ପରିସରରୁ ଦୁର୍ଘଟଣାକୁ ରୋକିବାଫାକ୍ଟରିସ ଆଣ୍ଡ ବଏଲର୍ସ ନିର୍ଦେଶାଲୟର ଏକ ଉପକ୍ରମ ଅଟେ lଓଡିଶା ରାଜ୍ୟ ଫାକ୍ତ୍ରି ଆଣ୍ଡବଏଲର୍ସ ବିଭାଗ ତରଫରୁ ଜାରି ହୋଇଥିବା ଶିଳ୍ପାନୁଷ୍ଠାନରେ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ଯୋଜନାର ଏକ ପ୍ରମୁଖ ଅଙ୍ଗ ଅଟେ l

Related Post

ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡ଼ବିଲ ରେ ଶିଶୁଦିବସ ଉତ୍ସବ

Posted by - November 14, 2019 401
ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡ଼ବିଲ ରେ ଶିଶୁଦିବସ ଉତ୍ସବ ଖୁବ ସୁନ୍ଦର ଭାବରେ ପାଳନ କରାଯାଇଛି।ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ…

ଭୋଟ ଗଣନାର ପ୍ରଥମ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତାଦର.ବସିବାକୁ ଚୌକିଟେ ଭି ନ ଥିଲା

Posted by - February 26, 2022 0
କେସିଙ୍ଗା:(ପୀତେଶ ପଟେଲ)ଆଜି ଭୋଟ ଗଣନାର ଆରମ୍ଭ ଦିନ ଥିଲା ।ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ପାଇ ଚୌକୀ ମଧ୍ଯ ନ ଥିଲା କିନ୍ତୁ ନିଜେ କେସିଙ୍ଗାର ନିର୍ବାଚନ ଅଫିସର…

ଗାଁରେ ପହଞ୍ଚିଲାନି ଦାଦନଙ୍କ ଶବ : ହାଇଦ୍ରାବାଦ ରେ ପତ୍ନି ର ଅନ୍ତିମ ସସ୍କାର କଲେ ସ୍ଵାମୀ

Posted by - June 17, 2022 0
ଭବାନିପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସରକାରଙ୍କ ଜନହିତକର ଯୋଜନା କଳାହାଣ୍ଡି ରେ ହେଉଛି ବାଟବଣା, ପେଟ ଚାଖଣ୍ଡକ ପାଇଁ ଲୋକେ ସାଜୁଛନ୍ତି ଦାଦନ ଏବଂ…

କଳିଙ୍ଗନଗରରେ ତୃତୀୟ ରାଜ୍ୟସ୍ତରୀୟ କଳିଙ୍ଗନଗର ମହୋତ୍ସବ ଉଦଘାଟିତ

Posted by - December 9, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କଳିଙ୍ଗନଗରରେ ତୃତୀୟ ରାଜ୍ୟସ୍ତରୀୟ କଳିଙ୍ଗନଗର ମହୋତ୍ସବ ଉଦଘାଟିତ ହୋଇ ଯାଇଛି।ରାଜ୍ୟ ପଂଚାୟତିରାଜ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ…

Leave a comment

Your email address will not be published.