ଖପ୍ରାଖୋଲ ପୋଲିସର ଚଢ଼ାଉ ପାଞ୍ଚ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ କୋର୍ଟ ଚାଲାଣ

55 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ପୋଲିସ୍ ଚଢାଉ କରି ମୋଟର ସାଇକେଲ ରେ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକ କୁ ଶୁକ୍ରବାର ଉଦ୍ଧାର କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ସକାଳେ ପେଟ୍ରୋଲିଙ୍ଗ କଲା ବେଳେ କିଛି ଲୋକ ମୋଟର ସାଇକେଲ ରେ ଯାଉଥିବା ବେଳେ ତାଙ୍କୁ ଅଟକାଇ ପଚରାଉଚରା ପରେ ତାଙ୍କୁ ସାନ ଉଡ଼େନ୍ ଗାଁ ର ଦାଦନ ସର୍ଦ୍ଦାର ଘନଶ୍ୟାମ ଜାଲ ଚାଲାଣ କରୁଥିବା ଜାଣି ଶ୍ରମିକଙ୍କୁ ଉଦ୍ଧାର କରି ଶ୍ରମିକ ମାନଙ୍କୁ ନିଜ ଗାଁ କୁ ପଠେଇ ଦେଇଥିବା ଜଣାଯାଇଛି। ଏନେଇ ଖପ୍ରାଖୋଲ ଥାନା କେସ ନ ୧୭୪/୨୨ ରେ ଏକ ମାମଲା ରୁଜୁ କରି ଦାଦନ ଦଲାଲ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Related Post

ମହିମା ମଠ ମଠାଧିସ ଙ୍କୁ ମରଣାନ୍ତକ ଆକ୍ରମଣ,ବଲାଙ୍ଗୀର ରୁ ବୁର୍ଲାଡାକ୍ତର ଖାନା କୁ ସ୍ଥାନାନ୍ତର

Posted by - November 27, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପୁଟୁପଡା ଗାଁ ରେ ଅଲେଖ ମହିମା ମଠ ର ମଠାଧିସ ଙ୍କୁ ଜମିବାଡ଼ି ବିବାଦକୁ ନେଇ ଆକସ୍ମିକ ଏକ ଧରୁଆ…

କରୋନା ସଚେତନତା ସହ ବାତ୍ୟା ୟାସ ନିମନ୍ତେ ସ୍ୱତନ୍ତ୍ର ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।

Posted by - May 28, 2021 0
ଯାଜପୁର:ମହାମାରୀ କରୋନାର ମହାପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ପ୍ରଳୟଙ୍କରୀ ବାତ୍ୟା “ୟାସ”ର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ କ୍ଷତିଗ୍ରସ୍ତ ପରିବାର ଗୁଡିକୁ ରାସନ ସାମଗ୍ରୀ ସହ…

ସାରିଲା ପ୍ରଥମ ପର୍ଯ୍ୟାୟ ଭୋଟ

Posted by - April 11, 2019 0
୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ…

ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ ଅଭିଯୋଗ ରେ ୨ ଗିରଫ

Posted by - October 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଜୁଯୋମୁରା ବ୍ଳକର ଗଡଲୋଇସିଂହ ସେକ୍ଟର ତବଲୋଇ ଦେଓଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ସମୟରେ ୨ ଜଣକୁ ଗିରଫ କରି ଆଜି କୋଟଚାଳାଣ…