ଦାଦନ ଚାଲାଣ ବେଳେ ୮ ଶ୍ରମିକ ୨ ଶିଶୁ ଉଦ୍ଧାର

68 0

ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଲାଠୋର ଥାନା ନିକଟ ବସ ଷ୍ଟପ ରୁ ବେଆଇନ ଦାଦନ ଚାଲାଣ ବେଳେ ୩ ଜଣ ମହିଳା , ୫ ଜଣ ପୁରୁଷ ଦାଦନ ଶ୍ରମିକ ସମେତ ୨ ଶିଶୁ ରବିବାର ଦିନ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ କୌଣସି ବିସ୍ଵସ୍ତ ସୂତ୍ରରୁ ବେଆଇନ ଦାଦନ ଚାଲାଣ ନେଇ ପୋଲିସ ଖବର ପାଇ ଚଢାଉ କରି ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲା।

ଚଢ଼ଉ ସମୟରେ ତୁରେକେଲା ଥାନା ଅନ୍ତର୍ଗତ କନ୍ଦାଗାର୍ଡ ଗାଁ ର ସର୍ଦ୍ଦାର ନବୀନ ମାଝୀ ଦାଦନ ଶ୍ରମିକ ମାନଙ୍କ ଆବଶ୍ୟକ କାଗଜ ପତ୍ର ପୋଲିସ କୁ ଦେଖାଇ ପାରିନଥିଲା । ପରେ ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ଗ୍ରାମରେ ଛାଡି ଦିଆଯାଇଥିବା ଜଣାପଡିଛି । ଏନେଇ ଏକ ବେଆଇନ ଦାଦନ ଚାଲାଣ ମାମଲା ରୁଜୁ ହୋଇ ଆସାମୀ ସର୍ଦ୍ଦାର କୁ କୋର୍ଟ ଚାଲାଣ କରାଯାଇଥିବା ଲାଠୋର ଥାନା ଅଧିକାରୀ ଝଶକେତନ ଭୋଇ ପ୍ରକାଶ କରିଛନ୍ତି।

Related Post

ବିରଜା କ୍ଷେତ୍ର ପରିକ୍ରମା ସମିତି ପକ୍ଷରୁ ସାଧୁସନ୍ଥ ମାନଙ୍କ ଦ୍ୱାରା ବିଭିନ୍ନ ମଠ ଓ ମନ୍ଦିର ପରିକ୍ରମା ଜାରି 

Posted by - November 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ବିରଜା କ୍ଷେତ୍ର ପରିକ୍ରମା ସମିତି ପକ୍ଷରୁ ସାଧୁସନ୍ଥ ମାନଙ୍କ ଦ୍ୱାରା ବିଭିନ୍ନ ମଠ ଓ ମନ୍ଦିର ପରିକ୍ରମା ଜାରି…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Posted by - March 21, 2021 0
ଭୁବନେଶ୍ବର ୨୦/୦୩ : ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୩ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ…

କରୋନା ବ୍ୟାପିବା ନେଇ ସୋସିଆଲ ମିଡିଆ ଗୁଜବରୁ ରୁହନ୍ତୁ ସତର୍କ

Posted by - March 15, 2020 389
ପ୍ରାଣଘାତକ କରୋନାକୁ ନେଇ ଚାରିଆଡେ ଭୟର ମାହୋଲ। ଏପରିସ୍ଥଳେ ସୋସିଆଲ ମିଡିଆରେ ଭଳିକି ଭଳି ତଥ୍ୟ ଘୂରିବୁଲୁଛି। ଯେପରି କରୋନା ହେଲେ ମୃତ୍ୟୁ ହେବା ସୁନିଶ୍ଚିତ ବୋଲି…

କଂଗ୍ରେସ ଦଳର ବନ୍ଦ ଡ଼ାକରା,ଜନସାଧାରଣ ଙ୍କ ଅଭୂତପୂର୍ବ ସମର୍ଥନ

Posted by - November 13, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ରାଜ୍ୟବ୍ୟାପୀ ମଶାଧିକ କାଳ…

ବଢି ଚାଲିଛି ଯାଜପୁର ରେ ଆକ୍ରାନ୍ତ ଙ୍କ ସଂଖ୍ୟା,ରାଜ୍ୟ ରେ ୧୮୦

Posted by - May 6, 2020 0
ଭୁବନେଶ୍ୱର ୦୬।୦୫: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି…