ଓଡିଶା କର୍ମଜିବି ସାମ୍ବାଦିକ ସଂଘ ବୌଦ୍ଧ ଶାଖା ର ବାର୍ଷିକ ଉତ୍ସବ ପାଳିତ

22 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ଆଜି ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖା ତରଫରୁ ପାରିଜାତ ପ୍ୟାଲେସ କନଫରେନ୍ସ ହଲ ଠାରେ ଜିଲ୍ଲା ସଭାପତି ମନୋରଞ୍ଜନ ଦାସ ଙ୍କ ସଭାପତିତ୍ୱ ରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି!

ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧକ୍ଷ ପ୍ରିୟଦର୍ଶି ରଥ , ସମ୍ମାନିତ ଅତିଥି ଆଇନ ଯିବି ଚନ୍ଦ୍ରଶେଖର ପାଢ଼ୀ,ଡ଼ଃ ହିମାଂଶୁ ପାଢ଼ୀ ଆଠମଲ୍ଲିକ ମହାବିଦ୍ୟାଳୟ ଅଧକ୍ଷ,ଆସୋତଶ ଦାସ,ଇଂ ସଞ୍ଜୟ ପଣ୍ଡା, ଶିକ୍ଷାବିତ ତ୍ରଲୋକ୍ୟ ତ୍ରିପାଠୀ ଙ୍କ ସମେତ ଆଇନ ଯିବି, ସମାଜସେବୀ, ବୁଦ୍ଧିଜୀବୀ ଓ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପାଣି, ସତ୍ୟଜିତ ପଣ୍ଡା, ଜଗଦାନନ୍ଦ ମହାପାତ୍ର ଏବଂ ବୌଦ୍ଧ ଜିଲ୍ଲା ଶାଖା ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ର ସାମ୍ବାଦିକ ବନ୍ଧୁ ମlନେ ଉପସ୍ଥିତ ରହିଥିଲେ

Related Post

ଜବାହାର ନବୋଦୟ ବିଦ୍ୟାଳୟ ରେ ଟୋବାକୋ କଣ୍ଟ୍ରୋଲ ଦିବସ ପାଳିତ

Posted by - September 21, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟ ରେ ଆଜି ଟୋବାକୋ କଣ୍ଟ୍ରୋଲ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର…

କଣ୍ଟିପୁର ରଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ

Posted by - March 10, 2021 0
ଯାଜପୁର ଅଫିସ : ବିଂଝାରପୁର କଣ୍ଟିପୁର ସ୍ଥିତ ରଙ୍ଗାଧର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ ହୋଇଯାଇଛି । ବିଂଝାରପୁର ବିଧାୟିକା ପ୍ରମିଳା ମଳିକ…

କଳାହାଣ୍ଡି ଲେଖିକା ସଂଘର ବୈଠକ

Posted by - June 21, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲେଖକ କଳା ପରିଷଦଠାରେ କଳାହାଣ୍ଡି ଲେଖିକା ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ହେଲେ କେଶବ ନାରାୟଣ ଜୈନ

Posted by - March 25, 2022 0
ବଙ୍ଗୋମୁଣ୍ଡା: ତା୨୩/୩(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତିର ଆଜି ବୁଧବାର ଥିଲା ଉପାଧ୍ୟକ୍ଷ ନିର୍ବାଚନ ରେ କଂଗ୍ରେସ ସମରର୍ଥିତ ପ୍ରାଥି କେଶବ ନାରାୟଣ ଜୈନ…

ଷ୍ଟାଫ୍ ସିଲେକ୍ସନ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ

Posted by - August 18, 2022 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ) ଅତିରକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୧ ତାରିଖ ଦିନ ଅନୁଷ୍ଠିତ ହେବାକୁଥିବା ଷ୍ଟାଫ ସିଲେକ୍ସନ ପରୀକ୍ଷା ଆୟୋଜନ ନିମନ୍ତେ…