Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କୃଷି ବୀମା ପାଉଣା ଦାବିରେ ତହସିଲଦାରଙ୍କୁ ଭେଟି ଆଲୋଚନା କଲେ ଚାଷି ସଂଗଠନ

27 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ କୃଷକ ସଂଗଠନ ତରଫରୁ ବକେୟା କୃଷି ବୀମା ସମ୍ପର୍କରେ ସୋମବାର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଙ୍କୁ ଭେଟି ଆଲୋଚନା କରିଥିବା ଜଣାଯାଇଛି । ବ୍ଲକ କୃଷକ ସଂଗଠନ ସଭାପତି ମୋହନ ସୁନା ଙ୍କ ନେତୃତ୍ୱ ରେ ଗୁନମଣି ଭୋଇ , ମଧୁସୂଦନ ସାହୁ, ବାବୁଲାଲ ଭୋଇ, ନାରାୟଣ ନାଗ , ସୁଦନ ଭୋଇ , ସମ୍ପତି ଭୋଇ , ଛାୟାକାନ୍ତ ବାରିକ, ହରିହର ପଧାନ ପ୍ରମୁଖ ଚାଷୀ ତହସିଲଦାର ଙ୍କ ସହ ଆଲୋଚନା କରିବା ସହ ଆଗାମୀ ୫ ତାରିଖ ମଧ୍ୟରେ କୃଷି ବୀମା ଟଙ୍କା ଚାଷୀ ଖାତା ରେ ନପଡ଼ିଲେ ଆନ୍ଦୋଳନ କରିବାକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

Related Post

ସିନ୍ଧେକେଲା ହରିଜନ ପଡା ଠାରେ ଷୋହଲ ପ୍ରହରୀ ନାମଯଜ୍ଞ ସମ୍ପନ୍ନ

Posted by - May 17, 2022 0
ବଙ୍ଗୋମୁଣ୍ଡା :ତା୧୭/୫(ଅଭିମନ୍ୟୁ ବହିଦାର ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ହରିଜନପଡା ଅନୁକୂଲ୍ୟରେ ବୈଶାଖ ମାସ ଶୁକ୍ଳ ପକ୍ଷୀୟ ନୃସିଂହ ଚତୁର୍ଦ୍ଦଶୀ ପୂର୍ଣ୍ଣିମା ମେଳା ଶ୍ରୀ…

ବିଶ୍ୱ ଜନସଂଖ୍ୟା ଦିବସରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଙ୍କୁ ‘ଲାଇଫ ଟାଇମ ଆଚିଭମ୍ୟାଣ୍ଟ’ ସାଂମ୍ମାନ

Posted by - July 12, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ): ପରିବାର ନିୟୋଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରକାରୀ ଡାକ୍ତରଖାନାରେ ଅବସ୍ଥାପିତ ସ୍ତ୍ରୀ ଓ ପ୍ରସୂତି…

ମନମୁଣ୍ଡା ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Posted by - January 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଜାତୀୟ ପକ୍ଷୀ ଦିବସ ଉପଲକ୍ଷେ ଓଡିଶା ମୋ ପରିବାର…

ହରିଶଙ୍କର ଡିଅର ପାର୍କ ଛଟେଇ ଶ୍ରମିକଙ୍କ ଅଭିଯୋଗ,ବନବିଭାଗ କର୍ମଚାରୀ ଙ୍କ ନାମରେ ଖପ୍ରାଖୋଲ ଥାନାରେ ମାମଲା

Posted by - January 29, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଡିଅର ପାର୍କର ଛଟେଇ ଶ୍ରମିକ ମାନେ ହରିଶଙ୍କର ଫରେଷ୍ଟର ପ୍ରିୟ ବ୍ରତ ମହାକୁଡ଼ ଓ…

ମଙ୍ଗଳପୁର ଥାନା ଝୁମ୍ପୁରୀ ଗାଁରେ ବଧୁହତ୍ୟା ଅଭିଯୋଗ

Posted by - May 11, 2022 0
ଯାଜପୁର  :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ମଙ୍ଗଳପୁର ଥାନା ଝୁମ୍ପୁରୀ ଗାଁରେ ବଧୁହତ୍ୟା ଅଭିଯୋଗ । ମୃତକ ହେଲେ ଚଇନପୁର ଗ୍ରାମର ସଞ୍ଜୟ କୁମାର ସାହୁଙ୍କ…