ଖପ୍ରାଖୋଲ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

40 0

ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଠାରେ ସି ଆର୍ ପି ଏଫ୍ ୧୮୯ ବେଟେଲିଏନ୍ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ସୋମବାର ପାଳିତ ହୋଇଯାଇଛି। ଇନ୍ସପେକ୍ଟର ବବୁଲ କୁମାର ରାଏ ଙ୍କ ନେତୃତ୍ୱ ରେ ଏକ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିବା ବେଳେ ବିଭିନ୍ନ ବର୍ଗର ଲୋକ ଏଥିରେ ସାମିଲ ହୋଇଥିଲେ। ପରେ ସି ଆର୍ ପି ଏଫ୍ ଯବାନ ଙ୍କ ତରଫରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ବ୍ଲକ ର ବିଭିନ୍ନ ଅଞ୍ଚଳ ଗସ୍ତ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ଉପରେ ସଚେତନ କରିଥିଲେ ।

Related Post

ବିଶିଷ୍ଟ ସାରସ୍ବତ ସାଧକ ତଥା ନାଟ୍ୟକାର ଡ.ମଙ୍ଗଲୁ ଚରଣ ବିଶ୍ୱାଳଙ୍କ ପଟଲୋକ

Posted by - January 11, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଓଡ଼ିଆ ଓ ସମ୍ବଲପୁରୀ ସାହିତ୍ୟ ର ବିଶିଷ୍ଟ ଲେଖକ ତଥା ସାରସ୍ବତ ସାଧକ ନାଟ୍ୟକାର ଡ.ମଙ୍ଗଲୁ ଚରଣ ବିଶ୍ୱାଳ ଙ୍କ ପରଲୋକ।ସମ୍ବଲପୁର ଜିଲ୍ଲା ବାରଡୁଙ୍ଗରି…

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ, ଆଲୋଚନା ଚକ୍ର ଅନୁଷ୍ଠିତ

Posted by - October 1, 2019 131
ଜବାହାର ନବୋଦୟ ବିଦ୍ୟାଳୟ,ଚମ୍ପତିମୁଣ୍ଡା ଠାରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାଧାରଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ୧୫୦…

ଯାଜପୁର ବରୀ ରେଅଗ୍ନିକାଣ୍ଡ ରେ ଜଳିଗଲା 6 ବଖରା ଘର

Posted by - February 28, 2019 29
ଯାଜପୁର:ଅଗ୍ନିକାଣ୍ଡ ରେ ଜଳିଗଲା 6 ବଖରା ଘର।ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ର ଗୋବିନ୍ଦପୁର ଗ୍ରାମର ସୁପ୍ରଭା ସାହାଣୀ, ଧ୍ରୁବ ଚରଣ ସାହାଣୀ ,…

ଯୁବ ଫେରି ବ୍ୟବସାୟୀ ନିଖୋଜ

Posted by - March 7, 2021 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବିଂଝାରପୁର ବଜାର ନିକଟରେ ଦୀର୍ଘ ଦିନ ଘର ଭଡ଼ା ନେଇ ନେଇ ଫେରି ବ୍ୟବସାୟ କରୁଥିବା ପଶ୍ଚିମବଙ୍ଗ…

ଦେଶ କି ବାତ୍ ଫାଉଣ୍ଡେସନ ତରଫରୁ ଏକ ଦିୟା ସହିଦ୍ କେ ନାମ କାର୍ଯ୍ୟକ୍ରମ

Posted by - August 17, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଂଗପୁର ଜିଲ୍ଲାର ସ୍ଥାନୀୟ ଗାନ୍ଧି ଛକ ଠାରେ ଦେଶ କି ବାତ୍ ଫାଉଣ୍ଡେସନ ତରଫରୁ ଏକ ଦିୟା ସହିଦ୍ କେ ନାମ କାର୍ଯ୍ୟକ୍ରମ…