ଖପ୍ରାଖୋଲ ବ୍ଲକ ପରିସରରେ ମଦ୍ୟପ ଙ୍କ ଦୋରାତ୍ମ , କର୍ମଚାରୀ ଭୟଭୀତ

82 0

ଖପ୍ରାଖୋଲ  :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ପରିସରରେ କିଛି ଦିନ ହେଲା ମଦ୍ୟପ ଙ୍କ ଦୋରତ୍ମ ଦେଖାଦେଇଛି। ଯାହାଫଳରେ ବ୍ଲକ୍ କର୍ମଚାରୀ ଭୟଭୀତ ହୋଇପଡ଼ିଥିବା ଜଣାଯାଇଛି। ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ରେ ବେନ୍ଦେର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଖଗେଶ୍ବର ପ୍ରଧାନ ବ୍ଲକ୍ କାର୍ଯ୍ୟାଳୟକୁ ଆସି ବିଡ଼ିଓ ରଶ୍ମି ରଞ୍ଜନ ରାଉତ ଓ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଭୟଭୀତ କରାଇ ଥିବା ଜଣା ଯାଇଛି।

ବରିଷ୍ଟ କିରାଣୀ ବରଣ କରିବାରୁ ତାଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି। ଖବର ଲେଖା ହେବା ବେଳ ଯାଏ ଥାନାରେ ଅଭିଯୋଗ ହୋଇ ନଥିବା ଜଣା ଯାଇଛି। ଏନେଇ ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ ଙ୍କୁ ପଚାରିବାରୁ ବେନ୍ଦେର ପୂର୍ବତନ ସରପଞ୍ଚ ବ୍ଲକ୍ ଅଫିସ୍ ରେ ଗଣ୍ଡଗୋଳ କରିଥିବାରୁ ଥାନାରେ ଅଭିଯୋଗ କରିବୁ ବୋଲି କହିଛନ୍ତି। ସଂପୃକ୍ତ ପୂର୍ବତନ ସରପଞ୍ଚ ଙ୍କୁ ଫୋନ ରେ ଯୋଗା ଯୋଗ କରିଥିଲେ ମଧ୍ୟ ଫୋନ ଉଠେଇ ନ ଥିବାରୁ ମତାମତ ନିଆଯାଇପାରିବ।

Related Post

ରାସ୍ତା ଉପରେ ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

Posted by - May 14, 2019 0
ବରୀ୧୩ା୫: ଫନି ବାତ୍ୟା ପରେ ଅଦ୍ୟାବଧି ବିଦ୍ୟୁତ ବିଭାଗର ନଜରକୁ ଆସିନାହିଁ ।ଏରବାଙ୍କ ପଂଚାୟତ ଅଧିନସ୍ଥ ଦଳେଇ ସାହିରେ ଥିବା ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ…

ପୁରୀ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି

Posted by - April 17, 2020 282
ପୁରୀ:(ସମୀର ରଞ୍ଜନ ନାୟକ)ମହା ପ୍ରଭୁ ଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ! କୋରନା କଟକଣା ମଧ୍ୟରେ ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍ପକରଣୀ…

ବ୍ୟାସନଗରରେ “କ୍ଲବ ଦି ୟୁଥମାସ ” ପକ୍ଷରୁ ମହାମାରୀ କରୋନା ଭାଇରସ ର ସଚେତନତା କାର୍ଯ୍ୟକ୍ରମ

Posted by - March 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ୟାସନଗରସ୍ଥିତ ଅର୍ଣ୍ଣପୂର୍ଣ୍ଣା ଆନାଥ ଆଶ୍ରମରେ “କ୍ଲବ ଦି ୟୁଥମାସ ” ପକ୍ଷରୁ ମହାମାରୀ କରୋନା ଭାଇରସ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ବୌଦ୍ଧ ଜିଲ୍ଲାପାଳ ଓ SP ଙ୍କ କାର୍ଯ୍ୟାଳୟ ରେ ବନ୍ଧୁତା ଦିବସ ପାଳିତ

Posted by - November 21, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଚାଇଲଡ଼ ଲାଇନ ବୌଦ୍ଧ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ସୁପେରିଟେଣ୍ଡ ପୋଲିସ କାର୍ଯ୍ୟାଳୟରେ ରେ ଶିଶୁ ଦିବସ ଉପଲକ୍ଷେ ଚାଇଲଡ଼ଲାଇ ସହ ବନ୍ଧୁତା ଦିବସ…

ବେଲଗୁଣ୍ଠା ସହରରେ ମେଗା ଚାରାରୋପଣର ଶୁଭାରମ୍ଭ

Posted by - June 18, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରରେ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି ।ବେଲଗୁଣ୍ଠା ଏନ୍.ଏ.ସି ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲା ଅତିରିକ୍ତ…