ଚନ୍ଦ୍ର ଗ୍ରହଣ ପାଇଁ ୮ ତାରିଖ ବନ୍ଦ ରହିବ ମଙ୍ଗଳା ମନ୍ଦିର

51 0

ସମ୍ବଲପୁର: ୦୬/୧୧ (ରମାକାନ୍ତ ବିଶ୍ବାଳ) ଆସନ୍ତା ୮ ତାରିଖ ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ସମ୍ବଲପୁର ସହର ଭୁତାପଡା ମା’ ମଙ୍ଗଳାଙ୍କ ମନ୍ଦିରରେ ମା’ ମଙ୍ଗଳାଙ୍କ ଦର୍ଶନ ବନ୍ଦ ରହିବ I ଉକ୍ତଦିନ ପ୍ରାତଃ ଘ.୫. ୫୧ ମି. ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିର ଖୋଳାଯାଇ ମଙ୍ଗଳ ଆଳତୀ, ଭୋଗ ଅର୍ପଣ ପରେ ମନ୍ଦିର ବନ୍ଦ ରହିବ I

୯ ତାରିଖ ବୁଧବାର ସକାଳ ସୂର୍ଯ୍ୟଦୟ ପୂର୍ବରୁ ମନ୍ଦିର ଶୋଧନ କରାଯିବ I ପ୍ରାତଃ ଘ. ୬. ୨୦ମି ଗତେ ମା’ ମଙ୍ଗଳାଙ୍କ ନୀତିକାନ୍ତି ସହିତ ମଙ୍ଗଳ ଆଳତୀ ପରେ ଭକ୍ତମାନେ ମା’ ମଙ୍ଗଳାଙ୍କ ଦର୍ଶନ କରିପାରିବେ ବୋଲି ମନ୍ଦିର ପୂଜକ ମହେଶ୍ୱର ପଣ୍ଡା ସୂଚନା ଦେଇଛନ୍ତି I

Related Post

ବିପଦ ସମୟରେ ଆଉ ଥାନାକୁ ଦୌଡିବାକୁ ପଡିବ ନାହିଁ ।“ସୁରକ୍ଷା ବାହାନ” ର ଶୁଭାରମ୍ଭ

Posted by - September 20, 2019 349
ବିପଦ ସମୟରେ ଆଉ ଥାନାକୁ ଦୌଡିବାକୁ ପଡିବ ନାହିଁ । ଆପଣ ନିଜ ମୋବାଇଲରୁ ୧୦୦ ଡାଏଲ କରିଦେଲେ ପୋଲିସ ଆପଣଙ୍କ ପାଖରେ ପହଂଚିଯିବ । ଏଭଳି…

ଦାଦନ ଖଟିବାକୁ ଯାଇ ଯାଇ ନବମ ଶ୍ରେଣୀ ଛାତ୍ରର ହାଇଦ୍ରାବାଦ ରେ ମୃତ୍ୟୁ

Posted by - May 27, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୁପ ନେଉ ଥିବା ବେଳେ , ପୁଣି…

ଅଲ ଇଣ୍ଡିଆ ଅଙ୍ଗନବାଡି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର

Posted by - February 12, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଅଙ୍ଗନବାଡି କର୍ମୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀ କରି ଯାଜପୁରରେ ଅଲ ଇଣ୍ଡିଆ ଅଙ୍ଗନବାଡି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ…