ମୁଖିଗୁଡ଼ା ଠାରେ ମାଁ କାଳୀ ଙ୍କ ପୂଜା ଅନୁଷ୍ଠିତ

45 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଦିର୍ଘ ୨୬ ବର୍ଷ ଧରି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ଠାରେ ପାଳିତ ହୋଇ ଆସୁଛି ମାଁ କାଳୀ ଙ୍କ ପୂଜା ।ଚଳିତ ବର୍ଷ ମଧ୍ଯ ମୁଖିଗୁଡ଼ା ବଜାର କମିଟି ପକ୍ଷରୁ ବହୁ ଆଡମ୍ବର ଓ ବିଧିବିଧାନ ସହ ମାଁ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ବଜାର କମିଟି ସଭାପତି କେ ବାଳଗୋପାଲ ବୈଠାରୁ, ଉପ ସଭାପତି ଟି ଦୁର୍ଗା ପାତ୍ର, ସମ୍ପାଦକ ସୁନୀଲ କୁମାର ଦଲେଇ, ସହ ସମ୍ପାଦକ ବିଚିତ୍ରାନନ୍ଦ ପଣ୍ଡା, ଶିବରାମ ବିଶ୍ଵାଳ ପ୍ରମୁଖ ଙ୍କ ସହ ବଜାର କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ। କରୋନା ମହାମାରୀ ଯୋଗୁଁ ବିଗତ ଦୁଇବର୍ଷ ଜନ ସମାଗମ ହୋଇପାରି ନ ଥିଲା ଚଳିତ ବର୍ଷ ସୁନ୍ଦର ସାଜସଜ୍ଜା, ମୀନାବଜାର, ନୃତ୍ୟ ପରିବେଷଣ ପରିବେଶ କୁ ଆହୁରି ରଙ୍ଗୀନ୍ କରିଥିବା ବେଳେ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।

Related Post

ନିଆରା ଢଙ୍ଗରେ ଶ୍ରୀ ରାମ ସେନା ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

Posted by - August 18, 2022 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ଭାରତ ର ରାଷ୍ଟ୍ରୀୟ ମହା ପର୍ବ ସ୍ଵାଧୀନତା ଦିବସ କୁ ଏକ ନିଆରା ଢଙ୍ଗରେ ରେ ପାଳନ କରାଯାଇଛି ସମ୍ବଲପୁର ଜିଲ୍ଲା ରେଙ୍ଗାଳି ଉପକଣ୍ଠ ରେ…

ଧର୍ମଗଡ଼ ସର୍ଵ ପୂରାତନ ଦୁର୍ଗା ପୂଜା ଭସାଣୀ ଉତ୍ସବ

Posted by - October 8, 2022 0
ଧର୍ମଗଡ଼: ତା୬/୧୦/୨୨( ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସର୍ବ ପୂରାତନ ଦୁର୍ଗା ଭସାଣୀ ଉତ୍ସବ ମହା ସମାରୋହରେ କରାଯାଇଛି। ମାଁ ଙ୍କ ମେଢ଼ ଦିନ…

ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦ ରେ ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଦାବୀପତ୍ର

Posted by - July 29, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କେନ୍ଦ୍ରାପଡା ଜିଲାରେ ମହିଳା ପୋଲିସ ଦ୍ୱାରା ସାମ୍ବାଦିକ ଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦ ରେ ଯାଜପୁର ପ୍ରେସ କ୍ଲବ ପକ୍ଷରୁ…

ଖପ୍ରାଖୋଲରେ ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ

Posted by - January 27, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ଯାଲୟ ପରିଷରରେ ବ୍ଲକ ସ୍ତରିୟ ଗଣତନ୍ତ୍ର ଦିବସ ବୁଧବାର ପାଳିତ ହୋଇ ଯାଇଛି। କୋଭିଡ କଟକଣା ମଧ୍ଯ ରେ ପାଳିତ…

ବିଶ୍ୱ ଏଡସ୍ ଦିବସ ଅସମାନତାର ଅନ୍ତ ଘଟିଲେ ଏଡସ୍ ସମାପ୍ତ ହେବ

Posted by - December 1, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ସମାଜରୁ ଅସମାନତା ଦୂରକରି ଏଡସ୍ ର ସମାପ୍ତ ହୋଇପାରିବ ବୋଲି ଆଜି ବିଶ୍ୱ ଏଡସ୍ ଦିବସରେ ବକ୍ତାମାନେ କହିଛନ୍ତି । ଗ୍ରାମ୍ୟ ବିକାଶ…