ଏବେ ବି ମାନବିକତା ବଞ୍ଚିଛି , ଆହତ ସ୍ବାମୀ ସ୍ତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ସ୍ବେଚ୍ଛାସେବୀ

152 0

ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)  ବିଜୁ ଜନତାଦଲର ମହାନଗର ସଭାପତି ପ୍ରଫୁଲ୍ଲ କୁମାର ଦାଶ,ବରିଷ୍ଠ ନେତା ସତ୍ୟେନ୍ଦ୍ର କୁମାର ଦାଶ, ବିଜୁ ସ୍ମୃତି କମିଟିର ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ ଓ ମାୟାଧର ଜେନା ମିଶି ଜମନକିରାରେ ଏକ କାର୍ଯ୍ୟକ୍ରମ ଯୋଗଦେଇ ରାତ୍ରିକାଳୀନ ପ୍ରାୟ ୭/୩୦ମି. ସମୟରେ ସମ୍ବଲପୁରକୁ ଫେରୁଥିବା ବେଳେ ପଡ଼ିଆବାହାଲ(ବାରିବନ୍ଦ) ଠାରେ NH-56 ଉପରେ ଏକ ଏକ୍ଟିଭା ଗାଡି ନମ୍ବର OD 15Q 4407 ରେ ଧନକଉଡା ୱାର୍ଡ-୩୧ ନିବାସୀ ପ୍ରଫୁଲ ନାୟକ ଓ ତାଙ୍କ ପତ୍ନୀ କେତକୀ ନାୟକ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ମଝିରେ ପଡି ଚିତ୍କାର କରୁଥିଲେ ମାତ୍ର ରାତ୍ରୀ ସମୟ ଭାବି କେହି ତାଙ୍କୁ ସାହାର୍ଯ୍ଯ ପାଇଁ ରହୁ ନ ଥିଲେ।

ହାଙ୍କ ନଜର ତାଙ୍କ ଉପରେ ପଡିବା କ୍ଷଣି ସେଠାରେ ଅଟକି ଥିଲେ। ଆହତଙ୍କ ହାତ ଭାଙ୍ଗି ଯାଇଛି, ଅଣ୍ଟାରେ,ମୁଣ୍ଡରେ ଆଘାତ ତଥା ରକ୍ତାତ ଅବସ୍ଥାରେ ଥିବା ଦେଖି ସଙ୍ଗେ ସଙ୍ଗେ ଏମ୍ବୁଲାନ୍ସ କୁ ଡାକି ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ଅସ୍ତିଶଲ୍ୟ ବିଭାଗରେ ଭର୍ତ୍ତି ମାନବିକତାର ପରିଚୟ ଦେଇଥିଲେ। ଧନ୍ୟବାଦ ସେହି ଡାକ୍ତର ପ୍ରଦୀପ କୁମାର ଦାଶଙ୍କୁ ଯେ ଏମାନେ ଫୋନ କରିବା ସଙ୍ଗେ ସଙ୍ଗେ ଆସି ତାଙ୍କୁ ଚିକିତ୍ସା କରିଥିଲେ । ପରେ ତାଙ୍କ ଗାଡି ସହ ସମସ୍ତ ଜିନିଷ ପତ୍ର ତାଙ୍କୁ ହସ୍ତାନ୍ତର କରିଥିଲେ।

Related Post

ଓଡ଼ିଆପାଲି ଗାଁ ରେ ଜବର୍ ଦଖଲ ଗୋଚର ଜମି ଉଦ୍ଧାର ପାଇଁ ପ୍ରଶାସନର ସଚେତନତା ସଭା

Posted by - July 18, 2022 0
ଖପ୍ରାଖୋଲ: ୧୭/୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଲି ଗାଁ ରେ ରଜସ୍ଵବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ର ମିଳିତ ଉଦ୍ୟମରେ ଜବର ଦଖଲ ଗୋଚର…

ହରିଶଙ୍କରରୁ ନୃସିଂହନାଥକୁ ରୋପୱେ ନିର୍ମାଣ ଦ।ବୀରେ କୋଶଲ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲ ବନ୍ଦ ପାଳନ , ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

Posted by - October 17, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରୁ ନୃସିଂହନାଥ କୁ ରୋପୱେ ନିର୍ମାଣ ଦବୀରେ…

୭୦ ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Posted by - November 12, 2021 0
ବସ୍ତା :(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ପାଉଁଶ କୁଲି ପଞ୍ଚାୟତ ରେ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୭୦ ତମ ଉତ୍ସବ…

ମହିଳାଙ୍କ ଖଲଣା ଗ୍ରାମପଞ୍ଚାୟତ ରେ ବୁଲି ମଦବିରୋଧି ନାରା

Posted by - December 15, 2019 0
କେନ୍ଦୁଝର: ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ଗ୍ରାମରେ ଦିନକୁଦିନ ଚୋରାମଦ ଓ ମଦୁଆଙ୍କ ଉତ୍ପାତ ବୁଦ୍ଧି ଯୋଗୁଁ ଗ୍ରାମବାସୀ ବହୁ ଅସୁବିଧା ରେ ପଡୁଛନ୍ତି। ସୁଚନାରୁ ଜଣାଯାଏ…

କେଳାକଟା ଗୋବର୍ଦ୍ଧନ ପାହାଡ଼ରେ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ଆୟୋଜିତ

Posted by - August 13, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ସ୍ଥିତ ଗୋବର୍ଦ୍ଧନ ପାହାଡରେ ବିଶିଷ୍ଟ ଗୋସେବିକା ତାରକାନ୍ତି ପଟେଲଙ୍କ ଦ୍ୱାରା ଗୋମୟରେ ଏକ ବୃହତ ରାକ୍ଷୀ…