Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନର ଗିରି ଗୋବର୍ଦ୍ଧନ ପୂଜା ,ବୁଲି ଦେଖିଲେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ

49 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ବୁଧବାର ଦିନ ଗିରିଗୋବର୍ଦ୍ଧନ ପୂଜା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇନ୍ତଲା ବ୍ଲକ ଝରବାହାଲି ଓ କରମତଲା , ଗୁଡ଼ଭେଳା ବ୍ଲକର ବଡ଼ଙ୍ଗୋମୁଣ୍ଡା, ଟିଟିଲାଗଡ଼ ବ୍ଲକର ମନିଗାଁ ଗ୍ରାମପଞ୍ଚାୟତ ଡେଙ୍ଗ ପଦର, ବାଞ୍ଜିପଦର୍ ଗ୍ରାମପଞ୍ଚାୟତ ମାଲିଝର, ସିହିନୀ ଗ୍ରାମପଞ୍ଚାୟତ କେନ୍ଦୁମୁଣ୍ଡି ଓ ଜଗୁଆ ମଣ୍ଡପ ବୁଲି ପ୍ରଭୁଙ୍କର ଦର୍ଶନ ଲାଭ କରିବା ସହ ଲୋକଙ୍କ ସହ ଭାବ ବିନିମୟ କରିଥିଲେ।

ଏହି ପରିକ୍ରମା ସମୟରେ ସଇନ୍ତଲା ବ୍ଲକ୍ ସାଂସଦ ପ୍ରତିନିଧି ଅକ୍ଷୟ ରଣା, କୁରସୁଡ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରା, ଶଗଡ଼ଘାଟ ମଣ୍ଡଳ ସଭାପତି ସୁଶାନ୍ତ ବନଛୋର, ଲୁଥୁରବନ୍ଧ ମଣ୍ଡଳ ସଭାପତି ଜୀବର୍ଦ୍ଧନ ଖର୍ସେଲ, ସୁରେଶ ଦନ୍ତା, ରମେଶ ଥପା, ପିଣ୍ଟୁ ବଗର୍ତ୍ତି, ସୁପେତ ବାଗ, ବୁଳୁ ରଣା, ଦର୍ଶନ ପ୍ରଧାନ, ଓ ଅକ୍ଷୟ ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ।

Related Post

ବଜ୍ରପାତରେ ଯୁବକଙ୍କ ମୃତ୍ୟୁ, ଅସହାୟ ପରିବାର

Posted by - November 2, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/  ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କସାବାହୀ ଗ୍ରାମରେ ବଜ୍ରପାତ ଘଟି ଜଣକର ମୃତ୍ୟୁ ଘଟିଛି। ସୁଚନା ରୁ ଜଣାଯାଏ ଯେ କସାବାହୀ…

ବଜ୍ରାଘାତରେ ବୃଦ୍ଧ ସମେତ ୮ବଳଦ ୧ ଗାଈ ମୃତ

Posted by - May 2, 2020 7
କେନ୍ଦୁଝର :(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଗୈ।ଣିଘଷା ଗ୍ରାମର ସକଳ ଦେହୁରୀ(୬୫) ଗୋରୁ ଚରାଇବାକୁ ନେଉଥିବା ସମୟରେ ବଜ୍ରାଘାତରେ ତାଙ୍କର ମୃତ ଘଟିଛି। ପରିବାର ଲୋକଙ୍କ…

ବରୀରେ ବନ ମହୋତ୍ସବ ପାଳିତ

Posted by - July 8, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି) ବରୀ ମଣ୍ଡଳ ଶାରିରିକଶିକ୍ଷା ଶିକ୍ଷକ ସଂଘ ଓ ବରୀ ମଣ୍ଡଳ କନିଷ୍ଠ ରେଡକ୍ରସ ସୋସାଇଟ ତରଫହରୁ ଆଜି ବରୀ ପଂଚାୟତ ଉଚ୍ଚ ବିଦ୍ୟାଳୟ…

ଝିଅ ନିଖୋଜ୍ : ଥାନା ର ଦ୍ଵାରସ୍ଥ ହେଲେ ପରିବାର

Posted by - August 1, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଲମୁଣ୍ଡା ଗାଁ ର ଧବଳେଶ୍ଵର ରାଉତ( ୪୧) ଙ୍କ…